Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକରେ କଂଗ୍ରେସକୁ ଦଳିତଙ୍କ ସମର୍ଥନ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦୁଇ ଟାଣୁଆ ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଓ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲିଙ୍ଗାୟତଙ୍କ ସମର୍ଥନ କଂଗ୍ରେସକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ…

ମାଡ଼ି ଆସୁଛି ଭୟଙ୍କର ଭାଇରସ; ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ:ମାଡ଼ି ଆସୁଛି ଏକ ଭୟଙ୍କର ଭାଇରସ । ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି ଏହି ଭାଇରସ । ଏ ଭାଇରସ ସବୁଠୁ ଅଲଗା । ଏମିତି ଭାଇରସ ପୂର୍ବରୁ କେହି କେବେ ଦେଖି ନଥିଲେ। ସବୁଆଡେ କାୟା ବିସ୍ତାର କରିଦେଇଛି ଏହି ନୂଆ ଭାଇରସ । ଆର୍କଟିକରୁ ଆରମ୍ଭ କରି ଆଟଲାଣ୍ଟିକ ମହାସାଗର ପର୍ଯ୍ୟନ୍ତ…

ଯୁବକଙ୍କ ଶିବାଜୀଙ୍କ ପ୍ରତି ସମ୍ମାନ: ନିଜ ଅଟୋରେ ନିର୍ମାଣ କଲେ ପ୍ରତିକାତ୍ମକ ଦୁର୍ଗ

କୁହାଯାଏ, ଯଦି ତୁମର ଦକ୍ଷତା ଅଛି ତେବେ ତୁମ ପାଇଁ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ସୃଜନଶୀଳ ଲୋକମାନଙ୍କର କୌଣସି ଅଭାବ ନାହିଁ । ସେହିପରି ସୃଜନଶୀଳତା ଏବଂ ଚିନ୍ତାଧାରାର ମିଶ୍ରଣ ପରିଣାମ ଯାହା ଅଛି ତାକୁ କେହି ବି ଆକଳନ କରିପାରିବେ ନାହିଁ । କିଛି ଲୋକ ସେମାନଙ୍କର ସୃଜନଶୀଳତା ଏବଂ…

ଭାରତ ଯାତ୍ରାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ-ବିଲାବଲ ଭୁଟ୍ଟୋ

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ମେ’ ପ୍ରଥମ ସପ୍ତାହରେ ଭାରତ ଯାତ୍ରାରେ ଆସୁଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ ସବୁ ପ୍ରକାର ସମ୍ପର୍କରେ କଟକଣା ଲାଗିଥିବାବେଳେ ବିଲାବଲଙ୍କ ଏହି ଯାତ୍ରାକୁ ନେଇ…

ଅମିତ ଶାହାଙ୍କୁ ଫୋନ୍ ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀ ମୁହାମୁହିଁ, ଉଭୟ ଦେଲେ ଖୋଲା ଚ୍ୟାଲେଞ୍ଜ୍ !

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇବାରେ ବିଫଳ ହେଲେ ରାଜନୀତି ଛାଡିଦେବି। ଏଭଳି କହି ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଯଦି ଗଣତାନ୍ତ୍ରିକ ପଦ୍ଧତିରେ ମମତା ବାନାର୍ଜୀଙ୍କୁ…

ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିବା ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଅମରାବତୀ:ଆମେରିକା ଯାଇଥିଲେ ପାଠ ପଢିବାକୁ  । ଉଚ୍ଚଶିକ୍ଷା ଲାଭ କରିବେ । ବଡ ଚାକିରି କରିବେ । ହେଲେ ଉଚ୍ଚଶିକ୍ଷା ଲାଭ ପାଇଁ ଯାଇଥିବା ପୁଅ ଆଉ ଘରକୁ ଫେରିଲାନି । ଜଣେ ଭାରତୀୟ ପିଜି ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି । ୨୪ ବର୍ଷୀୟ ଏହି ଛାତ୍ର ଜଣଙ୍କ ଆନ୍ଧ୍ର ପ୍ରଦେଶର …

ସାବଧାନ ! ଜାତୀୟ ରାଜପଥରେ ବୁଲୁଛି ବାଘ ।

ଗଜପତି : ଜାତୀୟ ରାଜପଥ କଡରେ  ବୁଲୁଛି ବାଘ । ବାଘ ବୁଲୁଥିବାର ଭିଡିଓ ଏବେ ହେଉଛି  ଭାଇରାଲ  ।  ଭିଡିଓଟି ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ନିକଟସ୍ଥ ଭେଣ୍ଡିଗେଟ ଅଞ୍ଚଳର ବୋଲି କୁହାଯାଉଛି । ରାତ୍ରି ସମୟରେ ବାଘଟି ରାସ୍ତାରେ ବୁଲୁଛି ।  ଜଣେ ପଥଚାରୀ ଭିଡିଓ ଉତ୍ତୋଳନ…

ଗୋଧ୍ରା ଟ୍ରେନ ପୋଡ଼ି ଘଟଣା: ୮ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ଗୁଜରାଟ ଗୋଧ୍ରାରେ ୨୦୦୨ରେ ହୋଇଥିବା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି କଏଦୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଲହି ଦୋଷୀମାନେ ୧୭ରୁ ୨୦ ବର୍ଷ ସଜା କାଟି ସାରିଲେଣି । ଏହି…

ବଦଳିଲା ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚା ; ପ୍ରଥମେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚାରେ ହୋଇଛି ପରିବର୍ତ୍ତନ ।  ସେନାରେ ସାମିଲ ହେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀ ପ୍ରଥମେ ଲିଖିତ ପରୀକ୍ଷା ଦେବେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ଶେଷରେ ହେବ…

ପୁଞ୍ଚରେ ଏନ୍ଆଇଏ ଟିମର ଛାନଭିନ୍, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଖୋଜୁଛି ଡ୍ରୋନ୍

ଶ୍ରୀନଗର: ପୁଞ୍ଚରେ କେମିତି ହେଲା ଏତେ ବଡ଼ ଆକ୍ରମଣ ? ସେନା ଟ୍ରକକୁ କେମିତି ଟାର୍ଗେଟ୍ କଲେ ଆତଙ୍କବାଦୀ ? ଗୁରୁବାର ଏଲଓସିରୁ ମାତ୍ର ୭ କିଲୋମିଟର ଦୂରରେ ଆତଙ୍କବାଦୀ ସେନା ଗାଡ଼ି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଘଟଣାସ୍ଥଳରେ ଏନ୍ଆଇଏ ସହ…