Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଗୋଷ୍ଠୀର ଧମକ !

ଭୁବନେଶ୍ୱର: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ। ମହାରାଷ୍ଟ୍ର ରାଜନୀତିର ଅନଏକ୍ସପେକଟେଡ଼ ଚେହେରା ବୋଲି କୁହାଯାଉଥିବା ଅଜିତ ପାୱାରଙ୍କୁ ନେଇ ଖପ୍ପା ଏକନାଥ ସିନ୍ଦେ ଗୋଷ୍ଠୀ। ଅଜିତ ପାୱାର ବିଜେପିରେ ମିଶିବା…

‘କର୍ଣ୍ଣାଟକ ନିର୍ବାଚନ’ ଏବେ ମଇଦାନରେ ହେବ ଯୁଦ୍ଧ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ ଆସନ ପାଇଁ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଚିତ୍ର ମଧ୍ଯ ସ୍ପଷ୍ଟ ହୋଇଛି। ଯେଉଁ ଆଶାୟୀମାନେ ବିଭିନ୍ନ ପ୍ରମୁଖ ଦଳରୁ ଟିକେଟ ନ ପାଇଲେ…

ରାହୁଲଙ୍କ ଟାର୍ଗେଟରେ ସେଠ ଓ ସାହେବ

ଭୁବନେଶ୍ୱର: ଆଦାନୀ ପ୍ରସଙ୍ଗରେ ରାହୁଲ ପୁଣିଥରେ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ମଧ୍ୟ ରାହୁଲ ଚୁପ ବସିନାହାନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ବିଜେପିକୁ ରାହୁଲ ସଂସଦରେ ଘେରୁଥିଲେ ସେହି ପ୍ରସଙ୍ଗକୁ ବାହାରେ ବାରମ୍ବାର ଉଠାଉଛନ୍ତି।…

ଜଳିଗଲା ସେନାବାହିନୀ ଗାଡ଼ି; ୪ ଯବାନ ସହିଦ

 ଶ୍ରୀନଗର: ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ସେନା ଗାଡ଼ିରେ ଲାଗିଗଲା ନିଆଁ । ୪ ଯବାନ ସହିଦ । ଏହି ଦୁର୍ଘଟଣା ଭାଟା ଦୁଡିଆ ଅଞ୍ଚଳରେ ହୋଇଛି । ଖବର ପାଇ ଆର୍ମି ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ଯାଞ୍ଚ ଚାଲିଛି । କୁହାଯାଉଛି, ଘଡଘଡି ପଡି ସେନା…

ଶରଦ ପୱାରଙ୍କୁ ଭେଟିଲେ ଗୌତମ ଅଦାନୀ; ବଢିଲା ଚର୍ଚ୍ଚା

ମୁମ୍ବାଇ:ଅଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଅଦାନୀ ଗୁରୁବାର ଏନସିପି ମୁ୍ଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପୱାରଙ୍କୁ ଭେଟିଛନ୍ତି । ପୱାରଙ୍କ ମୁମ୍ବାଇସ୍ଥିତ ବାସଭବନ ‘ସିଲଭର ଓକ’କୁ ଯାଇ ଶରଦଙ୍କୁ ଭେଟିଛନ୍ତି ଗୌତମ ଅଦାନୀ । ପ୍ରାୟ ୨ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ…

ବିବାହ ବନ୍ଧନରେ ଆବଦ୍ଧ ହେବେ ରାଘବ ଓ ପରିଣୀତି, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବାଜିବ ଶାହାନାଇ । ବିବାହ କରିବେ ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ଖବର ପ୍ରଚାର ହେଉଥିବା ବେଳେ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି । ସୋମବାର ପରିଣୀତି ସେଲିବ୍ରିଟି…

ଭାରତ ଗସ୍ତରେ ଆସିବେ ପାକ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ

ଇସଲାମବାଦ:ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏସସିଓ (Shanghai Cooperation Organization) ବୈଠକରେ ଯୋଗ ଦେବା ପାଇଁ ଭାରତ ଆସିବେ । ଗୋଆରେ ମେ’ ୪ ଓ ୫ ଦୁଇ ଦିନ ଧରି ହେବାକୁ ଥିବା ବୈଦିଶିକ ବ୍ୟାପାର ମନ୍ତ୍ରୀଙ୍କର ଏହି ବୈଠକରେ ଜର୍ଦ୍ଦାରୀ…

ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ରକ୍ଷା ପାଇପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ନିଜକୁ ରକ୍ଷା ପାଇପାରିବେ ନାହିଁ । ଗୁରୁବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ଏହି କ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ.ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ…

ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ସରକାରଙ୍କ ମଜବୁତ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ପାଇଁ ସରକାରଙ୍କ ମଜବୁତ ପଦକ୍ଷେପ ଏବେ ସାରା ଦେଶରେ ଦୃଶ୍ୟମାନ ହେଉଛି। କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ନେଟ ଜିରୋ ନିର୍ଗମନ ଲକ୍ଷ୍ୟ…

ଅତିକ ବ୍ରଦର୍ସକୁ ଗୁଳି ମାରିବା ପରେ ହତ୍ୟାକାରୀ ‘ଜୟ ଶ୍ରୀରାମ ନାରା’ କାହିଁକି ଦେଇଥିଲେ?

ଲକ୍ଷ୍ନୌ: ଅତିକ ଅହମ୍ମଦ ଏବଂ ତା ଭାଇ ଅସରଫ ଅହମ୍ମଦଙ୍କୁ ପୋଲିସ ହେପାଜତରେ ଥିବା ବେଳେ ତିନି ଦୁର୍ବୃତ୍ତ ଆସି ହତ୍ୟା କରିଛନ୍ତି। କିନ୍ତୁ ଏହାପରେ 'ଜୟଶ୍ରୀରାମ ନାରା' ଦୁର୍ବୃତ୍ତମାନେ ଦେଇଥିଲେ। ତେଣୁ ଏହି ହତ୍ୟାକାଣ୍ଡ ପଛରେ କଟ୍ଟର ହିନ୍ଦୁବାଦୀ ନେତା ରହିଛି ବୋଲି ଚର୍ଚ୍ଚା ହେଉଛି।…