ଭାରତରେ ଆରମ୍ଭ ହେଲା ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍‌: କେମିତି ପଠାଇବେ ଟଙ୍କା ?

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ସରେ ଆଉ ଏକ ନାମ ଯୋଡି ହୋଇଯାଇଛି । ଯାହାର ନାଁ ହେଉଛି ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍ । ଏହି ପପୁଲାର ଚାଟ୍ ଆପ୍ ହ୍ବାଟ୍ସଆପ୍ ଭାରତର ପ୍ରମୁଖ ବ୍ୟାଙ୍କ ଆଇସିଆଇସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ,...

ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ, ୪୩ଟି ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲୀ: ଚୀନ ଉପରେ ମୋଦି ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ । ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ ଅନୁସାରେ...

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ...

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କେମିତି ହେଲେ କମେଡି କ୍ବିନ୍ ?

ନିଜେ ହସିବା ସହ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ । ଏମିତିରେ ତ ଅନେକ ମହିଳା କମେଡିଆନ୍ ଅଛନ୍ତି, ହେଲେ କମେଡି କ୍ବିନର ତାଜ ପାଇଛନ୍ତି ଭାରତୀ । ଏହି କମେଡି କ୍ବିନଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି ଏନସିବି । ଶନିବାର...

ମହାରାଷ୍ଟ୍ରରେ ପୁଣି ହେବ ଲକଡାଉନ୍ ! ଉପମୁଖ୍ୟମନ୍ତ୍ରୀ କହିଲେ ୮-୧୦ ଦିନ ଭିତରେ ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ ବି ଦୈନିକ ୫ରୁ ୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଶନିବାର ୫ ହଜାର ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ...
Sameer Das reaction alligation over violation Covid Guidelines

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଆଇନ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ । ଛୋଟ ଛୋଟ ସ୍କୁଲକୁ...

କ୍ରିକେଟ ମଇଦାନକୁ ଓହ୍ଲାଇବେ ଶ୍ରୀସନ୍ଥ, ଟି-୨୦ ଲିଗରେ ଆସିବେ ନଜର

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । କ୍ରିକେଟ ମଇଦାନକୁ ଓହ୍ଲାଇବେ ଏସ୍ ଶ୍ରୀସନ୍ଥ । ପାଖାପାଖି ୭ ବର୍ଷ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି । କେରଳ ଟି-୨୦ ଲିଗରେ ଭାଗ ନେବେ ଶ୍ରୀସନ୍ଥ । ଏହି ଟି-୨୦ ଲିଗ୍ ଭାରତରେ ଘରୋଇ ସିଜିନ୍...

ପୁଣି ଥରେ ରାଧେ ମୋହନ ହେବେ ସଲମାନ, ଆସିବ ‘ତେରେ ନାମ୍’ର ସିକ୍ବେଲ !

୨୦୦୩ ମସିହାରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ମୁଭି ‘ତେରେ ନାମ୍’ ସୁପର ଡୁପର ହିଟ୍ ହୋଇଥିଲା । ଏଥିରେ ରାଧେ ମୋହନ ଭୂମିକାରେ ନଜର ଆସିଥିଲେ ସଲମାନ । ଲମ୍ବା ଲମ୍ବା କେଶ ସହ ସଲମାନଙ୍କ ଲୁକକୁ ଲୋକେ ପସନ୍ଦ କରିଥିଲେ...

୨୬/୧୧ ଆକ୍ରମଣ ପରି ଥିଲା ଯୋଜନା, ପ୍ରଧାନମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ବୈଠକ

୨୬/୧୧ ପରି ଆକ୍ରମଣ ଯୋଜନାରେ ଥିଲେ ନଗରୋଟାରେ ନିହତ ଆତଙ୍କବାଦୀ । କୁହାଯାଉଛି କି ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ହେଲେ ଆତଙ୍କବାଦୀଙ୍କ ଯୋଜନା ଫସର ଫାଟିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ...

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ...

ସାହିତ୍ୟ