Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସୌମ୍ୟ…

ଆଇପିଏଲ ଫାଇନାଲ ପରେ ଦିନିକିଆ ବିଶ୍ୱକପ ପାଇଁ ଚୟନ ହେବ ଷ୍ଟାଡିୟମ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ମେ ୨୮ରେ ଅହମ୍ମଦାବାଦରେ ଖେଳାଯିବ । ଫାଇନାଲ ପରେ ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟ ନେଇ ତାଜା ଅପଡେଟ ଦେବ । ରିପୋର୍ଟ ମୁତାବକ ବିସିସିଆଇ କେଉଁ କେଉଁ ସ୍ଥାନରେ ବିଶ୍ୱକପ ଖେଳାଯିବ ତାହା…

ଦ କଶ୍ମୀର ଫାଇଲ୍ସ, କେରଳ ଷ୍ଟାରୀ ପରେ ଏବେ ଚର୍ଚ୍ଚାରେ ଦ ଡାଏରୀ ଅଫ ୱେଷ୍ଟବେଙ୍ଗଲ

କୋଲକାତା: ଦି କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଦି ଡାଏରୀ ଅଫ ୱେଷ୍ଟବେଙ୍ଗଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନୋଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏବେଠାରୁ ତାଙ୍କୁ ଫିଲ୍ମ ରିଲିଜ ନ କରାଇଦେବା ପାଇଁ ଚାପ ପକାଗଲାଣି । ସେ ମଧ୍ୟ ଭୟରେ…

ଚିକିତ୍ସା ବିଜ୍ଞାନର ଚମତ୍କାରିତା: ଝିଅର ଖୁସି ପାଇଁ ଶାଶୁଙ୍କ ଗର୍ଭରେ ବଢୁଛି ଜ୍ୱାଇଁର ସନ୍ତାନ

ଅଷ୍ଟ୍ରେଲିଆ: ଚିକିତ୍ସା ବିଜ୍ଞାନର ଚମତ୍କାରିତା, ଯାହା କଳ୍ପନା କରିବା ମଧ୍ୟ କଷ୍ଟକର । ଝିଅର ଖୁସି ପାଇଁ ଜଣେ ମହିଳା ନିଜ ଗର୍ଭରେ ଝିଅ- ଜ୍ୱାଇଁର ସନ୍ତାନକୁ ଧାରଣ କରିଛନ୍ତି । ତେବେ ଏ କ୍ଷେତ୍ରରେ ଏକ ଅସାଧାରଣ ଘଟଣା ଘଟିଛି,ଯାହା ଜାଣିଲେ ଆପଣ ଚକିତ ହୋଇଯିବେ । ଅଷ୍ଟ୍ରେଲିଆର ସିଡନୀରେ…

ଟି୨୦ କ୍ରିକେଟରେ ୪ର୍ଥ ଦ୍ରୁତତମ ଶତକ ମାରିଲେ ସିିନ ଆବୋଟ୍ଟ

ଲଣ୍ଡନ: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ସିନ ଆବୋଟ୍ଟ ଟି୨୦ ଇତିହାସର ୪ର୍ଥ ଦ୍ରୁତତମ ଶତକ ମାରିଛନ୍ତି । ଟି୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଂଟରେ ଆବୋଟ୍ଟ ମାତ୍ର ୩୪ ବଲରେ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କେଂଟ ବିପକ୍ଷ ମୁକାବିଲାରେ ସରେ ପକ୍ଷରୁ ଆବୋଟ୍ଟ ଏହି ଚମକପ୍ରଦ…

ହତ୍ୟାର ୩ ମାସ ପରେ ଏତଲା, ୪ ଦିନରେ ୪ ଗିରଫ

ବାଲିଗୁଡ଼ା: ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ମାସରେ ହୋଇଥିବା ହତ୍ୟା ନେଇ ମେ ୨୨ରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗର ୪ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ପୋଲିସ ୪ ଭାଇଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି । ସୂଚନା ପ୍ରକାରେ, ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା…

ଗ୍ଲାମରସ ପୋଲିସ: ଅପରାଧୀ ବି କରନ୍ତି ହଇରାଣ, ବାଧ୍ୟ ହୋଇ ଛାଡ଼ିଲେ ଚାକିରି

ନ୍ୟୁୟର୍କ: ଭାରତରେ ପ୍ରତ୍ୟେକ ବ୍ୟକ୍ତି ସରକାରୀ ଚାକିରି ଚାହିଁଥାନ୍ତିି । ସରକାରୀ ଚାକିରିରେ ଏତେ ଲାଭ ଅଛି ଯେ, ଜଣେ ବ୍ୟକ୍ତି ଅନେକ ବର୍ଷ ଧରି ଏଥିଲାଗି ପ୍ରସ୍ତୁତ ହୋଇଥାଏ । ଅନେକ ପରୀକ୍ଷା ଏବଂ ସାକ୍ଷାତକାର ଦେବା ପରେ ଖଣ୍ଡେ ସରକାରୀ ଚାକିରି ମିଳିଥାଏ । କିନ୍ତୁ ଆମେରିକାରେ ରହୁଥିବା…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ, ସିନ୍ଧୁ ବିଦା

ନୂଆଦିଲ୍ଲୀ:ଭାରତର ଏଚଏସ ପ୍ରଣୟ ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଣୟ ଓ ଇଣ୍ଡୋନେସିଆର କ୍ରିଷ୍ଟିଆନ ଆଡିନାଟାଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚକପୂର୍ଣ୍ଣ ହୋଇଥିଲା । ପ୍ରଣୟ ୧୯-୧୭ରେ ଆଗୁଆ ଥିବା ବେଳେ ଆଘାତ…

କର୍ଣ୍ଣାଟକରେ କଂଗ୍ରେସକୁ ଚ୍ୟାଲେଞ୍ଜ, କହିଛ ମାନେ ଦିଅ ନହେଲେ ଛାଡ଼ିବୁନି

ଭୁବନେଶ୍ୱର: ନୂଆ ଷ୍ଟ୍ରାଟେଜି, ପାଞ୍ଚଟି ଗ୍ୟାରେଣ୍ଟି ଓ ଦମଦାର ପ୍ରଚାର ମାଧ୍ୟମରେ କର୍ଣ୍ଣାଟକରେ ବିପୁଳ ସଫଳତା ପାଇଥିବା କଂଗ୍ରେସ ବିଜେପିକୁ ଜୋରଦାର ଟାର୍ଗେଟ କରୁଛି। ପୂର୍ବର ବିଜେପି ସରକାରର ଯୋଜନା ଗୁଡିକ ଉପରେ ରୋକ ଲଗାଇବା ସହ ବରାଦ ହୋଇଥିବା ଅର୍ଥ ଅଟକାଇବା ସହ ବହୁ କଡା ପଦକ୍ଷେପ…

‘ନୂଆ ସଂସଦରେ ରଖ ରାମଙ୍କ ପାଦୁକା’

ଭୁବନେଶ୍ୱର: ରାତି ପାହିଲେ ଦେଶର ନୂଆ ସଂସଦ ଭବନ ଉଦଘାଟନ ହେବ। ଯାହାକୁ ନେଇ ଦେଶବ୍ୟାପୀ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। ଏପରିକି ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଉତ୍ସବକୁ ବର୍ଜନ ମଧ୍ୟ କରିଛନ୍ତି।…