Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନରେ ‘ହାତ’ ହତିଆର, ଗେହଲଟ ହଟିବେ ନା ପାଇଲଟ କଟିବେ ?

ଭୁବନେଶ୍ୱର: ସମାଧାନ ହେବ କି ରାଜସ୍ଥାନ କଂଗ୍ରେସ କଳି ? ଗେହଲଟ ପାଇଲଟ ବିବାଦରେ ପଡିବ କି ପୂର୍ଣ୍ଣଛେଦ ? ହାଇକମାଣ୍ଡ ଉଭୟଙ୍କ ମଧ୍ୟରେ ସମାଧାନର ରାସ୍ତା ବାହାର କରିପାରିବେ କି ? ଯଦି କିଛି ସମାଧାନ ନ ହୁଏ ତେବେ କଂଗ୍ରେସକୁ କଣ କ୍ଷତି ହେବ। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ…

ଜୱାନରେ ଅଲ୍ଲୁ ଅର୍ଜୁନଙ୍କ କୌଣସି ଭୂମିକା ନାହିଁ, ସଞ୍ଜୟଙ୍କ କରିବେ କାମିଓ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଟଲୀ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ବିଜୟ ସେତୁପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହା ବ୍ୟତୀତ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କ କାମିଓ ଥିବା ଖବର…

ପଡିଆକୁ ଫେରିବା ସୂଚନା ଦେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ପଡିଆକୁ ଫେରିବା ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ବୋଲିଂ ସ୍ପାଇକ୍ସର ଫଟୋ ଶେୟାର କରିବା ସହ ତଳେ ଲେଖିଛନ୍ତି ପ୍ରିୟ ବନ୍ଧୁ, ଆମେ ପୁଣି ଦେଖା ହେବା । ବୁମରାହ ପ୍ରଶଂସକମାନେ ଏ ନେଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।…

ଦମ୍ପତ୍ତି ଚାକିରି ଛାଡ଼ି କୁକୁର ପାଳୁଛନ୍ତି , ବର୍ଷକୁ ୮କୋଟି ରୋଜଗାର କରେ କୁକୁର

ନ୍ୟୁୟର୍କ: ଦୁନିଆର ପ୍ରତ୍ୟେକ ଲୋକ ଧନୀ ହେବାକୁ ଚାହାଁନ୍ତି । ପ୍ରଚୁର ଅର୍ଥ ରୋଜଗାର କରି ଦୁନିଆର ସବୁ ଆରାମ ଉପଭୋଗ କରିବାକୁ ଇଛା କରନ୍ତି । ଚଳଚ୍ଚିତ୍ର ତାରକାମାନେ ଅଭିନୟ ପାଇଁ କୋଟି କୋଟି ଟଙ୍କା ପାଆନ୍ତି । ଏହାକୁ ନେଇ ଅନେକ ଇର୍ଷା କରନ୍ତି । ଏବେ ଠିକ୍ ସେମିତି ଗୋଟେ କୁକୁର…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରେ ପରିବର୍ତ୍ତନ; ବାଦ ପଡିବେ ‘ସାରେ ଜହାଁ ସେ ଅଚ୍ଛା’ ଗୀତର ଲେଖକ ମହମ୍ମଦ ଇକବଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ ସିଲାବସରେ ବଡ ଧରଣର ପରିବର୍ତ୍ତନ କରାଯିବ । ଏହି ନିଷ୍ପତ୍ତି ଅନୁସାରେ ଭାରତଠାରୁ ପାକିସ୍ତାନକୁ ଅଲଗା କରିବା ପାଇଁ ପ୍ରସ୍ତାବ ଦେଇଥିବା ମହମ୍ମଦ ଇକବାଲଙ୍କ ଲିଖିତ ଏକ ବିଷୟକୁ ହଟାଯିବ । ସେହିପରି ପଲଟିକାଲ ସାଇନ୍ସର ଗ୍ରାଜୁଏସନ…

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି  ୨ ବୋଝିଆ ଗୁରୁତର

ପୁରୀ:ଶ୍ରୀମନ୍ଦିରରେ ମହାପ୍ରସାଦ ବୁହାବେଳେ ଅଘଟଣ ।  ଭୋଗମଣ୍ଡପ ଘରୁ ପାଟଅଗଣା ଦେଇ ଆନନ୍ଦବଜାରକୁ ବୁହାଯାଉଥିଲା ମହାପ୍ରସାଦ ।   ଗୋଡ଼ ଖସି ଯିବାରୁ ବୋଝିଆଙ୍କ ଉପରେ ପଡିଗଲା ଗରମ ଡାଲି  ।   ଗୁରୁତର ହୋଇପଡିଛନ୍ତି ୨ ବୋଝିଆ । ସେମାନଙ୍କୁ  ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ବିଭିନ୍ନତା ମଧ୍ୟରେ ଏକତାର ଝଲକ ଦେଖାଇବ ନୂଆ ସଂସଦ ଭବନ; ରହିଛି ସବୁ ରାଜ୍ୟ ସଂସ୍କୃତି

ନୂଆଦିଲ୍ଲୀ: ରାତି ପାହିଲେ ଉଦଘାଟନ ହେବ ନୂଆ ସଂସଦ ଭବନ । ଏହି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ରହିବ ସବୁ ରାଜ୍ୟ ପ୍ରତୀକ । ସମଗ୍ର ଦେଶର କଳା ସଂସ୍କୃତି ଓ ବିଶେଷତ୍ୱ ଏହି ସଂସଦ ଭବନରେ ଦେଖିବାକୁ ମିଳିବ । ମହାରାଷ୍ଟ୍ର…

ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ; ମହିଳାଙ୍କୁ ଯୋଗାଇବ ଆର୍ଥିକ ସହାୟତା

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ । ଏହି ଫଣ୍ଡ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଗଠନ ହେବ  । ଏହି ଫଣ୍ଡ ଦ୍ୱାରା ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏମିତି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ…

ନୂଆ ସଂସଦର ଆବଶ୍ୟକତା ନ ଥିଲା, ସେଠାକୁ ଯିବା ବେକାର-ନୀତିଶ କୁମାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦ ଭବନ ଉଦଘାଟନ କରିବେ । ଏହାକୁ ନେଇ ରାଜନୀତି ତେଜୁଛି । କଂଗ୍ରେସ ସମେତ ୨୧ ରାଜନୈତିକ ଦଳ ଏହି ଉଦଘାଟନ ସମାରୋହକୁ ବୟକଟ କରିଛନ୍ତି । ବିରୋଧୀଙ୍କ ଦାବି ଯେ, ଦେଶର ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ ହେବା ଉଚିତ ।…

ତାତିରୁ ମିଳିବ ଆଶ୍ୱସ୍ତି, ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ପ୍ରଭାବରେ ତାତି ମଧ୍ୟ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସହ…