Latest Odisha News

BREAKING NEWS

Browsing Category

ଫିଚର

ନୂଆ ସଂସଦ ଭବନ ଲୋକାର୍ପିତ; ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଝଲୁସୁଛି ନୂଆ ସଂସଦ ଭବନ । ଆଜି ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍‌’ ସ୍ଥାପନ କରିଛନ୍ତି। ଆଜି ସକାଳେ ବିଧିବିଧାନ…

ଭାରତକୁ ବିଦ୍ୟୁତ୍ ବିକ୍ରି କରିବା ଆରମ୍ଭ କଲା ନେପାଳ

କାଠମାଣ୍ଡୁ: ଗତାକାଲି ଠାରୁ(ମେ ୨୭) ଭାରତକୁ ବିଦ୍ୟୁତ ବିକ୍ରି କରିବା ଆମ୍ଭ କଲା ନେପାଳ। ଶନିବାର ଠାରୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛି ପଡ଼ୋଶୀ ଦେଶ। ମୌସୁମୀ ଆସିବା ପୂର୍ବରୁ ନେପାଳରେ ଅଧିକ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଗଲାଣି। ‘ରନ୍‌ ଅପ୍‌ ଦ…

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନୂଆ ସଂସଦ ଭବନ ପାଇଁ ଭଏସ ଓଭର ଦେଲେ ଶାହରୁଖ ଓ ଅକ୍ଷୟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦ୍‌ଘଟାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମସ୍ତ ଧର୍ମର ପ୍ରାର୍ଥନା ସହ ନୂଆ ସଂସଦ ଭବନକୁ ସର୍ବଧର୍ମ ସମନ୍ୱୱ କରାଯାଉଛି। ସମସ୍ତେ ଉପସ୍ଥିତ ରହିଛନ୍ତି। ତେବେ ଉଦ୍‌ଘାଟନ ପୂର୍ବରୁ ନୂଆ ସଂସଦ ଭବନ ବିଷୟରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି। ନୂଆ ସଂସଦ ଭବନ…

ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କଲେ ମହନ୍ତ, ମୋଦୀ କହିଲେ ଏହା ସ୍ୱାଧୀନତାର ପ୍ରତୀକ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦଘାଟନୀ ସମାରୋହର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ମହନ୍ତ ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିଛନ୍ତି। ଚେନ୍ନାଇର କିଛି ମହନ୍ତ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି…

ବିମାନ ଉଡୁଥିବା ବେଳେ ଜରୁରୀକାଳୀନ କବାଟ ଖୋଲିଦେଲେ ଯୁବକ

ଦକ୍ଷିଣ କୋରିଆ: ଯଦି ଆପଣ କେବେ ବିମାନରେ ବସିଥିବେ, ତେବେ ଆପଣ ନିଶ୍ଚୟ ଦେଖିଥିବେ ବିମାନ ଅବତରଣ କରିବା ପୂର୍ବରୁ ଏୟାର ହୋଷ୍ଟେସ୍ ଲୋକଙ୍କୁ ବୁଝାନ୍ତି ଯେ, ବିମାନରେ କେତେ ଦ୍ୱାର ଅଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେହି ଦ୍ୱାର କିପରି ଖୋଲିବେ । କିନ୍ତୁ ଦକ୍ଷିଣ କୋରିଆର ଏକ ବିମାନରେ…

ନୀତି ଆୟୋଗ ବୈଠକକୁ ଆସିଲେନି ନବୀନ ସମେତ ୧୧ ଜଣ ମୁଖ୍ୟମନ୍ତ୍ରୀ, ‘ବୈଠକ ବର୍ଜନ ବିକାଶରେ ବାଧାପ୍ରାପ୍ତ’

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅନୁପସ୍ଥିତି ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ…

ଏମିତି ଏକ ମନ୍ଦିର, ଯେଉଁଠି ଭୋଗ କରାଯାଏ ଚା, ମୁଗ

କେରଳ:ଆପଣ ଭାରତର ଯୁଆଡେ ଯାଆନ୍ତୁ, ସେଠାରେ ଭିନ୍ନ ଭିନ୍ନ ମନ୍ଦିର ଦେଖିବାକୁ ପାଇବେ । ପ୍ରତ୍ୟେକ ମନ୍ଦିରର ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଥାଏ । ସାଧାରଣତଃ ମନ୍ଦିରରେ ଲୋକେ ଫଳମୂଳ, ମିଠା ଆଦି ଭୋଗ ଲଗାଇଥାନ୍ତି । କିନ୍ତୁ କେରଳରେ ଏମିତି ଏକ ମନ୍ଦିର ଅଛି,ଯେଉଁଠି ଲୋକେ ଭଗବାନଙ୍କ ନିକଟରେ…

ନୀତି ଆୟୋଗ ସହିତ ମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳକୁ…

ବ୍ରେଷ୍ଟ ମିଲ୍କରୁ ପ୍ରସ୍ତୁତ ହେବ କଫି : ବିଜ୍ଞାପନ ଦେଖି ଲୋକେ ହେଲେ କ୍ରୋଧିତ

ରୁଷିଆ: ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମା-ଶିଶୁଙ୍କ ପାଇଁ ସରକାର ମଧ୍ୟ ବିଜ୍ଞାପନ ଦେଇଥାନ୍ତିି । ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର କ୍ଷୀର ଖାଇବାକୁ ଦେବାକୁ ଲୋକଙ୍କୁ ସଚେତନ କରାଯାଇଥାଏ । କିନ୍ତୁ ରୁଷିଆର ଏକ କାଫେ ବ୍ରେଷ୍ଟ ମିଲ୍କରୁ…

କୁଆଖାଇ ନଦୀରେ ଭାସି ଯାଇ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ଅଘଟଣ । ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ିଯାଇ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨ ଇଞ୍ଜିନିୟରିଂ ଛାତ୍ର ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଳିର ସତ୍ୟଜିତ୍ ଦାସ ରାତି ସାଢ଼େ ୭ଟା ପାଖାପାଖି ଗାଧୋଇବା…