Latest Odisha News

BREAKING NEWS

Browsing Category

ଫିଚର

ସୁନା ଭଳି ଦେଖାଯାଉଥିବା ଓସ୍କାର ଟ୍ରଫି ବିକିଲେ ବି ମିଳିପାରିବନି ଦିନଯାକର ଖାଦ୍ୟ

ଲଣ୍ଡନ: ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର' ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଚିତ । ଓସ୍କାର ଟ୍ରଫି ପାଇବା ପାଇଁ ଅଭିନେତା/ଅଭିନେତ୍ରୀଙ୍କ ସହ ମନୋରଞ୍ଜନ ଜଗତ ସହ ଜଡିତ ସମସ୍ତ ବ୍ୟକ୍ତି ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । କିନ୍ତୁ ଆପଣ…

ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ

ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି  ୨୪ ଘଣ୍ଟାରୁ କମ ସମୟ  ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।…

ଆରପାରିରେ ଭେଟେରାନ ଆକ୍ଟର ସମୀର ଖାଖର

ମୁମ୍ବାଇ: ଭେଟେରାନ ଆକ୍ଟର ସମୀର ଖାଖର ଆଉ ନାହାନ୍ତି । ସେ କିଛି ଦିନ ଧରି ଶ୍ୱାସକ୍ରିୟା ଏବଂ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ହୋଇ ଯାଇଥିବା ନେଇ ତାଙ୍କ ଭାଇ ଗଣେଶ ଖାଖର ସୂଚନା ଦେଇଛନ୍ତି । ସମୀର ଖାଖର ଟିଭି ସିରିଏଲ ନୁକ୍କଡରେ…

ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ; ରାଜରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଡ୍ରାଇଭର

ଭୁବନେଶ୍ୱର : ଜିଦ୍‌ରେ ଅଟଳ ଅଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ କରୁଛନ୍ତି ଜୋରଦାର । ଏବେଠୁ ଦେଖା ଗଲାଣି ଟ୍ରାଫିକ ସମସ୍ୟା । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଉଚିତ ଦରମା, ଚାକିରି ସୁରକ୍ଷା,…

ଅରୁଆ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ….

ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଭାତ ପ୍ରମୁଖ ଖାଦ୍ୟ । ଭାତ ଖାଇବାକୁ ସମସ୍ତେ ଅଧିକ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକେ ଦିନରେ ଭାତ ଖାଇବା ସହ ରାତିରେ ଭାତ ଖାଇଥାଆନ୍ତି । କିଛି ଲୋକ ଉଷୁନା ଭାତ ଖାଉବାକୁ ଭଲ ପାଉଥିବା ବେଳେ ଅନ୍ୟ କିଛି ଲୋକ ଅରୁଆ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।…

ରାଜଧାନୀ ରାଜରାସ୍ତାରେ ମୁହାଁମୁହିଁ ହେବେ ପ୍ରାଥମିକ ଶିକ୍ଷକ ଓ ପୋଲିସ !

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରାଜରାସ୍ତାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପୋଲିସ ଓ ପ୍ରାଥମିକ ଶିକ୍ଷକ। ଯଦିଓ ରାଜଧାନୀରେ ଲୋୟର ପିଏମଜିରେ ଧାରଣା ଦେବାକୁ କମିସନରେଟ ପୋଲିସ ଅନୁମତି ପ୍ରଦାନ କରିନାହିଁ ହେଲେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ କରିବ ବୋଲି ନିଷ୍ପତି ନେଇଛି। ମିଳିଥିବା…

ସ୍ମାର୍ଟଫୋନରେ ଗୋପନୀୟତାକୁ ଗୁରୁତ୍ୱ, ସରକାର ଆଣିପାରନ୍ତି ନୂଆ ନିୟମ

ନୂୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ବର୍ତ୍ତମାନ କମ୍ପାନୀଗୁଡ଼ିକୁ ସ୍ମାର୍ଟଫୋନରେ ପ୍ରି-ଇନଷ୍ଟଲଡ ଆପ ଆସୁଛି। ହେଲେ…

ଭର୍ତ୍ତୃହରି ମହତାବଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପାଇଲେ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ଦିଲ୍ଲୀରେ ପ୍ରମୁଖ ଗଣମାଧ୍ୟମ ସଂସ୍ଥା 'ଲୋକମତ' ସଂସଦୀୟ ପୁରସ୍କାର ୨୦୨୨ର ଚତୁର୍ଥ ସଂସ୍କରଣର ପୁରସ୍କାର ବିତରଣ ଆୟୋଜନ ହୋଇଛି। ଏଥିରେ ଦେଶର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…

ଶାସକ ଦଳକୁ ‘କୌରବ ସେନା’ କହି ବାଣ ମାରିଲେ ଧର୍ମେନ୍ଦ୍ର, ଭର୍ତ୍ତୃହରିଙ୍କ ସପକ୍ଷରେ କଲେ ଓକିଲାତି

ନୂଆଦିଲ୍ଲୀ: ବହୁତ କମଥର ଏପରି ଘଟିଥିବ ଯେଉଁସଭାରେ ନେତା କିମ୍ବା ମନ୍ତ୍ରୀ ଯୋଗ ଦେଇଥିବେ ହେଲେ ରାଜନୈତିକ ଟିକା ଟିପ୍ପଣୀ କରିନଥିବେ କିମ୍ବା କାହାକୁ ଇଙ୍ଗିତ କରି ଜବାବ ଦେଇଥିବେ। ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେମିତି ବା ଏହି ଚିରାଚରିତ ଧାରାରୁ ବାଦ ପଡ଼ିବେ ଯେତେବେଳେ…

ମାଟ୍ରିକ ଡ୍ରପଆଉଟ୍ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ଥର ମାଟ୍ରିକ ପରୀକ୍ଷାରେ ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ହଲକୁ ନଆସିବା ପରେ ଶିକ୍ଷା…