Latest Odisha News

BREAKING NEWS

Browsing Category

ଫିଚର

‘ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଥିବା ଜଣାନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବା କାର୍ଯ୍ୟକ୍ରମରେ ଟିଭି ସାମ୍ବାଦିକ ଓ ଫଟୋ ସାମ୍ବାଦିକଙ୍କୁ ବାରଣ କରାଯାଉଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନାହିଁ। ମଙ୍ଗଳବାର ବିଧାନସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ…

ଆନ୍ଦୋଳନକାରୀ ଗାଡ଼ି ଅଟକାଇଲେ ୧୧୨କୁ କଲ କରନ୍ତୁ: ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ବୁଧବାର ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡ୍ରାଇଭର ସଙ୍ଘ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଭୁବନେଶ୍ୱରରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ କମିଶନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆନ୍ଦୋଳନକାରୀ ଗାଡ଼ି…

ମୁଦ୍ଦା ‘ଆଦାନୀ’: ୧୭ ବିରୋଧୀ ଦଳ ଗୋଷ୍ଠୀରୁ ଦୂରେଇ ରହିଲା ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁଦ୍ଦା ଗୋଟିଏ। କିନ୍ତୁ ଏକାଠି ପ୍ରତିବାଦ କିମ୍ବା ବୈଠକରେ ସାମିଲ ନହୋଇ ବିରୋଧୀ ଅଲଗା ଅଲଗା ସ୍ଥାନରେ ପ୍ରତିବାଦ କରିବା ଶାସକ ଦଳ ବିଜେପିକୁ ବେଶ ସୁହାଇଛି। ଆଦାନୀ ପ୍ରସଙ୍ଗରେ ବିରୋଧୀ ମେଳିରୁ ଦୂରେଇ ମଙ୍ଗଳବାର ଏକାକୀ ଟିଏମସି ପ୍ରତିବାଦ କରିଛି। ଏହାପରେ…

ଆଇପିୟୁରେ ପାକିସ୍ତାନ ଉପରେ ବର୍ଷିଲେ ସସ୍ମିତ ପାତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାହରିନରେ ଚାଲିଛି ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର 146 ତମ ବୈଠକ। ଏହି ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜବାବରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି।…

ଆମେରିକାର ଡ୍ରୋନକୁ ମାରି ଖସାଇ ଦେଲା ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଆମେରିକା ସହିତ ଋଷର ବିବାଦ ରହିଛି। ଏହି ସମୟରେ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଛି ଋଷର ଏସୟୁ-27 ଯୁଦ୍ଧ ବିମାନ। ବ୍ଲାକ ସି ବା କଳା ସାଗର ଉପରେ ଏକ ଆମେରିକୀୟ ଡ୍ରୋନ୍ ତଳକୁ ଖସାଇ ଦେଇଛି ପୁଟିନ ସେନା। ଆମେରିକା ସେନା ଦେଇଥିବା ସୂଚନା…

ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ପାକିସ୍ତାନରେ ହିଂସା

ଇସଲାମାବାଦ: କୌଣସି ବି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଯାହାକୁ ନେଇ ପାକିସ୍ତାନର ଅନେକ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ଇମ୍ରାନଙ୍କୁ ଗିରଫ ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି ।…

ଦିଲ୍ଲୀ ଦଙ୍ଗା: ୯ ଅଭିଯୁକ୍ତ ଦୋଷୀ ପ୍ରମାଣିତ, ନିର୍ଦ୍ଧିଷ୍ଟ ସମ୍ପ୍ରଦାୟଙ୍କୁ କରିଥିଲେ ଟାର୍ଗେଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୨୦ ଦିଲ୍ଲୀ ଦଙ୍ଗାର ଶୁଣାଣୀ କଡକଡୁଡୁମା କୋର୍ଟ ଆଜି କରିଛନ୍ତି । ଏଥିରେ ୯ ଅଭୁଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇଛି । ସେମାନେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରୁଥିଲେ ବୋଲି କୋର୍ଟଙ୍କ ପକ୍ଷରୁ ଶୁଣାଣୀ ବେଳେ କୁହାଯାଇଛି । ପୋଲିସ ଅଭିଯୁକ୍ତଙ୍କ…

ଅତାବିରା NAC ନିର୍ବାଚନ, ନାମାଙ୍କନରେ ବିଜେଡିର ଶକ୍ତି ପ୍ରଦର୍ଶନ

ବରଗଡ଼: ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନଏସି ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଏହି ଅବସରରେ…

କାଲିଠୁ ଡ୍ରାଇଭର ଏକତା ମହାମଞ୍ଚର ଧର୍ମଘଟ, ପ୍ରଶାସନକୁ ପରୀକ୍ଷାର୍ଥୀଙ୍କ ପରିବହନ ଚିନ୍ତା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଡ୍ରାଇଭର ଏକତା ମହାମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି । ଯୁକ୍ତ ୨ ଓ ଦଶମ ପରୀକ୍ଷା ସମୟରେ ଡ୍ରାଇଭର ଏକତା ମହାମଞ୍ଚର ଏଭଳି ଧର୍ମଘଟ ଡାକରାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମଘଟ ପାଇଁ ପରୀକ୍ଷାର୍ଥୀ ଯେଭଳି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ତ୍ରୁଟି: ପଞ୍ଜାବର ୯ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗତ ବର୍ଷ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବଡ ତ୍ରୁଟି ପରିଲକ୍ଷିତ ହୋଇଥିଲା । ପଞ୍ଜାବ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ପାଇଁ ଯାଉଥିବା ବେଳେ କୃଷକମାନଙ୍କ ଏକ ରାଲୀ ତାଙ୍କ କାରକେଡକୁ ଅଟକାଇ ଦେଇଥିଲେ । ପ୍ରାୟ ୨୦ ମିନିଟ…