Latest Odisha News

BREAKING NEWS

Browsing Category

ଫିଚର

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି…

୩୪ ବର୍ଷ ପରେ କଶ୍ମୀରରେ ହେଉଛି ଶତାଧିକ ଫିଲ୍ମର ଶୁଟିଂ

ନୂଆଦିଲ୍ଲୀ: ଫିଲ୍ମ ପରଦାରେ ଏବେ ପୁନର୍ବାର କଶ୍ମୀରର ସୌନ୍ଦର୍ଯ୍ୟ ଝଲସିବା ଆରମ୍ଭ ହୋଇଛି । ୩୪ ବର୍ଷ ପରେ ଏଠାରେ ଫିଲ୍ମ ଶୁଟିଂର ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ୨ ବର୍ଷ ମଧ୍ୟରେ ୨୦୦ ଫିଲ୍ମ, ୱେବ ସିରିଜ ଓ ଆଲବମର ଶୁଟିଂ ଏଠାରେ ହୋଇ ସାରିଲାଣି । ଆତଙ୍କବାଦୀଙ୍କ କବଜାରେ ଥିବା କଶ୍ମୀର…

ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ…

ମୁମ୍ବାଇ : ‘ପ୍ରୋଜେକ୍ଟ କେ’ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ…

୨୦୧୪ ପରେ ୨ ଗୁଣା ବଢିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଲୋକଙ୍କ ମୁଣ୍ଡପିଛା ଆୟ ବଢୁଛି । ୨୦୧୪ ପରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏହି ସଫଳତା ପରିଲକ୍ଷିତ ହୋଇଛି । ଏକ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬, ୬୪୭ ଟଙ୍କାରୁ ବୃଦ୍ଧି ପାଇ ୧, ୭୨, ୦୦୦ ଟଙ୍କା…

ସକାଳୁ ସକାଳୁ ଏନ୍‌କାଉଣ୍ଟର୍‌: ପୋଲିସ ଗୁଳିରେ ଉମେଶ ପାଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ଉସ୍‌ମାନ ନିହତ

ପ୍ରୟାଗରାଜ:ସକାଳୁ ସକାଳୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ କୌଧିୟାରା ଅଞ୍ଚଳରେ ଏନକାଉଣ୍ଟର ହୋଇଯାଇଛି। ପୁଲିସର ଗୁଳିମାଡରେ ‘ଆତିକ୍‌ ଅହମଦ୍‌ ଗ୍ୟାଙ୍ଗ୍‌’ର ସୁଟର୍‌ ବିଜୟ ଚୌଧୁରୀ ଓରଫ୍‌ ଉସ୍‌ମାନ୍‌ର ମୃତ୍ୟୁ ଘଟିଛି । ପୋଲିସ ଗୁଳିମାଡରେ ଉସ୍ମାନ ଗୁରୁତର ହୋଇଥିଲା। ଡାକ୍ତରଖାନା…

ତୋପ ମାଡରେ ଖିନଭିନ ୟୁକ୍ରେନର ବଖମୁଟ; ଚାଲି ଚାଲି ସହର ଛାଡି ପଳାଉଛନ୍ତି ଲୋକେ

ନୂଆଦିଲ୍ଲୀ:ଏକ ବର୍ଷରୁ ଅଧିକ ହେଲାଣି । ତଥାପି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ଦେଶ ଅନେକ କିଛି ହରାଇ ସାରିଲେଣି । ୟୁକ୍ରେନର ଅନେକ ଇଲାକା କବ୍ଚା କରିନେବା ପରେ ଏବେ ଏବେ ରୁଷ ସେନା ବଖମୁଟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବିଦେଶୀ ଖବର ଏଜେନ୍ସି ଏପିର ସୂତ୍ରରୁ…

ବିବାହ ପରେ ମହିଳା ମାନେ କାହିଁକି ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି ?

ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । କଥା କଥାରେ ଲୋକେ କୁହନ୍ତି ସବୁଠୁ ଜଟିଳ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ । ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ…

ଗୋମୁତ୍ର ଛିଞ୍ଚି ଦେଶ ସ୍ବାଧୀନ ହୋଇଥିଲା କି..? ବିଜେପି ଓ ଆରଏସଏସକୁ ଉଦ୍ଧବଙ୍କ ଟାର୍ଗେଟ

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେର ସଭାପତି ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ଉପରେ ଜୋରଦାର ବର୍ଷିଛନ୍ତି। ଗୋମୁତ୍ରକୁ ପ୍ରସଙ୍ଗ କରି ସେ ପ୍ରଶ୍ନ କରିଛନ୍ତି ଯେ ଗୋମୁତ୍ର ଛିଞ୍ଚି ଆମ ଦେଶ ସ୍ୱାଧୀନତା…

୧୨ ଘଣ୍ଟା ମଧ୍ୟରେ ୩ଟି ମୃଦୁ ଭୂମିକମ୍ପ ଉତ୍ତରାଖଣ୍ଡରେ ଅନୁଭୂତ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ଦିନ ୧୨ ଘଣ୍ଟା ମଧ୍ୟରେ ୩ଟି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମ ଭୂକମ୍ପଟି ସକାଳ ୧୨.୪୫ରେ ୨.୫ ତୀବ୍ରତାର ଥିଲା, ଯାହାର କେନ୍ଦ୍ରସ୍ଥଳ ଭଟବାରୀ ବ୍ଲକ ସିରୋର ଜଙ୍ଗଲରେ ଥିଲା। ଏହାର କିଛି ସମୟ ପରେ ସେହି ଅଞ୍ଚଳରେ ଦ୍ୱିତୀୟ ରେକର୍ଡ…

ମାଓବାଦୀଙ୍କ ପୋଷ୍ଟର: ବଙ୍ଗାଳୀଙ୍କୁ ଜମି ନଦେବାକୁ ଆଦିବାସୀଙ୍କୁ ନିବେଦନ

ରାଇଘର: ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳର ଆଦିବାସୀମାନଙ୍କୁ ସେମାନଙ୍କର ଜମିଜମା ବଙ୍ଗୀୟ ଲୋକଙ୍କୁ ଚାଷ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର ନକରିବାକୁ କହିଛନ୍ତି। ମାଓବାଦୀ ଏଭଳି ଚେତାବନୀ ଏକ ପୋଷ୍ଟର ଜରିଆରେ ଆଦାବାସୀଙ୍କୁ ଦେଇଛନ୍ତି। ଟ ରାଇଘର ବ୍ଲକର ଏହି…