Latest Odisha News

BREAKING NEWS

Browsing Category

ଫିଚର

ନକଲି ମାଟ୍ରିକ ସାର୍ଟିଫିକେଟ ବିକ୍ରି ଅଭିଯୋଗରେ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ଗିରଫ

କଟକ: ନକଲି ହାଇସ୍କୁଲ ସାର୍ଟିଫିକେଟ୍ ବିକ୍ରି ଅଭିଯୋଗରେ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ କର୍ମଚାରୀଙ୍କୁ ବୁଧବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭ୍ରମରବର ନାୟକ ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିଲେ। ଭ୍ରମରବର କେନ୍ଦୁଝର…

ଅଫତାବ ମୋତେ ମାରିଦେବ: ମହାରାଷ୍ଟ୍ର ପୋଲିସ ଚାହିଁଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ପୋଲିସର ଅବହେଳା ସାମ୍ନାକୁ ଆସିଛି । ୨ ବର୍ଷ ପୂର୍ବରୁ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ କାଟିକି ଫୋପାଡି ଦେବାକୁ ଧମକ ଦେଇଥିଲା । ଏଥିପାଇଁ ଶ୍ରଦ୍ଧା ପୋଲିସକୁ ଚିଠି ଲେଖିଥିଲେ । ଚିଠିରେ ଶ୍ରଦ୍ଧା ଲେଖିଥିଲେ ସେ ଥାନାକୁ…

ନିଲମ୍ବିତ ହେଲେ ଅଧ୍ୟାପକ, ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ହେଲେ ୧୯ ତାରିଖ ଦିନ ସରକାରୀ କଲେଜର ଅଧ୍ୟାପକଙ୍କୁ ଡାକି ଉଚ୍ଚ ଶିକ୍ଷାମନ୍ତ୍ରୀ ଏକ ବୈଠକ କରିଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ଘଟଣାର ତଦନ୍ତ କରି ବରଗଡ ଜିଲ୍ଲା…

ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ ସଫଳ

ଭୁବନେଶ୍ୱର: ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ କରାଯାଇଥିଲା । ସମସ୍ତ ମାନଦଣ୍ଡକୁ ନେଇ ଉତକ୍ଷେପଣ କରାଯାଇଥିଲା । ତେବେ ଅଗ୍ନି-୩ର ଲକ୍ଷ୍ୟଭେଦ…

ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଜର୍ମାନୀକୁ ହରାଇଲା ଜାପାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ଏସୀୟ ଟିମଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ବୁଧବାର ଅନୁଷ୍ଠିତ ଗ୍ରୁପ ଇର ଏକ ମୁକାବିଲାରେ ଜାପାନ ୨-୧ ଗୋଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି । ପୂର୍ବରୁ ଆର୍ଜେଂଟିନାକୁ ହରାଇ ସାଉଦି ଆରବ…

ପ୍ରଦୀପ ପୁରୋହିତଙ୍କ ଆକ୍ରମଣ ଅଭିଯୋଗ ପରେ ବିଜେପୁର କଥା ମନେ ପକାଇଲା ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କିଏ ସୃଷ୍ଟି କରୁଛି ହିଂସା ? ନିରପେକ୍ଷ, ଅବାଧ ଓ ଭୟମୁକ୍ତ ନିର୍ବାଚନରେ କିଏ ସୃଷ୍ଟି କରୁଛି ଅନ୍ତରାୟ ? ବିଜେପି-ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ମଙ୍ଗଳବାର ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ହୋଇଥିବା ବୁଧବାର ପ୍ରେସମିଟ୍ କରି ଅଭିଯୋଗ…

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଓଡିଶା ଜୁନିୟର ଟିମ

ଭୁବନେଶ୍ୱର: ଓଡିଶାର ଜୁନିୟର ଟିମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଯାଇଛନ୍ତି । ନ୍ୟାଶନାଲ ହକି ଡେଭଲନମେଂଟ ପ୍ରୋଗ୍ରାମ ମାଧ୍ୟମରେ ୧୪ ଓ ୧୭ ବର୍ଷରୁ କମ୍ ପୁରୁଷ ଓ ମହିଳା ଟିମ କୁଆଲାଲୁମ୍ପୁର ଯିବେ । ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଏହି…

ମଡର୍ଣ୍ଣ ନାଷ୍ଟ୍ରେଡମସଙ୍କ ଭବିଷ୍ୟବାଣୀ…ଏହି ଟିମ ଜିତିବ ଫିଫା ବିଶ୍ୱକପ

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ ଧିରେ ଧିରେ ତାର ରୋମାଂଚ ଭରିବା ଆରମ୍ଭ କରିଦେଇଛି । ଏପରିକି ଗ୍ରୁପ ପର୍ଯ୍ୟାୟରେ ସାଉଦି ଆରବ ୨-୧ ଗୋଲରେ ଆର୍ଜେଂଟିନା ହରାଇ ଦେଇ ବିପର୍ଯ୍ୟୟ ସୃଷ୍ଟି କରିଛି । ତେବେ ଇତି ମଧ୍ୟରେ ମଡର୍ଣ୍ଣ ନାଷ୍ଟ୍ରେଡମସ ଭାବେ ପରିଚିତ ଏଥୋସ ସେଲୋମ ୨୦୨୨ ଫିଫା…

କାମ ଆରମ୍ଭରୁ NRLର ମନମାନି, ତାତିଲେ ବସ୍ତି ବାସିନ୍ଦା

ପାରାଦୀପ: ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ମନମାନି । ଜନସ୍ୱାର୍ଥକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରୁଛି କମ୍ପାନୀ । ପୋତି ହୋଇ ଗଲାଣି ଷଣ୍ଢକୁଦ ବସ୍ତିର ନାଳ । କମି କମି ଆସୁଛି ଭୂତଳ ଜଳସ୍ତର । ଏନ୍ଆରଏଲ୍ କମ୍ପାନୀ ନିର୍ମାଣ ଆରମ୍ଭ ବେଳେ ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦାଙ୍କୁ…

ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣା : ସିବିଆଇ

ମୁମ୍ବାଇ: ଦିଶା ସାଲିଆନ ମୃତ୍ୟୁ ମାମଲାରେ ଆଜି ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରୀ କରାଯାଇଛି । ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ । ମଦ୍ୟପାନ ଯୋଗୁ ନିଶାଗ୍ରସ୍ତ ଅବସ୍ଥାରେ ସେ ଭାରସମ୍ୟ ହରାଇ ୧୨ତମ ମହଲାରୁ ଖସି ପଡିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି ।…