Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ: କିଏ ହାସଲ କରିବ ଚାଷୀଙ୍କ ସମର୍ଥନ ?

ବରଗଡ଼: ପଦ୍ମପୁର ଉପନିର୍ବାଚନ ନାମାଙ୍କନ ଦାଖଲ କରିବାକୁ ଆଜି ମଝିରେ ଗୋଟିଏ ଦିନ ରହିଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ହୋଇଥିବା ବେଳେ ଏବେ ଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କୈାଣସି ପ୍ରାର୍ଥୀ। ନାମାଙ୍କନକୁ ନେଇ ବିଳମ୍ଭ କରିବାର କାରଣ ହେଉଛି ଚାଷୀଙ୍କ…

ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରି ପିଠାର ମହକ

ଭୁବନେଶ୍ୱର : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ…

ଆଉ ଦିନକ ପରେ ଭାରତ – ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ୍

ୱେଲିଙ୍ଗଟନ:  ଆଉ ଦିନକ ପରେ  ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ  ଟି-୨୦ ମ୍ୟାଚ୍ ।  ଟି-20 ବିଶ୍ବକପରେ ନିଉଜିଲ୍ୟାଣ୍ଡ ପାକିସ୍ତାନଠାରୁ ହାରିଥିବା ବେଳେ ଭାରତ ଇଂଲଣ୍ଡଠାରୁ ହାରିଥିଲା । ଏବେ ଦୁଇ ସେମିଫାଇନାଲ ଦଳ ପୁଣି ମୁହାଁମୁହିଁ ହେବେ ।…

ଏଲଏସିରେ ଚୀନକୁ ଭାରତ ଦେବ ମୁହଁ ତୋଡ ଜବାବ

ନୂଆଦିଲ୍ଲୀ:  ପୂର୍ବ ଲଦାଖ ସୀମାରେ ଚୀନକୁ ଟକ୍କର ଦେବାକୁ ଭାରତ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଏଲଏସି ଉପରେ ଚୀନ୍ ସେନା ଦ୍ୱାରା ନିର୍ମାଣ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଦେଶରେ ମଧ୍ୟ ଆଲୋଚନା ହେଉଥିଲା । ଏବେ ଭାରତୀୟ ସେନା ମଧ୍ୟ…

ସଂଜୟ ଦାସବର୍ମାଙ୍କ ପଛରେ ଷଡ଼ଯନ୍ତ୍ର କରୁଛି କିଏ?

ଭୁବନେଶ୍ବର:‘‘କିଛି ବ୍ୟକ୍ତିମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ସେ ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଁଚି ବାସୁଦେଇପୁରବାଟେ ଦେଇ ଏଗାର ପଂଚାୟତରେ ପଶିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଜବାବ ଦେବା କି ନାହିଁ ? ଏହା ହେଉଛି ବିଜେଡିର ବରିଷ୍ଠ ନେତା ତଥା…

‘କ୍ଷମତାକୁ ଫେରିଲେ କେନ୍ଦୁଝରରେ କାରଖାନା ପ୍ରତିଷ୍ଠା ନିଶ୍ଚିତ’

କେନ୍ଦୁଝର:  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ରାଜକୋଷକୁ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରୁଛି । କେବଳ ଖଣି ଏବଂ ଖଣିଜଜାତ ଦ୍ରବ୍ୟରୁ ସିଧାସଳଖ ଭାବରେ ବାର୍ଷିକ ୪୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଛନ୍ତି । ତତ୍‌ସହିତ ଜିଲ୍ଲା ଖଣିଜ ବିକାଶ ଫଣ୍ଡରେ ପାଖାପାଖି ୧୮ ହଜାର…

ସରକାର ମରୁଡି କ୍ଷୟକ୍ଷତି ରିପୋର୍ଟ ଘୋଷଣା କରିନାହାନ୍ତି, କାହାକୁ କେତେ ଟଙ୍କା ମିଳିବ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ ପ୍ରସଙ୍ଗ ରୋଚକ ହୋଇଛି। ଫସଲ ବୀମାକୁ ନେଇ ଦୁଇ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିଛନ୍ତି। ଏଥିପାଇଁ ନିଜ ତହବିଲରୁ ୨୦୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ହେଲେ ଏହାକୁ ନେଇ…

ଗୁଜରାଟ ନିର୍ବାଚନ ପ୍ରଚାରକୁ ଯିବେନି ରାହୁଲ ଗାନ୍ଧୀ?

ଅହମଦାବାଦ: ୨୦୧୭ ରେ ଗୁଜୁରାଟ ନିର୍ବାଚନରେ ​​କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ରାହୁଲ ଗାନ୍ଧୀ ହିନ୍ଦୁତ୍ୱକୁ ଅସ୍ତ୍ର ଭାବରେ ବ୍ୟବହାର କରି ବିଜେପି ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସ୍ଥିତି ମଧ୍ୟ ଏପରି ହୋଇଥିଲା ଯେ ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶେଷ…

ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ରୋଷେଇ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ଯ, ପର୍ବ…

ଜେଏସ୍‌ଡବ୍ଲୁ ଜନଶୁଣାଣି ସଫଳ: ନୂଆଗାଁ ଖଣି ସଂପ୍ରସାରଣକୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ

ବଡ଼ବିଲ : ନୂଆଗାଁ ଲୁହାପଥର ଖଣିର କ୍ଷମତା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ନୂଆଗାଁ ଖଣିର ନିକଟବର୍ତ୍ତୀ ଗାଁ ଗୁଡିକର ଗ୍ରାମବାସୀମାନେ ସର୍ବସମ୍ମତିକ୍ରମେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ସମର୍ଥନ କରିଛନ୍ତି । ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏହାର…