Latest Odisha News

BREAKING NEWS

Browsing Category

ଫିଚର

ଜେଏସ୍‌ଡବ୍ଲୁ ଜନଶୁଣାଣି ସଫଳ: ନୂଆଗାଁ ଖଣି ସଂପ୍ରସାରଣକୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ

ବଡ଼ବିଲ : ନୂଆଗାଁ ଲୁହାପଥର ଖଣିର କ୍ଷମତା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ନୂଆଗାଁ ଖଣିର ନିକଟବର୍ତ୍ତୀ ଗାଁ ଗୁଡିକର ଗ୍ରାମବାସୀମାନେ ସର୍ବସମ୍ମତିକ୍ରମେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ସମର୍ଥନ କରିଛନ୍ତି । ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏହାର…

ହ୍ୱାଟସଆପ ଓ ଫେସବୁକର ଦୁଇ ବଡ ଅଧିକାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ହ୍ବାଟସଆପ ଇଣ୍ଡିଆର ମୁଖ୍ୟ ଅଭିଜିତ୍ ବୋଷ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଭାରତରେ ଫେସବୁକରେ ପ୍ରମୁଖ ଅଧିକାରୀ ରାଜୀବ ଅଗ୍ରୱାଲ ମଧ୍ୟ କମ୍ପାନୀ ଛାଡିଛନ୍ତି। ଅଭିଜିତ ବୋଷ ୨୦୧୮ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ। ସେ ଭାରତରେ ହ୍ୱାଟସଆପର ପ୍ରଚାର, ପ୍ରସାର ଏବଂ…

ହେଲମେଟରେ ଲାଗୁଥିବା ଜିଏସଟି ପାଇଁ ଅନେକ ପ୍ରାଣ ହରାଉଛନ୍ତି କି?

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାର ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଏବଂ ଆହତଙ୍କ ସଂଖ୍ୟା କମ୍ କରିବାକୁ ହେଲେ ହେଲମଟ ପିନ୍ଧିବା ଆବଶ୍ୟକ। ଯଦିଓ ଏବେ ପୂର୍ବ…

ପଦ୍ମପୁର ଉପନିର୍ବାଚନ: ଶେଷ ଦିନରେ ତିନି ଦଳ ପାର୍ଥୀପତ୍ର ଦାଖଲ କରିବେ !

ପଦ୍ମପୁର: ଶେଷ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି। ୧୪ ତାରିଖରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିଥାନ୍ତେ। ହେଲେ ନାଟକୀୟ ଢ଼ଙ୍ଗରେ ସେ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ…

ଆଇପିଏଲ: ଜାରୀ ହେଲା ରିଟେନ ଖେଳାଳିଙ୍କ ସୂଚୀ

ବାଙ୍ଗାଲୋର: ଆଇପିଏଲ ୨୦୨୩ ପାଇଁ ସମସ୍ତ ଟିମ ସେମାନଙ୍କ ରିଟେନ ଖେଳାଳିଙ୍କ ସୂଚୀ ଜାରୀ କରିଛନ୍ତି । ୨୩ ଡିସେମ୍ବରରେ ମିନି ଅକ୍ସନ କୋଚିରେ ଆୟୋଜିତ ହେବ । ଗୁଜରାଟ ଟାଇଟନ୍ସଠାରୁ କୋଲକାତା ଲୋକି ଫର୍ଗୁଶନ ଓ ରହନୁମୁଲ୍ଲା ଗୁରବାଜଙ୍କୁ କିଣିଛି । ଦିଲ୍ଲୀ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ…

G20 ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନ୍ୟପଟେ କରୋନା ପରେ ଭାରତ ଅନେକ ଚୀନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛି । ଯାହାକୁ ନେଇ ଚୀନ ମଧ୍ୟ ଭାରତ ଉପରେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି…

ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ହୋମୱାର୍କ ନକରି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଆଗରୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଓଡ଼ିଶା ଚାଷୀଙ୍କ…

ଆଇପିଏଲରୁ ଅବସର ନେଲେ ପୋଲାର୍ଡ, ମୁମ୍ବାଇର ହେବେ ବ୍ୟାଟିଂ କୋଚ

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସେ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ । ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରିଥିଲା । ଏହା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସେ ମୁମ୍ବାଇର ବ୍ୟାଟିଂ…

ପ୍ରେମିକା ହେବା ପାଇଁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ : ପ୍ରେମ ଚିରନ୍ତନ ଶାଶ୍ବତ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ । ତେବେ ଆମେ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଛନ୍ତି । ହେଲେ ଏଭଳି ଏକ ପ୍ରେମ କାହାଣୀ ଆମ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ତାଜୁବ୍‌ ହୋଇଯିବେ । ଆପଣ କେବେ ଶୁଣିଛନ୍ତି କି ଜଣେ ଝିଅ କାହାର…

କାଲି ବଙ୍ଗୋପସାଗରରେ ଲଘୁଚାପ, ୨ ଦିନ ବିଭିନ୍ନ ଜିଲ୍ଲାରେ ଦେଖାଯିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଆକଳନ…