Latest Odisha News

BREAKING NEWS

Browsing Category

ଫିଚର

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ, ଆସନ୍ତାକାଲି ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତଥା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପରକୁ ଅଭିବାଦନ ଜଣାଇଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଅନ୍ତିମ ସଂସ୍କାର ହେବ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବ୍ରିଟେନରେ ପହଞ୍ଚିଥିଲେ। ବ୍ରିଟେନର ବକିଙ୍ଗହମ୍ ପ୍ୟାଲେସରେ ଅନ୍ତିମ ସଂସ୍କାର ପୂର୍ବରୁ ଆୟୋଜିତ ଏକ ଶୋକସଭାର ଆୟୋଜନ ହୋଇଥିଲା। ଏଥିରେ…

ତାଇଓ୍ୱାନରେ ଶକ୍ତିଶାଳୀ ଭୂମିକମ୍ପ: ପତ୍ର ଭଳି ଦୋହଲିଲା ଟ୍ରେନ୍, କୋଠା; ସୁନାମୀ ଆଶଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ତାଇୱାନର ଦକ୍ଷିଣ ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଚର ସ୍କେଲରେ ଏହି ଭୂକମ୍ପ ୬.୯ ରହିଛି। ଏହାପୂର୍ବରୁ ଶନିବାର ଏଠାରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତାଇୱାନର ତାଇତୁଙ୍ଗ ସହରଠାରୁ ପ୍ରାୟ ୫୦ କିଲୋମିଟର ଉତ୍ତରରେ ଭୂକମ୍ପ…

ବିଜେପି ବିରୋଧୀ ମେଳିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ମୋଦୀ ବିରୋଧୀ ଦଳ ଅର୍ଥାତ ବିଜେପି ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଅଧିକ ସକ୍ରିୟ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟି ସେ ବଳ…

ହଷ୍ଟେଲରେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ, ୩ ଅଭିଯୁକ୍ତ ଗିରଫ

ଚଣ୍ଡିଗଡ: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ୬୦ରୁ ଅଧିକ ଛାତ୍ରୀ ଗାଧୋଉଥିବାର ଭିଡିଓ ଭାଇରାଲ କରିବା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଭିଡିଓ ତିଆରି କରିଥିବା ହଷ୍ଟେଲର ଝିଅ ଏବଂ ଶିମଲାରେ ରହୁଥିବା ତାଙ୍କ ବନ୍ଧୁ ଏଥିରେ ସମ୍ପୃକ୍ତ ଅଛନ୍ତି।…

୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଅଟକାଇଲେ ଟ୍ରେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ରେନ ଅଟକାଇଲେ ମାଓବାଦୀ। ଗତକାଲି ରାତିରେ ଛତିଶଗଡ ଦାନ୍ତେଓ୍ବାଡା ଠାରେ ମାଓବାଦୀ ମାଲବାହୀ ଟ୍ରେନ ଅଟକାଇଥିଲେ ବୋଲି ସୂଚନା ରହିଛି। ଟ୍ରେନ ଅଟକାଇବା ପରେ ଓ୍ବାକି ଟକି ଲୁଟ୍ କରିନେଇଯାଇଥିବା ସୂଚନା ରହିଛି। ବଚେଲି ଓ ଭାନସି ମଧ୍ଯରେ ମାଲବାହୀ ଟ୍ରେନକୁ…

ଭଦ୍ରକ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ (୬୧) । ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ଜେନା !

ଭୁବନେଶ୍ୱର: କଂଗ୍ରେସକୁ ଫେରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ରହିଛି। ଜଣେ କଂଗ୍ରେସ ନେତା ଏହି ସୂଚନା ଦେଇଛନ୍ତି। ଏବେର ପିସିସି ସଭାପତି ଦଳକୁ ମଜବୁତ କରିବାକୁ ଚାହୁଁଛନ୍ତି। ତେଣୁ ଦଳ ଛାଡି ଯାଇଥିବା ଏବଂ ଇସ୍ତଫା  ଦେଇଥିବା…

ଜ୍ୟାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଜଡିତ ଥିବା ନେଇ ଘନ ଘନ ଜେରା କରୁଛି ପୋଲିସ। ଏହି ମାମଲାରେ ସେପ୍ଟେମ୍ବର ୧୪ ବୁଧବାର ଅଭିନେତ୍ରୀଙ୍କୁ ସମନ ପଠାଇ…

ଲଟେରୀ ଖୋଲିଦେଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ, ରାତାରାତି ବନିଗଲେ କୋଟିପତି

ଥିରୁବନ୍ତପୁରମ୍: ଭାଗ୍ୟ ବଦଳାଇ ଦେଲା ଲଟେରୀ। ରାତାରାତି ବନିଗଲେ କୋଟିପତି। କିଛି ଟଙ୍କାର ଲଟେରୀ କିଣି କୋଟିପତି ହୋଇଗଲେ ଜଣେ ଅଟୋ ଚାଳକ। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ ଯେ ରାତାରାତି ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀର ବିଜେତା ବନିଗଲେ। ସେ ହେଉଛନ୍ତି କେରଳର…