Latest Odisha News

BREAKING NEWS

Browsing Category

ଫିଚର

କୁପୋଷଣ ମୁକାବିଲାରେ ସରକାର ବିଫଳ ୧୮ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର :  ରାଜ୍ୟ ସରକାର କୁପୋଷଣ ମୁକାବିଲାରେ ବିଫଳ ହୋଇଛନ୍ତି  । କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ଏବଂ ପିଏମ ପୋଷଣ ଅଭିଯାନକୁ ରାଜ୍ୟରେ ବିଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ହୀନ…

ରାହୁଲ, ରୋହିତଙ୍କ ଅତ୍ୟଧିକ ପରୀକ୍ଷଣ ଯୋଗୁ ହାତଛଡା ହୋଇଯିବ କି ଟି୨୦ ବିଶ୍ୱକପ

ପୁରୀ: ଟି୨୦ ବିଶ୍ୱକପ ଆଉ ଅଳ୍ପ ଦିନ ଥିବା ବେଳେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇ ସାରିଲେଣି । ଟି୨୦ କ୍ରିକେଟର ଏକ ନମ୍ବର ଟିମ ଶେଷ ୪ଟି ମୁକାବିଲାରେ ୩ଟିରେ ପରାଜିତ ହୋଇଛି । ତେବେ ଭୁଲ କେଉଁଠାରେ ରହୁଛି ? ବିସିସିଆଇ କୋଚ, ଅଧିନାୟକଠାରୁ ଆରମ୍ଭ କରି…

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ:  ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା…

ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟୁଛି

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦର ର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହଳି ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମ କାରଣଟି ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ଗୁଡିକ…

ପାଦ ଦୁର୍ଗନ୍ଧରୁ କିପରି ପାଇବେ ମୁକ୍ତି

କିଛି ଲୋକଙ୍କ ପାଦରୁ ଅଧିକ ମାତ୍ରାରେ ଝାଳ ବାହାରିବା ସହ ଏହା ଦୁର୍ଗନ୍ଧମୟ ହୋଇଥାଏ। ଏଥିପାଇଁ ଲୋକଙ୍କ ସାମ୍ନାରେ ଅପଦସ୍ତ ହେବାକୁ ପଡ଼େ। ଆପଣଙ୍କ ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କ ମନରେ ଆପଣଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିପାରେ। ଚର୍ମରେ ଥିବା ବ୍ୟାକ୍ଟେରିଆ ଝାଳ ସଂସ୍ପର୍ଶରେ ଆସିବା…

୫ ରାଜ୍ୟ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚୁର ପରିମାଣର ଅର୍ଥ ବିଭିନ୍ନ ଦଳ ଖର୍ଚ୍ଚ କରିଛନ୍ତି । ତେବେ ବିଜେପି ସର୍ବାଧିକ ୩୪୦ କୋଟି ଟଙ୍କା ଖର୍ଚ୍ଚ କର ଆଗରେ ରହିଛି । ପାର୍ଟି ପକ୍ଷରୁ ଏ ନେଇ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରାଯାଇଥିବା…

ମନ୍ଦିରରେ ମୂର୍ତ୍ତି ଛୁଇଁବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଦେଶରେ ଏବେ ବି ଚାଲିଛି ଜାତି-ପ୍ରଥାକୁ ନେଇ ଭେଦଭାବ। ଆଧୁନିକ ଯୁଗରେ ଶିକ୍ଷାର ବିକାଶ ହେଉଛି ସତ, କିନ୍ତୁ ଛୁଆଁ-ଅଛୁଆଁ ଭେଦଭାବ ଦୂର ହୋଇନାହିଁ। ଦଳିତ ବର୍ଗର ଲୋକେ ଏବେ ବି ସହୁଛନ୍ତି ନିର୍ଯାତନା। ଏହାର ଏକ ଉଦାହରଣ କର୍ଣ୍ଣାଟକର କୋପ୍ପଲ ଜିଲ୍ଲାସ୍ଥିତ ହୁଲ୍ଲେରହଲ୍ଲୀ…

ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା…

ମଧୁମେହ ରୋଗୀଙ୍କ ପାଇଁ ହଳଦୀ କାହିଁକି ଲାଭଦାୟକ, ଜାଣନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ସେମାନଙ୍କର ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ନଚେତ୍ ଯଦି ସାମାନ୍ୟ ଅବହେଳା ହୁଏ ତେବେ ହଠାତ୍ ରକ୍ତରେ ସୁଗାର ଲେବେଲ୍ ବଢିପାରେ। ଆମେ ପ୍ରାୟତଃ ଶୁଣିଛୁ ଯେ ମଧୁମେହ ରୋଗୀଙ୍କ ପାଇଁ ଅନେକ ମସଲା ଉପକାରୀ ହୋଇପାରେ। ଏହି ମସଲା ମଧ୍ୟରୁ ଗୋଟିଏ ହେଉଛି ହଳଦୀ। ହଳଦୀରେ…

ଖରାପ ଲାଇଫ୍ ଷ୍ଟାଇଲ୍ ଓ ଅଳସୁଆମୀ ହୋଇପାରେ ମୃତ୍ୟୁର କାରଣ

ସମୟ ସହ ବଦଳିଛି ମଣିଷର ଜୀବନଶୈଳୀ । ବ୍ୟସ୍ତବହୁଳତା ମଧ୍ୟରେ ନିଜକୁ ବ୍ୟସ୍ତ ରଖିଲେ ଖୁବ ଭଲ। କିନ୍ତୁ ଆପଣ ଯଦି ଅଳସୁଆମୀ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଭଲ ନା ଖରାପ, ଥରେ ଭାବି ଦେଖନ୍ତୁ। କଥାରେ ଅଛି ଅଳସୁଆ ଦୁଃଖ ପାଏ, ଏହା କିନ୍ତୁ ସତ। ନିକଟରେ WHO ମୃତ୍ୟୁ ସଂଖ୍ୟା…