Latest Odisha News

BREAKING NEWS

Browsing Category

ଫିଚର

ମାନସିକ ଅବସାଦ କେମିତି ଦୂର କରିବେ ?

ଓଡିଶା ସମ୍ବାଦ ବ୍ୟୁରୋ: ଡିପ୍ରେସନରୁ ବାହାରିବା ପାଇଁ ଉତ୍ତମ ଔଷଧ ହେଉଛି ମେଡିଟେସନ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଅନେକଙ୍କ ଠାରେ ଷ୍ଟ୍ରେସ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଇଥାଏ । ଚାପରୁ ମୁକ୍ତି ପାଇବା…

ଓଡ଼ିଆ ଝିଅଙ୍କ ଚିଠିରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କେବିସି ହଟ୍ ସିଟରେ ଭଦ୍ରକର ଜ୍ୟୋତିର୍ମୟୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କେବିସି ସିଜିନ 14ର ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ। ଯିଏକି ଭଦ୍ରକ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ସୁପରିଟେଣ୍ଡାଣ୍ଟ । ଏହାପୂର୍ବରୁ ଏକ ପ୍ରୋମା ରିଲିଜ ହୋଇଛି।…

ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ୱାଇରେ ବିଶିଷ୍ଟ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିବେ  । ଏହି…

ଋଷ ଭଳି ଚୀନ ଉପରେ ପ୍ରତିବନ୍ଧକ ଲଗାଇପାରେ ଆମେରିକା

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରଠାରୁ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଅନ୍ୟପଟେ ଚୀନ ତାଇଓ୍ୱାନ ଉପରେ ଚାପ ପକାଇବାକୁ ଯାଇ ସୀମାରେ ସମରଭ୍ୟାସ କରୁଛି । ହେଲେ ତାଇୱାନ ସହିତ ଆମେରିକା ରହିଛି ବୋଲି କହିଆସୁଛି।…

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳକୁ ନେଇ ଉତ୍ତେଜନା

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତ୍ତୃମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଚାଉଳକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇବା ପାଇଁ…

ବିନା ଯୁଦ୍ଧରେ ମୋଦୀ ଚୀନକୁ ଜମି ଦେଇଦେଲେ: ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ଅନେକ ପର୍ଯ୍ୟାୟ ବୈଠକ ପରେ ଶେଷରେ ଭାରତ ଏବଂ ଚୀନ୍‌ର ସୌନ୍ୟମାନେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗ ଅଞ୍ଚଳରେ ନିଜର ସୈନ୍ୟ ପ୍ରତ୍ୟାହାର କରିଛନ୍ତି। ଗତକାଲି ଏହି ପ୍ରକ୍ରିୟା ଶେଷ ହୋଇଛି। ଏହାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ଭାରତ…

ନିଶା କାରବାରରୁ ହତ୍ୟା, ଲେଡି ଡନ୍ ରଞ୍ଜୁ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲେଡି ଡନ୍ ରଞ୍ଜୁ ଏବଂ ଅନ୍ୟତମ ଅଭିଯୁକ୍ତ କାହ୍ନା । ଗଞ୍ଜାମରୁ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୯ ତାରିଖ (ଶୁକ୍ରବାର) ରାତିରେ ଭୁବନେଶ୍ବର ସ୍ଥିତ ୟୁନିଟ ୮ ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟିଥିଲା। ବ୍ରାଉନ ସୁଗାର ବେପାରକୁ ନେଇ ହୋଇଥିବା…

ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଦଳ ଛାଡ଼ିଲେ

ପାଣାଜି: ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଶାସକ ଦଳ ବିଜେପିରେ ସାମିଲ ହେବେ। ଦୀର୍ଘ ଦୁଇ ମାସ ହେବ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ୧୧ ବିଧାୟକରୁ ୮ ବିଧାୟକ ବିଜେପିରେ ସାମିଲ ହେବେ ତେଣୁ…

ଫ୍ୟାଟି ଲିଭର ସମସ୍ୟା ଥିଲେ ଏହି ଉପାୟ କରନ୍ତୁ !

ଓଡିଶା ସମ୍ବାଦ ବ୍ୟୁରୋ: ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ ସୁସ୍ଥ ଖାଦ୍ୟ ଖାଇବା ଜରୁରୀ। ଆପଣ ଏପରି…

ଟ୍ରକକୁ ପିଟିଲା କାର, ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗ

କଟକ: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ମଙ୍ଗୁଳି ଛକରେ ଟ୍ରକକୁ ପଛ ପିଟୁ ପିଟିଲା କାର। ଜାତୀୟ ରାଜପଥ ୧୬ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ  ଦୁଇ ଜଣ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗଣମାଧ୍ୟମର ଖବର ଅନୁଯାୟୀ…