Latest Odisha News

BREAKING NEWS

Browsing Category

ଫିଚର

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଲାଗିରହିଛି ବର୍ଷା

ଭୁବନେଶ୍ବର: ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗିରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେଉଛି ।…

ଭାଗ୍ୟ ହେଲା ବଇରୀ; ପଡ଼ୋଶୀ ଆକ୍ରମଣରେ ବାପପୁଅ ପଙ୍ଗୁ, ମାଗୁଛନ୍ତି ସାହାଯ୍ୟ

ପାରାଦୀପ: ଭାଗ୍ୟ ଯେବେ ବଇରୀ ହୁଏ ସବୁକିଛି ଓଲଟ ପାଲଟ ହୋଇଯାଏ । ଏମିତି ହିଁ ଏହି ବାପପୁଅଙ୍କ ପାଇଁ ନିୟତି ନିଷ୍ଠୁର ହୋଇ ପଡ଼ିଛି । ଅଭାବୀ ପରିବାରର ଦୁଇ ଦୁଇଜଣ ରୋଜଗାରିଆ ମଣିଷ ଆଜି ପଙ୍ଗୁ ପ୍ରାୟ । ଯେଉଁ ହାତ ଗୋଡ଼ ଦିନେ ଅହରହ ପରିଶ୍ରମ କରି ପରିବାର ପୋଷୁଥିଲା ଆଜି ଶଯ୍ୟାରେ ପଡ଼ି ଜୀବନ…

ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ।  ଉଦ୍ୟୋଗୀଙ୍କ ସମେତ ବିଦେଶର ବହୁ ନାମୀଦାମୀ ସଂସ୍ଥା ଯୋଗଦେବା ପାଇଁ ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ପୂର୍ବରୁ …

ନାଲକୋରେ ନିଯୁକ୍ତ ଠିକା ଶ୍ରମିକଙ୍କ ମଜୁରୀ ସୁନିଶ୍ଚିତ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ନାଲକୋର କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ କେନ୍ଦ୍ର  ମନ୍ତ୍ରୀଙ୍କୁ ପତ୍ର ଜରିଆରେ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । କେନ୍ଦ୍ର…

ପୁଣି ରାଜ୍ୟକୁ ଫେରିବେ କି ସିବିଆଇ, ଇଡି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟକୁ ପୁଣି ଫେରୁଛି କି ସିବିଆଇ?  ଏଥର  ଅଧିକ ପରାକ୍ରମୀ ହୋଇ ଫେରିବ କି ଇଡି ?  ଏଭଳି ପ୍ରଶ୍ନକୁ ନେଇ ଏବେ ରାଜ୍ୟସାରା ଚର୍ଚା । କାରଣ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସଫା ସଫା କହିଛନ୍ତି ଯେ ଖୁବଶୀଘ୍ର ରାଜ୍ୟରେ ସିବିଆଇ, ଇଡି ଚଢ଼ାଉ କରିବ ଆଉ ୨୦୨୩…

ନକଲି ଔଷଧ ବିକ୍ରି ମାମଲା, ପୁରୀଘାଟ ଥାନାରେ ମାମଲା

କଟକ: ଦାମୀ ବ୍ରାଣ୍ଡ ଖୋଳରେ ନକଲି ଔଷଧ ବିକ୍ରି ହେବା ଘଟଣା । ଥାନାରେ ଏତଲା । ଡ୍ରଗ୍ସ ଇନସପେକ୍ଟର କଟକ ପୁରୀଘାଟ ଥାନାରେ କଟକର ଦୁଇ ଔଷଧ ହୋଲସେଲର ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛି। ରକ୍ତଚାପ ଔଷଧ ଭାବେ ବିକ୍ରି ହେଉଥିବା ଟେଲମା 40 ଏବଂ ଟେଲମା ଏଏମ୍ ଗ୍ଲେନମାର୍କ କମ୍ପାନୀ ଦ୍ବାରା…

ହ୍ୟାକ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ ହ୍ୟାକ ହୋଇଛି । ଚୀନର କୌଣସି ଏକ ହ୍ୟାକର ଏହା କରିଥିବା ପ୍ରାରମ୍ଭିକ ସୂଚନାରୁ ମିଳିଛି । ଆକାଂଉଟ ହ୍ୟାକ ହେବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏହା ହ୍ୟାକ…

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦଘାଟିତ

ଭୁବନେଶ୍ୱର :  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ୱରରେ ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ…

ଆସନ୍ତା ୪ ବର୍ଷ ପାଇଁ ପୁନର୍ବାର ଏନସିପି ମୂଖ୍ୟ ଭାବେ ନିର୍ବାଚିତ ହେଲେ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ଶରଦ ପାୱାରଙ୍କୁ ପୁନର୍ବାର ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ କରାଯାଇଛି । ୮୧ ବର୍ଷୀୟ ପାୱାର ପୁନର୍ବାର ଏନସିପିର କ୍ଷମତା କେନ୍ଦ୍ର ସାଜିଛନ୍ତି । ସେ ୪ବର୍ଷ ପାଇଁ ଏହି ଦାୟିତ୍ୱରେ…

ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ୍ ଟ୍ରେନର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ ଟ୍ରେନର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଟ୍ରାଏଲ ରନ ବେଳେ ଭାରତ ବନ୍ଦେ ଏକ୍ସପ୍ରେସ ୫୨ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ବେଗ ହାସଲ କରିଥିବା ଜଣାପଡିଛି । ବୁଲେଟ ଟ୍ରେନଠାରୁ ଏହି ଗତି ଅଧିକ ରହିଛି । ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।…