Latest Odisha News

BREAKING NEWS

Browsing Category

ଫିଚର

କୋଇଲା ଚୋରି ବେଳେ OISFର ଚଢ଼ାଉ, ୩ଟି ଟ୍ରକ୍ ଓ ଜେସିବି ଜବତ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF ଯବାନ ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରି କୋଇଲା ଚୋରି ରୋକିଛନ୍ତି । ଲୋଡିଂ ବେଳେ ୩ଟି ଟ୍ରକ୍ ଓ ଜେସିବିକୁ OISF ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଓ ଚୋର ଫେରାର୍…

ମହାରାଣୀଙ୍କ ମୃତ୍ୟୁ ପରେ ଏହିସବୁ ବଦଳିବ ବ୍ରିଟେନରେ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପୂର୍ବତନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ…

ଜାଣନ୍ତୁ ଆଲିଆ ଭଟ୍ଟଙ୍କର ସଫଳତା ପଛର କାହାଣୀ

ମୁମ୍ୱାଇ: "ହାତରେ ପମପମ୍ ଧରି ପୁଅଙ୍କ ପାଇଁ ପାଟି କରିବା ମୋର ଷ୍ଟାଇଲ ନୁହେଁ । ସେମାନେ ମୋ ପାଇଁ ପାଟି କରିବେ, ସିଟି ବଜେଇବେ, ଦାଟସ୍ ମାଇଁ ଥିଙ୍ଗ।" ଏପରି କିଛି ଡାଏଲଗ ସହ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର' ଚଳଚ୍ଚିତ୍ରରେ ଏଣ୍ଟ୍ରି ମାରିଥିଲେ ସେଲିବ୍ରିଟି ଆଲିଆ ଭଟ୍ଟ । ଫିଲ୍ମରେ ଆଲିଆ ଜଣେ ଧନୀ…

ପୁନଃ ରିଲିଜ ହେଲା ଧନୁଷଙ୍କ ଥ୍ରୀ, କୋଲାଭରି ଡି ଗୀତ ପାଇଁ ଥିଲା ଚର୍ଚ୍ଚିତ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନାୟକ ଧନୁଷଙ୍କ ଥ୍ରୀ ଫିଲ୍ମ ପୁନଃ ରିଲିଜ କରାଯାଇଛି । ପ୍ରଥମ ଥର ରିଲିଜ ବେଳେ ଏହା ଭଲ ବ୍ୟବସାୟ କରି ନ ଥିବା ବେଳେ ଏଥର କିନ୍ତୁ ଚମତ୍କାର ବିଜନେସ କରୁଛି । ୨୦୧୨ରେ ଥ୍ରୀ ଫିଲ୍ମ ଯେତେ ଚର୍ଚ୍ଚିତ ନ ଥିଲା ତାଠାରୁ ଅଧିକ ଚର୍ଚ୍ଚିତ ଥିଲା ହ୍ୱାଇ ଦିସ…

ମାଥିଲିରେ ମାତିଛି ଅଜଣା ରୋଗ, ସପ୍ତାହକରେ ନେଲାଣି ୧୧ ଜୀବନ !

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଝାଡାବାନ୍ତି ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଏକ ରୋଗ ବ୍ୟାପିଥିବା କୁହାଯାଉଛି। ଯେଉଁଥିପାଇଁ ସପ୍ତାହକରେ ୧୧ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ସ୍ଥିତି ଦେଖି ଜିଲ୍ଲା ପ୍ରଶାସନିକ ଅଧିକାରୀ ସକ୍ରିୟ ହୋଇଛନ୍ତି କିନ୍ତୁ ରୋଗ ଚିହ୍ନଟ…

ତୀର୍ଥ ଯାତ୍ରା ପାଇଁ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ବିମାନରେ ପଠାଇବେ ସରକାର

ଭୋପାଳ: ଆଉ ବସ୍ କି ଟ୍ରେନ୍ ନୁହେଁ, ଏଣିକି ବିମାନରେ ବୟସ୍କଙ୍କୁ ତୀର୍ଥ ଯାତ୍ରାରେ ପଠାଇବେ ସରକାର । ଆଜ୍ଞା ହଁ ଏମିତି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ସରକାର ବିମାନରେ ତୀର୍ଥ ଯାତ୍ରା ଲାଗି ପଠାଇବାକୁ ଯୋଜନା କରିଛନ୍ତି । ବିମାନରେ ସରକାର…

ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଟ୍ରଫି ଟାଇଟଲ ଜିତିଲେ ନୀରଜ

ନୂଆଦିଲ୍ଲୀ: ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ଗୌରବାନ୍ୱିତ କରିଛନ୍ତି । ଜ୍ୟୁରିକରେ ଅନୁଷ୍ଠିତ ଡାଇମଣ୍ଡ ଟ୍ରଫିରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କ ୫ମ ପ୍ରାୟସ ୮୬.୯୪…

ମିଶନ ୨୦୨୪: ଓଡ଼ିଶା ଗସ୍ତରେ ୫ କେନ୍ଦ୍ରମନ୍ତ୍ରୀ, ବିଜେଡି କହିଲା ଫରକ ପଡ଼ିବନି

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ଏବେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ବିଜେଡି ନିକଟରେ ସାଂଗଠନିକ ବୈଠକ କରି ରୋଡ୍ ମ୍ୟାପ ପ୍ରସ୍ତୁତ କରିଥିଲା। ସେହିପରି ବିଜେପି ମଧ୍ୟ କ୍ଷେତ୍ରୀୟ ପ୍ରଭାରୀଙ୍କ ନେତୃତ୍ୱରେ ଏକ ବୈଠକ କରିଥିଲା। ଏବେ ରାହୁଲ ଗାନ୍ଧୀ…

ଫୋକସରେ ୨୦୨୪, ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଫୋକସରେ ୨୦୨୪, ନଜରରେ ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଶାସନରେ ଥିବା ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଥିବା ବେଳେ କଂଗ୍ରେସ ବି…

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର…