Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀଲଙ୍କା ରାଷ୍ଟ୍ରପତି ହେଲେ ୬ ଥରର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ

କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ୍ ବିକ୍ରମାସିଂଘେ । ସେ ଦୁଲ୍ଲାସ ଅଲାହପ୍ପେରୁମା ଓ ଅନୁରା କୁମାରାଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଇସ୍ତଫା ଦେଇଥିଲେ । ଏହାପରେ…

ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର

କୋଲକାତା: ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାର ମଲିପଞ୍ଚଘୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ସ୍ଥାନୀୟ ଏକ ଦୋକାନରୁ ଅବୈଧ ମଦ ଆଣି ପିଇବା ପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଦେଶୀ ମଦ ନା ଆଉ କିଛି ସେନେଇ ପୋଲିସ,…

ଓଡିଶାର 43.52 ଲକ୍ଷ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ : ଓଡିଶାର 43.52 ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି…

ଆଉ ଜଣେ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଛାତ୍ରୀ

ବ୍ରହ୍ମପୁର:ଛାତ୍ରୀଙ୍କୁ ନିର୍ଯାତନା ଜନିତ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ସ୍ନାତକୋତ୍ତର ବିଭାଗର ଅଧ୍ୟାପକଙ୍କ ବିରୋଧରେ କେତେକ ଛାତ୍ରୀ ନିର୍ଯ୍ୟାତନା  ଅଭିଯୋଗ ଆଣିଥିଲେ । ଏବେ ଇତିହାସ ବିଭାଗର ଅଧ୍ୟାପକଙ୍କ ବିରୋଧରେ…

ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର‌୍ୟ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ…

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡରେ ଜଣେ ମୃତ

ଆନନ୍ଦପୁର :  ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ଗୁଳିମାଡରେ ଜଣଙ୍କର ମୃତ୍ୟ। ଅନ୍ୟଜଣେ ଗୁରୁତର ଅବସ୍ଥାରେ ସାଇଁକୁଳ ମେଡ଼ିକାଲ ରେ ଭର୍ତ୍ତି।  ବରପଦା ଠାରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଖଲଣା ଗାଁର ସୁନନ୍ଦ ସେଠି ଓ ଅଭିମନ୍ୟୁ ସେଠି…

ଫୋନ୍ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଗିରଫ

ମୁମ୍ବାଇ: ଫୋନ୍ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଇଡି ଗିରଫ କରିଛି। ସେ ବେଆଇନ ଭାବେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଏସ) କର୍ମଚାରୀଙ୍କ ଫୋନ୍ କଲ୍ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ମନୋଜ ପାଣ୍ଡେ ଜୁନ୍ ୩୦ ରେ ଅବସର ନେଇଥିଲେ। ସେ ୨୦୦୯ ରୁ…

୩ ଦିନରେ ଅବସର ନେଲେଣି ୪ ଷ୍ଟାର କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ୩ ଦିନରେ ଭିନ୍ନ ଭିନ୍ନ ଫର୍ମାଟରୁ ୪ ଷ୍ଟାର ଖେଳାଳି ନେଲେଣି ଅବସର । ସବୁଠାରୁ ବଡ କଥା ଏହି ୪ଜଣ ଖେଳାଳି ନିଜ ଦେଶ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏମାନେ ହେଲେ ବେନ ଷ୍ଟୋକ୍ସ, ତାମିମ ଇକବାଲ, ଲେଣ୍ଡଲ ସିମନ୍ସ ଓ ଦିନେଶ ରାମଦୀନ ।…

ଗୋଟିଏ ମେଡିକାଲ ସିଟକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା: ସିବିଆଇ

ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ଏନଇଇଟି ପରୀକ୍ଷାରେ ବ୍ୟାପକ ଦୂର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ତଦନ୍ତ ଅଧିକାରୀ ସଂସ୍ଥା ସିବିଆଇ ଏ ନେଇ ଏକ ବଡ଼ ଖୁଲାସା କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଲେଖାଏଁ ମେଡିକାଲ ସିଟ୍ ୨୦ ଲକ୍ଷ…

ବଡ ଭାଇର ମୃତ୍ୟୁ ଖବର ଶୁଣିବା ମାତ୍ରେ ଚାଲିଗଲା ସାନର ଜୀବନ

ମୈନପୁରୀ: ଆଗ୍ରାର ମୈନପୁରୀରେ ଏ ଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୋହନପୁର ରୁରିୟା ଅଂଚଳର ଦୁଇ ଭାଇ ଅନାର ସିଂ ପାଲ (୮୫) ଓ ତେଜ ସିଂ ପାଲ(୮୩)ଙ୍କ ସ୍ନେହ ସମ୍ପର୍କ ସାରା ଅଂଚଳରେ ଚର୍ଚ୍ଚାର କାରଣ ସାଜିଥାଏ । ଦୁଇ ପରିବାର ସୁଖ…