Latest Odisha News

BREAKING NEWS

Browsing Category

ଫିଚର

ଶାହାରୁଖଙ୍କ ଜୱାନରେ ବିଜୟ !

ମୁମ୍ବାଇ: ସାଉଥ ଫିଲ୍ମ ମୁହାଁ ହୋଇଛନ୍ତି ବଲିଉଡର ଟପ ଷ୍ଟାର । କାହାଣୀ, ନିର୍ଦ୍ଦେଶନା ପରେ ଏବେ ସାଉଥ ସୁପରଷ୍ଟାରଙ୍କୁ ଫିଲ୍ମରେ ନେବା ପାଇଁ ବଡ ବଡ ଷ୍ଟାର ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ପ୍ରମୁଖ କାରଣ ହେଲା ସଫଳତା । ରିପୋର୍ଟ ମୁତାବକ ଶାହାରୁଖ ଖାଁ ଅଭିନୀତ ଜୱାନ ଫିଲ୍ମରେ ସାଉଥ…

କାନ୍ଥ ଭୁଶୁଡ଼ି ମାଆ ଓ ଝିଅ ମୃତ, ପୁଅ ଗୁରୁତର

ଫୁଲବାଣୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲାରୁ ଆସିଛି ଦୁଃଖ ଦାୟକ ଖବର । ଫୁଲବାଣୀ ସହରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମାଆ ଓ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛି ପୁଅ । ମଧ୍ୟାହ୍ନରେ ପ୍ରବଳ ବର୍ଷା…

ଦିବ୍ୟାଙ୍ଗ ମୋହନର ଆଗ୍ରହ ଏବଂ ଦୃଢ଼ ମନୋବଳର ପ୍ରତୀକ; ଟ୍ରାଇ-ସାଇକେଲ ପାଇଁ ଦାବି

ପାପଡ଼ାହାଣ୍ଡି: ବୟସ ଆଠ ବର୍ଷ । କଁଅଳ ଶରୀର । ଜନ୍ମରୁ ଗୋଡ଼ ଦୁଇଟି ବକ୍ର । ସିଧା ସ୍ଵାଭାବିକ ଭାବେ ଚାଲିବା କଷ୍ଟକର । ତଥାପି ଅଝଟ ମନ । ବାଡ଼ି ଖଣ୍ଡେକୁ ଆଶରା କରି ନିଇତି ଯାଉଛି ଦୁଇ କିଲୋମିଟର ଦୂର ସ୍କୁଲ ଯାଉଛି ମୋହନ । ଏ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ…

[ଦେଖନ୍ତୁ ଭିଡିଓ] ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ ୨ ଅଭିଯୁକ୍ତ

ନୂଆପଡ଼ା: ବିଚ୍ ରାସ୍ତାରେ ଡାକ୍ତରଙ୍କୁ ମାଡ଼ । ଚପଲରେ ମାଡ଼ ମାରି ବନ୍ଧାହେଲେ ୨ ଅଭିଯୁକ୍ତ । ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଦୁଧେସ ମୁଁଗରୀ ଓ ପ୍ରବୀଣ ପଟେଲ । ଉଭୟଙ୍କୁ ଗିରଫ ପରେ…

୨୦୨୦ରୁ୨୨ ମଧ୍ୟରେ ଖରାପ ଫର୍ମ ସତ୍ୱେ ଅନ୍ୟମାନଙ୍କଠାରୁ କୋହଲି ଏବେ ବି ଆଗରେ

ପୁରୀ: ବିରାଟ କୋହଲିଙ୍କ ଫର୍ମ ଏବଂ ଶତକକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । କେତେକ କ୍ରିକେଟ ଜ୍ଞାନୀ ତାଙ୍କୁ ଦଳରୁ ବାହାର କରିବା ପାଇଁ ଦାବୀ କରିଛନ୍ତି । ତେବେ ପ୍ରମୁଖ କଥା ହେଲା କୋହଲି ଏତେ ଭଲ ଖେଳିଛନ୍ତି ଯେ, ତାଙ୍କ ସାଧାରଣ ଖେଳକୁ ଅନ୍ୟମାନେ ଖରାପ ଭାବେ ବିବେଚନା କରିଛନ୍ତି ।…

[ଦେଖନ୍ତୁ ଭିଡିଓ] ଛାତରୁ ଗଳୁଛି ପାଣି, ପିଲାଏ ପଢ଼ିବେ କେମିତି ?

କୋରାପୁଟ: ଛାତରୁ ଗଳୁଛି ପାଣି । ଚଟାଣ ବି ପୂରା ଓଦା । ବର୍ଷା ହେଲେ ପାଣି ପଢ଼ୁଛି ଶ୍ରେଣୀ ଗୃହରେ । ଏଭଳି ଅବସ୍ଥାରେ ପିଲାଏ କେମିତି ପଢ଼ିବେ ପାଠ ? ଉନ୍ନତ ଶିକ୍ଷାଦାନ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି ସବୁକିଛି ପ୍ରହସନ ପାଲଟିଛି । ବିଚିତ୍ର ବିଦ୍ୟାଳୟ ଦେଖିବାକୁ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୋନପୁର (ପ୍ରକାଶ ଚନ୍ଦ୍ର ବେବର୍ତ୍ତା) : ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର। ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୋନପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପ୍ରଧାନ। ସୋନପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି ରଞ୍ଜିତ ପ୍ରଧାନ।…

ପଢ଼ିବା ପାଇଁ ଚଷମା ବ୍ୟବହାର କରୁଛନ୍ତି କି ? ଆସିଗଲା ଚଷମାର ବିକଳ୍ପ ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଆଖିରେ ଦୃଷ୍ଟିଜନିତ ସମସ୍ୟା ଥିଲେ ଆଉ ପଢିବା ପାଇଁ ଚଷମା ଆବଶ୍ୟକ ପଡ଼ିବନି । ଆମେରିକାର ଏକ ଔଷଧ କମ୍ପାନୀ ଚଷମାର ବିକଳ୍ପ ଭାବେ ଏକ ଔଷଧ ବାହାର କରିଛି। ଯାହାକି ଏକ ତରଳ ଆକାରରେ ରହିଛି। ଆଖିରେ ପକାଇଲେ କିଛି ଘଣ୍ଟା ପାଇଁ ଜଣେ ବିନା ଚଷମାରେ ପଢିପାରିବ।…

୮୦୦ ଟପିଲା ରାଜ୍ୟରେ ଦୈନିକ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଉପରେ ରହିଛି । ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

ଯୁବତୀ ଜଣଙ୍କ ଦୀପିକା ପାଦୁକୋନ ନୁହନ୍ତି, କିନ୍ତୁ ତାଙ୍କ ଭଳି ଦେଖାଯାଉଛନ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋଶିଆଲ ମିଡିଆ ଏବେ ଅନେକ ହଜିଯାଇଥିବା ଜିନିଷକୁ ଖୋଜିବାରେ ଯେମିତି ସହଯୋଗ କରେ ସେପରେ ଅନେକ ଲୁକାୟତ ପ୍ରତିଭାକୁ ମଧ୍ୟ ଚିହ୍ନଟ କରିବାରେ ସହଯୋଗ କରେ। ଇଣ୍ଟରନେଟରେ ସୁନ୍ଦର ପଶୁ ପକ୍ଷୀଙ୍କ ଭିଡିଓ, ଡ୍ୟାନ୍ସ ଭିଡିଓ ହେଉ ଅବା ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓ…