Latest Odisha News

BREAKING NEWS

Browsing Category

ଫିଚର

‘ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ : ମହାମାରୀ ସହ ଲଢ଼େଇ କରିବାକୁ ହେବ; ଡୋଷ୍ଟାରିଲିମାବ ଆଶା ହୋଇପାରିବ

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ବାଇଟ୍ସ ଏବଂ ଓଡ଼ିଶା ସମ୍ବାଦ’ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’ । ଗୁରୁବାର ସ୍ଥାନୀୟ ମେ ଫେୟାର କନଭେନସନ ଠାରେ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି ।…

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ:  ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । https://twitter.com/ANI/status/1542464779222405120 ଶିବସେନାର…

ପୁଣି ଚର୍ଚ୍ଚାରେ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦୀଙ୍କ ହତ୍ୟାକାଣ୍ଡ

ଲକ୍ଷ୍ନୌ: ଭାରତର ପ୍ରତିଷ୍ଠିତ ଓ ଲୋକପ୍ରିୟ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦିଙ୍କ ହତ୍ୟାକାଣ୍ଡ ଏବେ ପୁନର୍ବାର ଚର୍ଚ୍ଚାର କାରଣ ସାଜିଛି । ବୁଧବାର ହତ୍ୟା ଅଭିଯୁକ୍ତ ଭାଗୱତୀ ସିଂଙ୍କ ଆଜୀବନ ସଜ୍ଜା ବିରୋଧରେ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ବିଚାରପତି ରମେଶ ସିହ୍ନା…

ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ…

ବିଲ୍ଡର ଘର ଦେଖି ପୋଲିସ ଡରିଲା, ଘରେ ନ ପଶି ଘର ବାହାରୁ ଫେରିଲା

ଭୁବନେଶ୍ୱର: ଯୌତୁକ ସାମଗ୍ରୀ ସିଜ କରିବାକୁ ଯାଇ ପୋଲିସ ହେଲା ଅପଦସ୍ତ। ବିଲ୍ଡର ଘର ଦେଖି ଭୟରେ ଫେରିଲା ଖାଲି ହାତରେ ! ଘରେ ପଶିବା ତ ଦୂରର କଥା ଘରର ଗେଟ ଖୋଲିବାକୁ ସାହାସ କଲାନି। ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୂର୍ଯ୍ୟନଗରରେ ଥିବା ବିଲ୍ଡର ପ୍ରିୟବ୍ରତ ମିଶ୍ରଙ୍କ ଘର…

ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା , ଆଜି ତିନି ରଥ ନେବେ ଉତ୍ତର ମୋଡ଼

ରାତି ପାହିଲେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ଯାତ୍ରା । ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଶ୍ରୀକ୍ଷେତ୍ରରେ ଉଭାଯାତ୍ରା ପାଳନ ହେଉଛି । ଏଥିପାଇଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବା ପରେ ରଥଖଳାକୁ ଯିବ ମହାପ୍ରଭୁଙ୍କ…

ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଦୁଇ ବର୍ଷ ପରେ ଆରମ୍ଭ ହୋଇଛି  ଅମରନାଥ ଯାତ୍ରା । ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରି ବାବା ଅମରନାଥଙ୍କ ଦର୍ଶନ କରୁଛନ୍ତି । କରୋନା…

ଓଡ଼ିଶାରେ ହେବ ୨୧,୮୦୦ କୋଟି ଟଙ୍କାର ପୁଞ୍ଜିନିବେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତକାଲି  ଦୁବାଇରେ ଆୟୋଜିତ ହୋଇଥିବା  ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ପାଇଁ ଶିଳ୍ପପତିମାନେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାରେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଶିଳ୍ପପତିମାନେ…

ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଥିଲେ ଉଦ୍ଧବ ସରକାର, ଇସ୍ତଫା ଦେବା ପରେ ସାମ୍ନା କରିବେ କି ଚ୍ୟାଲେଞ୍ଜ?

ମୁମ୍ବାଇ: ଉଗ୍ର ହିନ୍ଦୁତ୍ୱର ଆଭିମୁଖ୍ୟ ରଖୁଥିବା ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପରେ ପ୍ରଥମରୁ ବିବାଦ ଘେରକୁ ଆସିଥିଲା। କାରଣ ନିଜର ଘୋର ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି କ୍ଷମତାରେ ବସିଥିଲା ଶିବସେନା। କିନ୍ତୁ ଅଢେଇ ବର୍ଷର ଶାସନ କାଳ ଭିତରେ ଶିବସେନାର ମୂଳ ନୀତି…

ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ: ଜାଣନ୍ତୁ ଅତିଥି ଏବଂ ଆଲୋଚକଙ୍କ ପରିଚୟ..

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ । ଶ୍ରୀ ନବ କିଶୋର ଦାସ, ମୁଖ୍ୟ ଅତିଥି, ଉଦଘାଟନୀ ଅଧିବେଶନ…