Latest Odisha News

BREAKING NEWS

Browsing Category

ଫିଚର

ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ରୁହ: ଶରଦ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାରେ ବିଦ୍ରୋହ ପାଇଁ ଅଢେଇ ବର୍ଷ ହେବ ମେଣ୍ଟ ସରକାରରେ ଥିବା ଏନସିପି ଏବଂ କଂଗ୍ରେସକୁ ନିରାଶ କରିବାକୁ ଯାଉଛି । ଏବେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଘର ମାତୋଶ୍ରୀକୁ ସ୍ଥାନାନ୍ତର ହେବା ପରେ ଏନସିପି ସୁପ୍ରିମୋ ଶରଦ…

ମହାରାଷ୍ଟ୍ର ରାଜନୀତିରେ ହଟଚମଟ, ହୋଟେଲ ଆଗରେ ପ୍ରତିବାଦ କଲା ମମତାଙ୍କ ଟିଏମସି

ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ପ୍ରତିବାଦ କରିଛି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି । ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଧାୟକ ଏବେ ଆସାମର ରାଜଧାନୀ ଗୌହାଟିର ରାଡିସନ୍ ବ୍ଲୁ ହୋଟେଲ ରହିଛନ୍ତି। ଏହି ହୋଟେଲ ବାହାରେ ଟିଏମସି ନେତା…

୪ ବର୍ଷର ଶିଶୁକୁ କାମୁଡିବା ପରେ ଛଟପଟ ହୋଇ ମରିଗଲା ବିଷାକ୍ତ ସାପ

ପାଟନା: ଗୋପାଳଗଂଜ ଅଂଚଳରେ ଏ ଭଳି ଏକ ଘଟଣା ଅଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଘଟଣାଟି ଏହିପରି ଏଠାରେ ମାଧୋପୁରର ରୋହିତ କୁମାରଙ୍କ ୪ ବର୍ଷର ପୁଅ ଘର ବାହାରେ ଖେଳୁଥିବା ବେଳେ ଗୋଟିଏ ବିଷାକ୍ତ ସାପ ଦଂଶନ କରିିଥିଲା । ପିଲାଟିର କିଛି କ୍ଷତି ହେବା ପରିବର୍ତେ ସାପଟି…

[ଦେଖନ୍ତୁ ଭିଡିଓ] ଉଦ୍ଧବଙ୍କ ଅଢ଼େଇ ବର୍ଷ… କ’ଣ ପାଇଲେ, କ’ଣ ହରାଇଲେ ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ସରକାର ଗଠନ ପାଇଁ ଯେତିକି ଡ୍ରାମା ହୋଇଥିଲା ଏବେ କ୍ଷମତା ବଞ୍ଚାଇବାକୁ ବେଶ୍ କସରତ କରିବାକୁ ପଡ଼ୁଛି । ଏକନାଥ ସିନ୍ଦେଙ୍କ ଚାଲରେ ଫସି ଯାଇଥିବା ଉଦ୍ଧବ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଅନ୍ୟପଟେ ଉଦ୍ଧବ…

ସରକାର ଚଳାଇବା ବେଳେ ମୋଦୀଙ୍କ ଭରସାଯୋଗ୍ୟ ଓଡ଼ିଆ

ଭୁବନେଶ୍ୱର: ଏକଦା ରାଜ୍ୟ ବାହାରେ ଓଡ଼ିଶା କଥା କହିଲେ ଭୋକ ଉପାସ, ଶିଶୁ ବିକ୍ରି ଏବଂ କ୍ଷୁଧା କଥା ଚର୍ଚ୍ଚାରେ ରହୁଥିଲା। କିନ୍ତୁ ସମୟ ବଦଳିବା ସହିତ ବଦଳିଛି ଓଡ଼ିଆଙ୍କ ହାବଭାବ। ମୁଖ୍ୟତଃ ଦେଶ ସ୍ୱାଧୀନ ହେବା ପରଠୁ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦିଲ୍ଲୀରେ ଓଡ଼ିଆଙ୍କ ପତିଆରା ବଢିଛି ।…

ରାଷ୍ଟ୍ରପତି ନିର୍ବାଚନ: ବିଜେପିର ରଣନୀତି ପଢ଼ି ବିଜେଡି ଚଳାଇଲା ସମାନ ଗୋଟି

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ସାରା ଦେଶରେ ନିଜର ଏକ ଆଦିବାସୀ ଚେହେରା ତିଆରି କରିଛି । ଯାହାକି ଆଗାମୀ ଦିନରେ ସାରା ଦେଶର ୧୪ଟି ରାଜ୍ୟରେ ଥିବା ମୋଟ୍ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଭୋଟ୍ ହାତେଇବାରେ ସହଯୋଗ କରିବ ବୋଲି ଚିନ୍ତା…

ନାମାଙ୍କନ ଭରିବେ ଦ୍ରୌପଦୀ, ସାଙ୍ଗରେ ଦିଲ୍ଲୀ ଗଲେ ନବୀନଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏହି ସମୟରେ ଉପସ୍ଥିତ ରହିବେ ବିଜେପିର ୧୦ ବିଧାୟକଙ୍କ ସହିତ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ। ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଜଗନ୍ନାଥ ସାରକା ଏବଂ…

ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି । ହାଇକୋର୍ଟରେ ପିଟିସନ୍ ଦାଖଲ ।

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ…

ଦିଲ୍ଲୀ ଗଲେ ଦ୍ରୈାପଦୀ ମୁର୍ମୁ: ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ

ଭୁବନେଶ୍ବର:   ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ ।  ଦ୍ରୌପଦୀ ମୁର୍ମୁଙ୍କ ସହ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକ ବିମାନବନ୍ଦରରେ ଉପସ୍ଥିତ ଥିଲେ।  ସେମାନଙ୍କ…