Latest Odisha News

BREAKING NEWS

Browsing Category

ଫିଚର

ମାଆ ଆଗରେ ପୁଅକୁ ପିଟିଲେ ମୋ ବସ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ଜଣେ ମାଆ ଆଗରେ ପୁଆକୁ ଆକ୍ରମଣ କରିଛନ୍ତି ମୋ ବସ କର୍ମଚାରୀ। ମାଷ୍ଟରକାଣ୍ଟିନ ଛକ ବସ ଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବସ ଷ୍ଟପେଜ ପୂର୍ବରୁ ଗାଡ଼ି ଅଟକାଇବାରୁ ମୋ ବସ କର୍ମଚାରୀ ମିଳିମିଶି ଜଣେ ଯାତ୍ରୀଙ୍କୁ ନିର୍ଧୁମ ପିଟଛନ୍ତି। ଏପରକିି ଅନ୍ୟ ମୋ…

ସାନ୍ତାଳିଙ୍କ ପାଇଁ ମୋ ମା ପ୍ରେରଣାର ଉତ୍ସ: ଇତିଶ୍ରୀ ମୁର୍ମୁ

ଭୁବନେଶ୍ୱର:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ଝିଅ ହେଉଛନ୍ତି ଇତିଶ୍ରୀ ମୁର୍ମୁ । ରାଇରଙ୍ଗପୁରରେ ନିଜ ତିନି ମାସର ଝିଅକୁ ଖେଳାଉଥିବାବେଳେ ସେଦିନ ଆସିଥିଲା ଘନଘନ ଫୋନ  । ତାଙ୍କ ସଂପର୍କୀୟମାନେ ଫୋନରେ ଜଣାଉଥିଲେ ତାଙ୍କର ମା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏକଥା…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର 

ଦିଲ୍ଲୀ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର  ।  ଓଡିଶା ଓ ଓଡ଼ିଶାବାସୀଙ୍କ ତରଫରୁ ଦେଲେ ଉପହାର  ।    ପଟ୍ଟଚିତ୍ରର ବାର୍ତ୍ତା ରହିଛି- ଏକା ନୁହେଁ ଆମେ ଏକାଠି। ପବିତ୍ର ବୃକ୍ଷ ସହ ରହିଛି ଜୀବନ ବୃକ୍ଷର ସାମଞ୍ଜସ୍ୟ । ସମସ୍ତଙ୍କ ସହ ସମସ୍ତଙ୍କ…

ଆଇଆରବି ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଥିବା ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହି ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀଗୁଡ଼ିକ…

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ବିଧାୟକମାନଙ୍କୁ ନବୀନଙ୍କ ଅପିଲ

 ଭୁବନେଶ୍ୱର :  ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନବୀନଙ୍କ ସମର୍ଥନ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ସବୁ ବିଧାୟକମାନଙ୍କୁ ନବୀନ କଲେ ଅପିଲ । ଟୁଇଟ୍ ଜରିଆରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନଙ୍କୁ…

ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସବୁ ବିଧାୟକଙ୍କୁ ଆହ୍ୱାନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ନବୀନ ଏନେଇ ବୁଧବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନବୀନ ତାଙ୍କ ଟ୍ୱିଟରେ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦ୍ରୌପଦିଙ୍କୁ ସମର୍ଥନ…

[ଦେଖନ୍ତୁ ଭିଡିଓ] ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟରୁ କେବେ ଉଠିବ ପରଦା ?

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ…

ନେଶନାଲ ହେରାଲ୍ଡ ମାମଲା: ଇଡିକୁ ପୁଣି ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ଇଡି ନିକଟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । कांग्रेस अध्यक्ष श्रीमती सोनिया…

ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା…