Latest Odisha News

BREAKING NEWS

Browsing Category

ଫିଚର

କୁକୁର ଦେହରେ ତୀର ଆର ପାର ହୋଇଯାଇଥିଲା, ତା ପରେ ହେଲା ଚମତ୍କାର

ନ୍ୟୁୟର୍କ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ଅବା ମାରିପାରିବ । ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି । ୪ ମାସର ଏକ ନିରୀହ କୁକୁର ଛୁଆକୁ କିଏ ଜଣେ ନୃଶଂସ ମଣିଷ ତୀର ମାରି ଦେଇଥିଲା । ତୀରଟି କୁକୁରର ବେକରେ ପଶି ଆର ପଟକୁ ବାହାରିଥିଲା । ଅସହ୍ୟ ଯନ୍ତ୍ରଣାର ଛଟପଟ ହେଉଥିବା ଏହି କୁକୁରର…

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ…

ୟୁପି ସରକାରଙ୍କ ବଡ ନିଷ୍ପତି: ମହିଳାଙ୍କୁ ରାତି ଡ୍ୟୁଟି ମନା

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଆଜି ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ମହିଳାମାନେ ରାତି ଡ୍ୟୁଟି କରିପାରିବେ ନାହିଁ । ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିବାକୁ ହେଲେ ଲିଖିତ ଭାବେ…

ମହାନ୍ ସ୍ୱାଧୀନତା ସଂଗ୍ରାମୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ଜନ୍ମତିଥୀ: ଯାହାଙ୍କୁ ହୋଇଥିଲା ଦୁଇଟି ଜନ୍ମର…

- ଦେବଦତ୍ତ ରଥ ଭୁବନେଶ୍ୱର: ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ ସେତେବେଳେ ସାବରକର କହିଥିଲେ, “୫୦ ବର୍ଷର…

[ଦେଖନ୍ତୁ ଭିଡିଓ] ଫେଲ୍ ମାରିଛି ସ୍କୁଲ ଉନ୍ନତିକରଣ: ରୂପାନ୍ତରୀକରଣ ନାଁରେ ହଡପ ହୋଇଛି ଲକ୍ଷାଧିକ ଟଙ୍କା

ଯାଜପୁର : ୨୦୨୧ ମସିହା ନଭେମ୍ବର ୨୯ । ଏହି ଦିନ ଯାଜପୁର ଜିଲାର ସମସ୍ତ ରୁପାନ୍ତରିକରଣ ବିଦ୍ୟାଳୟକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରହିଥିଲା ବିଂଝାରପୁରର ବ୍ରଜ ସୁନ୍ଦର ହାଇସ୍କୁଲ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ସ୍କୁଲକୁ ରଂଗ ଦେବା…

ନିଶା କାରବାର ପାଇଁ ଆପଣାଇଥିଲେ ନକଲି ବେଶ, ଏସଟିଏଫ ପଞ୍ଝାରେ ଦୁଇ ବେପାରୀ

ଭୁବନେଶ୍ୱର: ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ବେଶ ବଦଳାଇ କରୁଥିଲେ ବ୍ରାଉନସୁଗାର ବେପାର । ରାଜଧାନୀସ୍ଥିତ ବରମୁଣ୍ଡାରେ ଏହି ବେଆଇନ କାରବାର କରୁଥିବାର ଖବର ପାଇ ଏସଟିଏଫ୍ ରେଡ୍ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କପିଲ ଦେବ ମୁଜୁମଦାର ଏବଂ ରଶ୍ମି ରଞ୍ଜନ ଭୋଳ।…

ଜାଗ୍ରତି ଶୁକ୍ଳାଙ୍କ ସହ କ’ଣ ସମ୍ପର୍କ ? ମୁହଁ ଖୋଲିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ଜୀବନ ବିବାଦୀୟ ହୋଇପଡିବା ପରେ ଚର୍ଚ୍ଚାକୁ ଆସିଛନ୍ତି ଜାଗ୍ରତି ଶୁକ୍ଳା ନାମକ ବ୍ୟକ୍ତି । ବିଭିନ୍ନ ସମୟରେ ଜାଗ୍ରତି ଅନୁଭବଙ୍କ ଟୁଇଟକୁ ନେଇ ଚର୍ଚ୍ଚା ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା…

ରାଜ୍ୟର ଶାସକ ଦଳ ବିଜେଡିର ଆୟ କେତେ ?

ଭୁବନେଶ୍ୱର: ପ୍ରକାଶ ପାଇଛି ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳର ଆୟ, ବ୍ୟୟ ରିପୋର୍ଟ । ଯେଉଁଥିରେ ବିଜେଡିର ଆୟ ଦେଶର ଅନ୍ୟାନ୍ୟ ଆଞ୍ଚଳିକ ଦଳ ଆପ୍, ଟିଆରଏସ, ଶିବସେନାଠୁ ଢେର ଅଧିକ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି। ତେବେ ରାଜନୈତିକ ଦଳଗୁଡିକର ଅର୍ଥର ଏକାଧିକ ଉତ୍ସ ଅଛି ଏବଂ ଏହିପରି…

୧୧ଟି ଦେଶରେ ସୀମିତ ଥିବା ମଙ୍କିପକ୍ସ ୨୦ଟି ଦେଶକୁ ଡେଇଁଲାଣି: ହୁ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମାଙ୍କି ପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର…

ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିଜେ ଏକ ସାକ୍ଷାତକାରରେ ଦେଲେ ସୂଚନା

ଅହମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ, ଖୁବଶୀଘ୍ର ବିଜେପିରେ ଯୋଗଦେବେ । ହାର୍ଦ୍ଦିକଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହେବେ। ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। ଆସନ୍ତା 3-4 ଦିନ ମଧ୍ୟରେ ହାର୍ଦ୍ଦିକ ପଟେଲ ପଦ୍ମ ପୋଖରୀରେ…