Latest Odisha News

BREAKING NEWS

Browsing Category

ଫିଚର

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ:ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି ।…

ଦିଲ୍ଲୀରେ କାଲିଠୁ ଆରମ୍ଭ ହେବ ଅନଲକ୍-୬

ନୂଆଦିଲ୍ଲୀ : ଧିରେ ଧିରେ ମହାମାରୀ କରୋନା ସ୍ଥିତିରେ ଆସୁଛି ସୁଧାର । କରୋନା ସଂକ୍ରମଣ କମୁଥିବା ବେଳେ ପର୍ଯ୍ୟାୟ କ୍ରମେ ଖୋଲୁଛି ରାଜଧାନୀ । ଏଥିପାଇଁ ଦିଲ୍ଲୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୬ । ପୂର୍ବରୁ ଅନେକ କଟକଣା କୋହଳ କରାଯାଇଥିବା ବେଳେ, ଆସନ୍ତାକାଲିଠୁ ଆଉ କିଛି କଟକଣା…

ସାଗର ହତ୍ୟା ଅଭିଯୁକ୍ତ ରେସଲର ସୁଶୀଲ କୁମାରଙ୍କୁ ଜେଲରେ ଦରକାର ଟିଭି !

ନୂଆଦିଲ୍ଲୀ: ଉଦୀୟମାନ ରେସଲର ସାଗର ଧାଙ୍କରଙ୍କ ହତ୍ୟା ଅଭିଯୁକ୍ତ ଅଲିମ୍ପିଆନ ସୁଶୀଲ କୁମାର ଏବେ ଜେଲରେ ଟିଭି ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ଡାଏଟ ଏବଂ ଟ୍ରେନିଂ ସାମଗ୍ରୀ ମାଗି ବିଫଳ ହୋଇଥିଲେ । ସାରା ବିଶ୍ୱରେ ରେସଲିଂ ସମ୍ପର୍କୀତ ତଥ୍ୟ ଜାଣିବା ପାଇଁ ଟିଭି…

କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ

ନୂଆଦିଲ୍ଲୀ : କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ । ଏହା କହିଛନ୍ତି, କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ । ସେ କହିଛନ୍ତି- ଲୋକଙ୍କ ଭିତରେ ରାଗ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ…

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।…

କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନରେ ରଖି ତାଙ୍କର ଚିକିତ୍ସା କରାଯାଉଛି । ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ । ବିଷ୍ଣୁ ସେଠୀଙ୍କର…

ଫିଲିପିନ୍ସ ବିମାନ ଦୁର୍ଘଟଣାରେ ୧୭ ମୃତ, ୪୦ ଆହତ

କୋଟାବାଟୋ: ଫିଲିପିନ୍ସ ସେନାର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ ଅଧିକାଂଶ ସେନା ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଫିଲିପିନ୍ସ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ବିମାନ C-130 ।…

ରାୟଗଡ଼ାରୁ ରାଜସ୍ଥାନ ଚାଲାଣ ବେଳେ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡା: ରାଜସ୍ଥାନକୁ ରାୟଗଡ଼ାରୁ ଗଞ୍ଜେଇ ଚୋରା ଚାଲାଣ । ସୂଚନା ପାଇ ରେଡ୍ କଲା ମୁନିଗୁଡା ପୋଲିସ । ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଢ଼େପାଗୁଡା ନିକଟରେ ଟ୍ରକରେ ଲୋଡିଂ ହେଉଥିବା ବେଳେ ଚଢ଼ାଉ କଲା ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ…

୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦ ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର…

ଭୁବନେଶ୍ୱରରେ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପରିସରରେ MGM ଆଡଭାନ୍ସଡ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ରୋଟୋରୀ ଉଦଘାଟିତ ହୋଇଯାଇଛି । ଏହି ଲାବ୍ରୋଟୋରୀ ପ୍ରତିଷ୍ଠା ପାଇଁ MGM ଫାଉଣ୍ଡେସନ୍ ୧୦ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛି । MGM ଫାଉଣ୍ଡେସନର…