Latest Odisha News

BREAKING NEWS

Browsing Category

ଫିଚର

ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି କରିବ ପଦଯାତ୍ରା 

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ନାବାଳିକାକୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ  ଦାବି କରୁଛି ବିଜେପି । ଦଳ ଏବେ ନିଷ୍ପତ୍ତି ନେଇଛି ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି…

ଭୁବନେଶ୍ୱର, ପୁରୀ ଓ ସମ୍ୱଲପୁରରୁ ଆଖି ବୁଜିଲେ ୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରୁ ଜଣେ ୭୪ବର୍ଷୀୟ ବୃଦ୍ଧ ଓ ଜଣେ ୪୯ ବର୍ଷୀୟ ମହିଳା କରୋନାରେ ମୃତ୍ୟୁବରଣ କରିଛନ୍ତି । Regret…

ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୨୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୩ଟି । ୨୮ଟି ଜିଲ୍ଲାରୁ ନୂଆ…

ରାସ୍ତା ଉପରେ ଜଳିଗଲା ମାଲ ବୋଝେଇ ଟ୍ରକ

ବଲାଙ୍ଗିର: ବିଚ୍ ରାସ୍ତାରେ ମାଲ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ପୁରା ଟ୍ରକଟି ଜଳିଗଲା । ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୨୬ନମ୍ୱର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ପୁରନ୍ଦର ସାହୁ । ଆଜି ସକାଳେ ବରଗଡ଼ ଭିଜିଲାନ୍ସ…

ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍

ଭୁବନେଶ୍ୱର: କରୋନା ଯୋଗୁ କୋହଳ ଥିବା ଟ୍ରାଫିକ କଟକଣା ପୁଣି ଥରେ କଡ଼ାକଡ଼ି ହୋଇଛି । ଭୁବନେଶ୍ୱର ଜୋରଦାର ହୋଇଚି ଧରପଗଡ଼ । ନିୟମ ଉଲ୍ଲଂଘନ ଯୋଗୁ ଜଣେ ସ୍କୁଟି ଚାଳକଙ୍କ ଉପରେ ପଡ଼ିଛି ୨୬ହଜାର ଟଙ୍କା ଫାଇନ । ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧିନଥିଲେ । ସେମାନଙ୍କର…

କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଏହି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟରରେ ଦି ଏଣ୍ଡ କରିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ଆଗକୁ…

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର

ନୂଆଦିଲ୍ଲୀ: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ଏହି ସର୍ଭେ…

କୃଷି ଆଇନ ପ୍ରସଙ୍ଗରେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ପ୍ରତିନିଧି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବିରୋଧୀ ଦଳଗୁଡ଼ିକର ପ୍ରତିନିଧି । ସଂଧ୍ୟା ୫ଟାରେ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। କୋଭିଡ କଟକଣା ଯୋଗୁଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ଜଣଙ୍କୁ ଅନୁମତି ମିଳିଛି । ବିରୋଧୀଙ୍କ ମିଳିତ ପ୍ରତିନିଧି ଦଳରେ…

କୂଅ ଭିତରେ ଖସି ପଡ଼ିଲା କାର୍, ୬ ଜଣଙ୍କର ମୃତ୍ୟୁ

ଭୋପାଳ: ଏମିତି ବି ଆସେ ମୃତ୍ୟୁ । କୂଳ ଭିତରେ ଖସି ପଡ଼ିଲା କାର୍ । ଅକାଳରେ ଚାଲିଗଲା ୬ ଜଣଙ୍କର ଅମୂଲ୍ୟ ଜୀବନ । ଆଉ ୩ ଜଣ ଗୁରୁତର ହୋଇଛନ୍ତି । ମଧ୍ୟପ୍ରଦେଶରେ ଏଭଳ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶ ଛତରପୁର ଅନ୍ତର୍ଗତ ମହାରାଜପୁରରେ ଘଟିଛି ଏହି ଘଟଣା । ବାହାଘରୁ ଫେରୁଥିବା…