Latest Odisha News

BREAKING NEWS

Browsing Category

ଫିଚର

୪ ବର୍ଷ ପରେ ଫେଡ୍ କପ ଟିମକୁ ଫେରିଲେ ସାନିଆ

ମୁମ୍ବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ପରେ ଫେଡକପ ଟିମରେ ସ୍ଥାନ ପାଇଛନ୍ତି । ଏସିଆ ଓସିଏନ ଗ୍ରୁପ ଏ’ ମୁକାବିଲା ପାଇଁ ସାନିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅଙ୍କିତା ରୈନା, ରିୟା ଭାଟିଆ ଋତୁଜା ଭୋଁସେଲ ଓ ଅଧିନାୟକ କରଗନ କୌର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।…

ଦମଦାର ଫିଚର୍ସ ସହ ୨୦୨୦ରେ ‘ମହିନ୍ଦ୍ରା ଥର୍’ ଖୁବଶୀଘ୍ର ଭାରତରେ ହେବ ଲଞ୍ଚ…

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ବଜାରରେ ମହିନ୍ଦ୍ରା ଗାଡିର ଅଲଗା କ୍ରେଜ ଅଛି | ଯେତେବେଳେ ବି ଅଫ ରୋଡ଼ ଗାଡି କଥା ଉଠେ ସବୁଠୁ ପ୍ରଥମେ ମହିନ୍ଦ୍ରା ଥର ନାଁ ଆଗକୁ ଆସେ | ଏବେ ମହିନ୍ଦ୍ରା ନିଜର ଏହି ଅଫ ରୋଡ଼ ଗାଡି କୁ ଆଗାମୀ ବର୍ଷ ୨୦୨୦ ରେ ନୂଆ ଅବତାର ସହ ଗ୍ରାହକଙ୍କୁ ଭେଟିଦେଵ |…

ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅଟଳଜୀଙ୍କର ଓଡିଶା ପ୍ରତି ପ୍ରେମ ଓ ସ୍ନେହ ଅତୁଟ ଥିଲା । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ କରି ଇତିହାସର ସ୍ମୃତକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସୂର୍ଯ୍ୟପରାଗ ପାଇଁ ୨୬ ତାରିଖରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲି ସୂର୍ଯ୍ୟପରାଗ ନିମନ୍ତେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଛୁଟି ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଙ୍ଗଲବାର ଦିନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ…

ପ୍ରାଇଭେଟ୍ କୋଚିଂ ସେଣ୍ଟରକୁ ସରକାରଙ୍କ ନାଲି ଆଖି; ସ୍କୁଲ ପାଠପଢା ବ୍ୟାଘାତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ଏବଂ ଜୁନିୟର କଲେଜରେ ପାଠପଢ଼ା ସମୟରେ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ବନ୍ଦ ରହିବ । ପୂର୍ବରୁ ଏପରି ବ୍ୟବସ୍ଥା ଲାଗୁ କରିବା ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି ହୋଇଥିବା ବେଳେ ଖୁଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଫଳରେ…

ସମସ୍ତ ସ୍କୁଲ ଓ କଲେଜରେ ୨୦୨୦ ଶିକ୍ଷାବର୍ଷ ଲାଗି ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ନିମନ୍ତେ ୨୦୨୦ ଶିକ୍ଷାବର୍ଷ ଲାଗି ଛୁଟି ତାଲିକା ସରକାର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷିତ ହୋଇଥିବା ଏହି ତାଲିକାରେ ଆସନ୍ତା ବର୍ଷ ସମୁଦାୟ ୮୨ଟି ଛୁଟି ରହିବ ବୋଲି ଜଣାପଡ଼ିଛି । ଏହି ସରକାରୀ…

ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଟଳ ଭୂଜଳ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂଗର୍ଭ ଜଳର ଉତ୍ତମ ପରିଚାଳନା ଲାଗି 'ଅଟଳ ଭୂଜଳ' ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ରାଜନୀତିଜ୍ଞ ଅଟଳ ବିହାରୀ ବାଜପେୟୀଙ୍କ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଜୟନ୍ତୀରେ ପ୍ରାଧାନମନ୍ତ୍ରୀ ଏହି…

ଦେଖନ୍ତୁ ଭିଡ଼ିଓ, ବସରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଠାରେ ବୁଧବାର ଦିନ ଏକ ବସରେ ନିଆଁ ଲାଗିଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କାରିବା ସହ ବିସ୍ଫୋରଣ ହେବାରୁ ଏହାକୁ ଅଟକାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।…

ହ୍ଵାଟସଆପରେ କିପରି ପଠାଇବେ କ୍ରିସମାସ ଷ୍ଟିକର, ଜାଣନ୍ତୁ

ଭୁବନେଶ୍ୱର: କ୍ରିସମାସ ଅବସରରେ ହ୍ଵାଟ୍ସଆପରେ ବନ୍ଧୁମାନେ ନାନା ରକମର କ୍ରିସମାସ ଷ୍ଟିକର ପଠାଉଥିବା ଦେଖିଥିବେ । ତେବେ ଆପଣ ମଧ୍ୟ ଏହିଭଳି ଷ୍ଟିକର କିପରି ନିଜ ପ୍ରିୟଜନଙ୍କ ନିକଟକୁ ପଠାଇବେ ଜାଣନ୍ତୁ.. ୧. ପ୍ରଥମେ ନିଜ ଫୋନର ଗୁଗୁଲ ପ୍ଲେ ଷ୍ଟୋରକୁ ଖୋଲନ୍ତୁ । ସେଠାରେ ସର୍ଚ୍ଚ କରନ୍ତୁ…

ପ୍ରଖ୍ୟାତ ରାଜନୀତିଜ୍ଞ ବାଜପେୟୀଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ ରୋଚକ କଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ । ଏହି…