Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, ୨୦୧୯ରେ ଭାରତ ହରାଇଛି ଏହିସବୁ ଲୋକପ୍ରିୟ ଜନନେତାଙ୍କୁ

ଭୁବନେଶ୍ୱର: ଭାରତୀୟ ରାଜନୀତି ପାଇଁ ୨୦୧୯ ଏକ ଦୁଃଖଦ ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ବିଜେପି ପାଇଁ । କାହିଁକି ନା ବିଜେପି ଚଳିତ ବର୍ଷ ଲଗାତାର ନିଜର ୩ ଦିଗଜ୍ଜ ନେତା ସୁଷମା ସ୍ୱରାଜ ଓ ଅରୁଣ ଜେଟଲି ତଥା ମନୋହର ପାରିକରଙ୍କୁ ହରାଇଛି । ଯାହା ବିଜେପି ତଥା ଭାରତୀୟ…

ସୂର୍ଯ୍ୟପରାଗ: ୨୬ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଗାମୀ ୨୬ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ମଙ୍ଗଳବାର ଦିନ ରାଜ୍ୟସରକାର ଘୋଷଣା କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା…

ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଲାଗି ସୂଚନା; ଆସନ୍ତା ବର୍ଷ ୭୦୧ଟି କଲେଜରେ ୭୨ଟି ଛୁଟି ବାଧ୍ୟତାମୂଳକ !

ଭୁବନେଶ୍ୱର: ୨୦୨୦ ବର୍ଷରେ ରାଜ୍ୟରେ ଥିବା ୭୦୧ଟି ଡିଗ୍ରୀ କଲେଜ ଲାଗି ୭୨ଟି କମନ୍ ଛୁଟି ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଛୁଟି ବାଦ୍ ବର୍ଷକୁ ରବିବାର ଏବଂ ଅନ୍ୟକିଛି ଇଛାଧିନ କୋଟାର ଛୁଟି ରହିଛି । ତେଣୁ ଏହି ଛୁଟିକୁ…

ନୂଆବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର…

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ନୂଆବର୍ଷ କୁ ସ୍ୱାଗତ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ମଧ୍ୟ ନୂଆବର୍ଷ ନିମନ୍ତେ ହୋଇ ଉଠିଛି ଚଳଚଞ୍ଚଳ । ନୂଆ ବର୍ଷକୁ ସ୍ୱାଗତ କରିବା ସହ ପୂରାତନ ବର୍ଷକୁ…

ଆସନ୍ତା ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୨୦୨୦ ମସିହା ଫେବ୍ରୁଆରୀ ମାସ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି। ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ମଧ୍ୟରେ ସମାପ୍ତ ହେବ । ପରୀକ୍ଷା ସମୟ ସକାଳ ୧୦ଟାରୁ…

ଜାନୁଆରୀ ୨୫ରୁ ଆରମ୍ଭ ହେବ ସମସ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ଆସନ୍ତା ଜାନୁଆରୀ ୫ରୁ ୧୫ତାରିଖ ମଧ୍ୟରେ ସବୁ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯଦିଓ ଜାନୁଆରୀ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା…

୨୦୧୯: କ୍ରିକେଟର ୬ ବଡ଼ ବିବାଦୀୟ ମୂହୁର୍ତ୍ତ…

ଭୁବନେଶ୍ୱର: ୨୦୧୯ ସରିବାକୁ ବସିଛି । ଭାରତୀୟ କ୍ରିକେଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜରେ ବିଜୟ ହାସଲ କରିବା ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଆମେ ୨୦୧୯ରେ କ୍ରିକେଟର ଘଟିଥିବା ୬ ବିବାଦ ବିଷୟରେ ନିମ୍ନରେ ଉଲ୍ଲେଖ କରୁଛୁ । କଫି ୱିଥ କରଣ ବିବାଦ:…

ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ..

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଆଜିଠାରୁ ( ଡିସେମ୍ବର ୨୪) ଆରମ୍ଭ ହେଉଛି ବେଳାଭୂମି ମହୋତ୍ସବ । ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଠାରେ ପହଂଚି ସେଠାରୁ ଗୋପାଳପୁର…

ପୁରୀ ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଯେ “ଏହି ଘଟଣାର ୨୦ ଦିନ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍…

ଜାନୁଆରୀ ୧ ନୂଆବର୍ଷ: କାହିଁକି ଓ କେବେଠୁଁ ପାଳନ ହେଉଛି ଜାଣନ୍ତୁ…

ଭୁବନେଶ୍ୱର: ଆଉଦିନ କେଇଟା ପରେ ସରିଯିବ ୨୦୧୯ । ଜାନୁଆରୀ ୧ରୁ ଆରମ୍ଭ ହେବ ଆଉ ଏକ ନୂଆବର୍ଷ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧କୁ ଆମେ ଇଂରାଜୀ ନୂଆବର୍ଷ ରୂପରେ ପାଳନ କରନ୍ତି । ତେବେ କଣ ଆପଣ ଜାଣନ୍ତି ଜାନୁଆରୀ ୧ କୁ ନୂଆବର୍ଷ ରୂପରେ କାହିଁକି ପାଳନ କରାଯାଏ ? ଆଜି ଆମେ ଆପଣଙ୍କ ଜଣାଇବୁ ଏହାର…