Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ଇଣ୍ଟରନ୍ୟାସନାଲ୍ ବିପିଓ ସେଣ୍ଟର୍’

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଅତ୍ୟାଧୁନିକ ବୈଷୟିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେକ୍ ମହିନ୍ଦ୍ରା କମ୍ପାନୀର ଏକ ଇଣ୍ଟରନ୍ୟାସନାଲ୍ ବିପିଓ ସେଣ୍ଟରକୁ ଏଠାରେ ଉଦଘାଟନ କରିଛନ୍ତି । ଏହି ଅନ୍ତର୍ଜାତୀୟ ବିପିଓ ସେଣ୍ଟରଟି…

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ମେଣ୍ଟକୁ ବହୁମତ; ନୂଆ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ୍ !

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ଭୋଟ ଗଣନା ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)-କଂଗ୍ରେସ ମେଣ୍ଟକୁ ମିଳିଛି ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ । ଘୋଷିତ ହୋଇଥିବା ସମୁଦାୟ ୮୧ଟି ଆସନ ମଧ୍ୟରୁ…

କାହିଁକି ଡ଼ିସେମ୍ବର ୨୫ରେ ପାଳିତ ହୁଏ କ୍ରିସମାସ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରଭୁ ଯୀଶୁ ଥିଲେ କ୍ଷମାର ସାଗର, ଦୟା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ସମଗ୍ର ବିଶ୍ୱରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିବସ ଡ଼ିସେମ୍ବର ୨୫ ତାରିଖରେ ବଡ଼ ଧୁମଧାମରେ ପାଳିତ ହୋଇଥାଏ । ଏହିଦିନ ବିଶ୍ୱର ପ୍ରାୟ ସମସ୍ତ ସହର ଗୁଡ଼ିକ ଉତ୍ସବମୁଖର ହୋଇଥାଏ । ବଡ଼ଦିନକୁ ନେଇ କଣ…

ରକ୍ତ ଭଣ୍ଡାରର ପରିଭାଷା ବଦଳାଇଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍: ବିଶେଷଜ୍ଞ

ଭୁବନେଶ୍ୱର: ବିଗତ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ହେବ ରକ୍ତ ଭଣ୍ଡାରର ପରିଭାଷା ବଦଳିବା ସହ ଏହି କ୍ଷେତ୍ରରେ ଅନେକ ପରିବର୍ତନ ଆସିପାରିଛି । ରକ୍ତ ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହାର ସ୍ଥାନ ନେଇସାରିଛି ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍…

ଖେଳାଳିଙ୍କ ମୁହଁରେ ବାରବାଟୀର ପ୍ରଶଂସା; ପାଶୋରୀ ଗଲେ ସେହି କଳଙ୍କିତ ଅଧ୍ୟାୟ…

କଟକ: କଟକ ବାରବାଟୀ ଷ୍ଟାଡିୟମରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ମୁକାବିଲା । ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳକୁ ୪ ୱିକେଟରେ ପରାସ୍ତ କରି ସିରିଜ୍ ମଧ୍ୟ ହାତେଇଛି । ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀରେ କ୍ରିକେଟର ମଜ୍ଜା ନେଇଥିଲେ ଓଡ଼ିଶାର…

ଆଜି ରାଷ୍ଟ୍ରୀୟ କୃଷକ ଦିବସ: ଟ୍ୱିଟ କରି କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ । ରାଷ୍ଟ୍ରୀୟ କୃଷକ ଦିବସରେ କୃଷକ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା। ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ ସେମାନଙ୍କ ଅବଦାନ ଅତୁଳନୀୟ।…

ଧୋନିଙ୍କ କ୍ରିକେଟ୍ କ୍ୟାରିୟରକୁ ଆଜି ପୂରିଲା ୧୫ ବର୍ଷ

ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଏବଂ ଭଲ ଫିନିଶର ଭାବେ ମହେନ୍ଦ୍ର ସିଂ ଧୋନୀ ପ୍ରଶଂସକଙ୍କ ପାଖରେ ବେଶ୍ ଜଣାଶୁଣା । ୨୩ ଡିସେମ୍ବର ୨୦୦୪ରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୧୫ ବର୍ଷ ସମ୍ପୂର୍ଣ୍ଣ କରିବା ପରେ ପ୍ରଶଂସକମାନେ ତାଙ୍କ ଖେଳ ଏବଂ ଦକ୍ଷତାକୁ…

‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ... ଯାଯାବର ମନ ଯା’ର ଓଡ଼ିଆ ରକ୍ତରେ ଭେଦିଥିବା ଏହି ଗୀତ ପଛର ଗପ ଯେତେ ରୋମାଂଚିତ କରେ, ତାହାଠାରୁ ଅଧିକ ଏହି କଥାଟି ବିହ୍ୱଳ କରେ ଯେ ଯାହାଙ୍କ ମନ ଯାଯାବର, କେବଳ ସେ ହିଁ ରଚି ପାରନ୍ତି ଏମିତି ଇତିହାସ ଏବଂ କେବଳ ସେ ହିଁ କହିପାରନ୍ତି ଏମିତି ଠୋ ପଟାସ…

କଂଗ୍ରେସ ନେତା ସୁର ରାଉତରାୟଙ୍କ ଧମକ; ଦାବି ପୂରଣ ନ’ହେଲେ ଆତ୍ମାହୁତି ଦେବି !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଡମ୍ପିଂୟାର୍ଡକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ସୋମବାର ଦିନ ଦାବି କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଏହି ବରିଷ୍ଠ ନେତା ଜଣକ କହିଛନ୍ତି,…

ତୋଷାଳି ମେଳାର ୮ମ ସନ୍ଧ୍ୟା; ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ ‘ଫେସନ୍‌ ସୋ’

ଭୁବନେଶ୍ୱର: ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫…