Latest Odisha News
Browsing Category

ଫ୍ୟାସନ

ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରତିଷ୍ଠା ଏବେ ବାସ୍ତବ ଲାଗୁଛି: ରଘୁନାଥ ମହାପାତ୍ର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ଶନିବାର ଦିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ହେବା ପରେ କହିଛନ୍ତି, ଏବେ ମୋର ଦ୍ୱିତୀୟ କୋଣାର୍କ ନିର୍ମାଣ କରିବାର ସ୍ୱପ୍ନ କ୍ରମେ ବାସ୍ତବତାର ରୂପ ନେବ…

ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍ ଜୋନ୍ସ ଖୋଲିଲେ ସବୁ ଗୁମର, ଅଧିକ ବୟସର ମହିଳାଙ୍କ ସହ ଡ଼େଟିଂ କରୁଥିବାର ଖବର…

ମୁମ୍ବାଇ : ବଲିଉଡ୍ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ନାୟକ ନିକ୍ ଜୋନ୍ସଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଦୁହେଁ ଭାରତରେ ହେଉ କି ବିଦେଶରେ ଯେଉଁଠି ବି ଡ଼େଟିଂରେ ଥାଆନ୍ତି ତାହାର ଖବର ପ୍ରିୟଙ୍କା ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନମାନଙ୍କୁ ଜଣାଇ ଥାଆନ୍ତି । କିନ୍ତୁ ଏବେ…

ଇତିହାସ ରଚିଲେ ହିମା ଦାସ: ବିଶ୍ୱ ୨୦ବର୍ଷରୁ କମ୍ ଦୌଡ଼କୁଦରେ ସ୍ୱର୍ଣ୍ଣପଦକ

ଟାମ୍ପେରେ (ଫିନଲାଣ୍ଡ) : ଭାରତୀୟ ଦୌଡ଼ ପ୍ରତିଯୋଗୀ ହିମା ଦାସ ୨୦ ବର୍ଷରୁ କମ୍ ଆଇଏଏଏଫ ବିଶ୍ୱ ଦୌଡ଼କୁଦ ଚାମ୍ପିୟନସିପରେ ପ୍ରଥମ ଭାରତୀୟ ଭାେବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ମହିଳା ୪୦୦ ମିଟର ଦୌଡ଼ରେ ୫୧.୪୬ ସେକେଣ୍ଡ ରେ ପ୍ରଥମସ୍ଥାନ ହାସଲ କରି ଭାରତ ଲାଗି ସ୍ୱର୍ଣ୍ଣ ପଦକ…

ଆଜି ମହାପ୍ରଭୁଙ୍କର ନବଯୌବନ ଦର୍ଶନ: ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି । ଦୀର୍ଘ ଦିନପରେ ଜ୍ୱରରେ ଆକ୍ରାନ୍ତ ହେବା ଏବଂ ଅଣସର ପିଣ୍ଡିରେ ରହି ଚିକିତ୍ସାପରେ ଆରୋଗ୍ୟ ଲାଭ କରି ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ଶାରିରୀକ ସୁସ୍ଥତା ଅନୁଭବ କରିଛନ୍ତି । ଆଜି ତାଙ୍କର…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…

ବିଶ୍ୱକପ ଫୁଟବଲ: ଆଜିର ସେମିଫାଇନାଲ ଲଢେଇରେ ଇଂଲଣ୍ଡ-କ୍ରୋଏସିଆ ମୁକାବିଲା

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଜିତି ଫ୍ରାନ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ୱିତୀୟ ସେମିଫାଇନାଲ । ଆଜିର ସେମିଫାଇନାଲ ବିଜେତା ହିଁ ଫାଇନାଲରେ ଭେଟିବ ଅଭିଜ୍ଞ ଫ୍ରାନ୍ସ ଦଳକୁ । ଆଜି ଇଂଲଣ୍ଡ ଓ…

ଓଡ଼ିଶାରେ ଅକ୍ଟୋବର ୨ରୁ ସମ୍ପୂର୍ଣ୍ଣ ନିଷେଧ ହେବ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି । ‘ଆମ ମୁଖ୍ୟମନ୍ତ୍ରୀ, ଆମ କଥା’ କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟ…

ପ୍ରବଳ ବର୍ଷା ଆଶଙ୍କା: ୧୩ରେ ଲଘୁଚାପ, ବୃଷ୍ଟିପାତ ଲାଗି ୭ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ(ଆଇ.ଏମ.ଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…

ବିଶ୍ୱକପ ଫୁଟବଲ: ଫାଇନାଲରେ ଫ୍ରାନ୍ସ

ସେଣ୍ଟ ପିଟର୍ସବର୍ଗ : ଫ୍ରାନ୍ସ ବିଶ୍ୱକପ ଫାଇନାଲରେ ପ୍ରବେଶ କଲା । ସେମିଫାଇନାଲରେ ଉନ୍ନତ ଖେଳ ପ୍ରଦର୍ଶନ କରି ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରିଛି ଫ୍ରାନ୍ସ । ରୁଷିଆର ସେଣ୍ଟପିଟର୍ସବର୍ଗ ସହରର ସେଣ୍ଟପିଟର୍ସବର୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଚିତାକର୍ଷକ ସେମିଫାଇନାଲ ମ୍ୟାଚରେ…

ଫିଲ୍ମ ‘ଧଡ଼କ’ ରିଲିଜ୍ ପୂର୍ବରୁ ନର୍ଭସ ହୋଇପଡ଼ିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ !

ମୁମ୍ବାଇ : ଜୁଲାଇ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀଙ୍କ ଡ଼େବ୍ୟୁ ଫିଲ୍ମ ‘ଧଡ଼କ୍’ । ଏହି ରୋମାଣ୍ଟିକ ମୁଭିରେ ବୋନୀକପୁର-ଶ୍ରୀଦେବୀଙ୍କ କିଶୋରୀ କନ୍ୟା ଜାହ୍ନବୀଙ୍କ ସହିତ ଅଛନ୍ତି ଇଶାନ୍ ଖଟ୍ଟର୍ । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ…