Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ଉପାୟରେ ଆର୍ଥରାଇଟିସ୍‌ ଯନ୍ତ୍ରଣା ଦୂର ହେବ..

ଭୁବନେଶ୍ବର: ଆପଣ ଜାଣିଛନ୍ତି କି ଓଜନ କମ କଲେ, ଆପଣଙ୍କ ଗଣ୍ଠି ଉପରେ କମ ପ୍ରେଯସର ପଡିଥାଏ ଏବଂ ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ ହୋଇଥାଏ । ଆର୍ଥରାଇଟିସ୍‌ କିମ୍ବା ଗଣ୍ଠି ଯନ୍ତ୍ରଣା ବା ପାଦ ଫୁଲିବା ଏଭଳି ରୋଗକୁ ପାଇଁ ଏଭଳି କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା…

ଏପରି ଜାଣନ୍ତୁ ଚିନି ଅସଲି ନା ନକଲି..

ଭୁବନେଶ୍ବର: ଆଜିକାଲି ବଜାରରେ ନକଲି ଖାଦ୍ୟ ସାମଗ୍ରୀ ମିଳୁଥିବା ଖବର ଆସୁଛି । ତେବେ ନିଜର ଓ ପରବାରର ସ୍ବାସ୍ଥ୍ୟ ପାଇଁ ଅସଲି ନକଲି ମଧ୍ୟରେ ପାର୍ଥକ୍ୟ ଜାଣିବା ଜରୁରୀ । ଚିନି ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର କରାଯାଏ । ଚା'ଠାରୁ ଆରମ୍ଭ କରି ମିଠା, କେକ୍ ,ପିଠା ସବୁଥିରେ ଚିନିର ବ୍ୟବହାର…

କାହିଁକି କିଛି ଲୋକ ଶୋଇବା ବେଳେ ଘୁଙ୍ଗୁଡି ମାରନ୍ତି?

ଭୁବନେଶ୍ବର: ଅନେକ ଲୋକ ଅଛନ୍ତି ଯେଉଁମାନେ ଶୋଇବା ସମୟରେ ଅଧିକ ଘୁଙ୍ଗୁଡି ମାରି ଥାଆନ୍ତି । ଶୋଇବା ବେଳେ ଏମିତି ଘୁଙ୍ଗୁଡ଼ି ମାରନ୍ତି ଯେ ଆଖପାଖରେ ଶୋଇଥିବା ଲୋକଙ୍କୁ ନିଦ ହୁଏ ନାହିଁ । ତେବେ ଅନେକଙ୍କ କହିବା କଥା ଘୁଙ୍ଗୁଡି ମାରିବା ସାଧାରଣତଃ କଥା। କିନ୍ତୁ କହିରଖୁଛୁ, ଘୁଙ୍ଗୁଡି ଏକ…

ଶୀତଦିନେ ଶରୀରକୁ ଡିଟକ୍ସ କରିବାର ସଠିକ୍ ଉପାୟ କ’ଣ? ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ଡିଟକ୍ସାଇଫ୍ କରିବା ଅର୍ଥ ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିବା। ରୋଗରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ସମୟ ସମୟରେ ଆମ ଶରୀରକୁ ଡିଟକ୍ସ କରିବା ଉଚିତ୍। ବାସ୍ତବରେ, ଶରୀରକୁ ଡିଟକ୍ସ କରିବା ପାଇଁ ଇଣ୍ଟରନେଟରେ ଅନେକ ପଦ୍ଧତି ଏବଂ ପାନୀୟ ଉପଲବ୍ଧ। କିନ୍ତୁ ଶରୀର ଶରୀରକୁ…

କୋଭିଡ ପରି ଭୟାନକ ହେବ କି ଏଚଏମପିଭି ?

ନୂଆଦିଲ୍ଲୀ: ଚୀନରେ ବଢିବାରେ ଲାଗିଛି ଏଚଏମପିଭି। ଭାରତରେ ମଧ୍ୟ ସଂକ୍ରମଣ ମାମଲା ସାମନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଚିଛି। ଏହାକୁ କୋଭିଡ ସହ ତୁଳନା କରାଯାଉଥିବା ବେଳେ, ଚିନ୍ତାର କାରଣ ମଧ୍ୟ ପାଲଟିଛି। ରିପୋର୍ଟ ମୁତବକ ଏଚଏମପିଭି କରୋନା ଭଳି ଭୟାନକ ହୋଇପାରେ।…

କ’ଣ କୋଭିଡ୍-୧୯ ଆଉ ଏଚଏମପିଭି ଭିତରେ କିଛି ସମାନତା ରହିଛି ?

ନୂଆଦିଲ୍ଲୀ: ଏବେ ଦେଶକୁ ଘାରିଛି ଏଚଏମପିଭି ଚିନ୍ତା । ୨ ଦିନ ଭିତରେ ୭ଟି ଶିଶୁ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଆଡଭାଇଜରି ଜାରି କରିଛନ୍ତି ସେଠିକା ସରକାର । ମାସ୍କ ପିନ୍ଧିବା ସହ ଗହଳିପୂର୍ଣ୍ଣ ସ୍ଥାନକୁ…

ଏଚଏମପିଭି ଭୟ: ‘ଡରିବାର କିଛି ନାହିଁ , ରାଜ୍ୟରେ ସେଭଳି ସ୍ଥିତି ନାହିଁ’, କହିଲେ ମନ୍ତ୍ରୀ

ଭୁବନେଶ୍ବର: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ…

ପୁଣି ଫେରିବ କି ଲକଡାଉନ୍! ବଢୁଛି ନୂଆ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା…ଜାଣନ୍ତୁ କ’ଣ ରହିଛି ଲକ୍ଷଣ..

ନୂଆଦିଲ୍ଲୀ: ପୁଣି ଦେଶରେ ଫେରିବ ଲକଡାଉନ୍ ସାଙ୍ଗକୁ ମାସ୍କ । କାରଣ ଏବେ ପୁଣି ଡରାଇଲାଣି ଆଉ ଏକ ନୂଆ ଚୀନ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା ଏଚଏମପିଭି । ସବୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ଚୀନରୁ ମୁଣ୍ଡ ଟେକିଥିବା ଏଚଏମପିଭି ଏବେ ଦେଶରେ ତାର କାହା ମେଲାଇଲାଣି । ଗତ କାଲି ୫ ଜଣ ଏଥିରେ…

ବେଙ୍ଗାଲୁରୁ ପରେ ଗୁଜୁରାଟରୁ ଆଉ ଜଣେ ଏଚଏମପିଭି ମାମଲା ଚିହ୍ନଟ

ଅହମ୍ମଦାବାଦ: ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଅହମ୍ମଦାବାଦରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତିସହିତ ଦେଶରେ ଏବେ ମୋଟ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚୀନରେ ଏବେ ଏଚଏମପିଭି ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶରେ ଭାଇରସ…

ଫିଟ୍ ରହିବାକୁ ସାଇକେଲକୁ କରନ୍ତୁ ନିଜର ସାଥୀ..

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଏଥିସହ ସାଇକେଲ ଚଳାବା ଦ୍ବାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମ୍ କରିହେବ । ଆସନ୍ତୁ ଜାଣିବା ସାଇକେଲ ଚଲେଇବା ଦ୍ବାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ.. -ଯଦି ଆପଣ ପ୍ରତିଦିନ ୩୦…