Latest Odisha News

BREAKING NEWS

Browsing Category

ସହର

City

ପେଟ ପାଇଁ ସବୁ ନାଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବାଧରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି । ବଣ୍ଡା ଘାଟି ଠାରୁ ଆରମ୍ଭ କରି ବାଲିମେଳା ,ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି କାଲିମେଳା ସବୁଠି ଗାଁ ଗାଁରେ ଆଦିବାସୀ ଲୋକେ ଏପରି ଅବାଧରେ ମଦ ପ୍ରସ୍ତୁତି କରୁଛନ୍ତି । କରୋନା ମହାମାରୀ ସମୟରେ ଆର୍ଥିକ ମେରୁଦଣ୍ଡ…

IDBPପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର : ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ । ଇଣ୍ଟରନାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର…

ଘର ଭିତରୁ ୪ ଫୁଟ ଲମ୍ବର ଗୋଧି ଉଦ୍ଧାର

ଭୁବନେଶ୍ୱର : ପାଇଖାନା ଭିତରୁ ବିରାଟକାୟ ଗୋଧି ଉଦ୍ଧାର ।  ଗୋଧି ପାଇଁ ୫ ଦିନ ବନ୍ଦ ରହିଲା ଗାଧୁଆ ଘରେ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ…

କୋଭିଡ୍ ଟିକା ହେରଫେର୍ ସହ ଅନିୟମିତତା ଅଭିଯୋଗ

କଟକ : ସରକାରଙ୍କ ନିୟମର ଖୁଲମଖୁଲା ଉଲ୍ଲଘଂନ । ସକାଳରୁ ଅପରାହ୍ନ ଯାଏଁ ଟିକା କେନ୍ଦ୍ରରେ ଟିକା ଦେବା ପାଇଁ ନିୟମ କରିଛନ୍ତି ସରକାର । ମାତ୍ର କଟକର ତିନିଘରିଆ ଠାରେ ଥିବା ନୂଆବଜାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତିରେ ଟିକା ଦିଆଯାଉଥିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ରାତି…

ଚମକିବ ବାଉଁଶରେ ତିଆରି ଗହଣା

ରାୟଗଡା :: ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ…

ନାବାଳକକୁ ଗୋଇଠା ମାରି ଚାକିରିରୁ ବିଦା ହେଲେ ୩ ପୋଲିସ କର୍ମଚାରୀ, ୨ ସସପେଣ୍ଡ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ନାବାଳକଙ୍କ ପୋଲିସ କର୍ମଚାରୀ ଗୋଇଠା ମାରିବା । ରାଜଧାନୀର କେସୁରା ଛକରେ ନାବାଳକକୁ ଗୋଇଠା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୋଇଠା ମାରିଥିବା ହୋମ ଗାର୍ଡ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ସେହିପରି ପିସିଆର୍ ଇନଚାର୍ଜଙ୍କ ସହ ଆଉ ଜଣେ…

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ : ଆଇସିକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି । ପୁରୀର ବାସିନ୍ଦା ଯୁକ୍ତ ତିନିରେ ପଢ଼ୁଥିବା ଛାତ୍ରୀ ସୁସ୍ମିତା ମହାରଣା ଏହି ନିଆରା କଳାକୃତିଟି ତିଆରି କରିଛନ୍ତି। ଏଥି ପାଇଁ  ୭ ଦିନ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସି କ୍ରିମ କାଠି ଏହି…

ଫୋକସ୍‌ରେ ଆମେର

ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚିତ ହୋଇପଡିଛନ୍ତି ବଲିଉଡ଼ ଷ୍ଟାର ଆମେର ଖାନ୍ । ଇଣ୍ଡଷ୍ଟ୍ରୀରେ ଷ୍ଟାର ଦମ୍ପତ୍ତିଙ୍କ ପ୍ରେମରୁ ନେଇ ବିବାହ ବିଚ୍ଛେଦରେ ବି ନୂଆ ଟ୍ୱିଷ୍ଟ । ନିଜର ବିବାହ ବିଚ୍ଛେଦ ନେଇ ଉଭୟ ଆମେର -କିରଣ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।…

ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ

ସୋନପୁର:  ରବି ରୁତୁରେ ଅମଳ କରିଥିବା ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ l ହେଲେ ପ୍ରଶାସନ ପକ୍ଷରୁ ଚାଷିଙ୍କ ସମସ୍ୟା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ତେଣୁ ଚାଷୀମାନେ ଏକ ଅଭିନବ ଉପାୟରେ କାର୍ଯ୍ୟାଳୟ ଭିତରେ ନିଜର ଅମଳ କରିଥିବା ଧାନ ବସ୍ତା ରଖି ନିଜର…

ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ପୁରୀ  : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି | ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ | ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ…