Latest Odisha News

BREAKING NEWS

Browsing Category

ସହର

City

ଦେବସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ କରିବାକୁ ବୈଠକ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା କିଭଳି ଶାନ୍ତି ଶୃଙ୍ଖଳାରେ ଅୟୋଜନ କରାଯିବ ସେ ନେଇ ହୋଇଛି ଆଲୋଚନା । ପୁରୀ ଏସପି କେ ବିଶାଳ ସିଂ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି। ସେହିପରି କିଭଳି ସୁରକ୍ଷା ବ୍ୟବସ୍ଥା ରହିବ , କେଉଁ ଅଫିସର କେଉଁଠି ଡ୍ୟୁଟିରେ ରହିବେ,…

ଦିଆସିଲି କାଠିରେ ଅଢେଇ ଇଞ୍ଚ ରଥ

କଟକ : ଦିଆସିଲିରେ କୁନି ରଥ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଛାତ୍ର । କଟକ ରାଜାବଗିଚା ସର୍ବୋଦୟପୁରରେ ରୁହନ୍ତି ଛାତ୍ର ସ୍ମୃତିରଞ୍ଜନ ମହାନ୍ତି । ସ୍ମୃତି ଅଢେଇ ଇଞ୍ଚର ରଥ ତିଆରି କରିବା ସହ ମହମବତୀରେ ଏକ ସୁନ୍ଦର ଆକର୍ଷଣୀୟ ଜଗନ୍ନାଥ ମୂର୍ତ୍ତି ତିଆରି କରିଛନ୍ତି । ଦିଆସିଲି…

ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା

ସମ୍ବଲପୁର : ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା । ବଢୁଛି ମାଫିଆଙ୍କ ରାଜ୍ । ସମ୍ବଲପୁର ସହରରେ ଦିନକୁ ଦିନ କାୟା ବିସ୍ତ।ର କରିଚାଲିଛନ୍ତି ନିଶା ବେପାରୀ । ଦିନ ଦିପହରରେ ବେଧଡକ ଚାଲାଣ ହେଉଛି ଗଞ୍ଜେଇରୁ ବ୍ରାଉନ ସୁଗର । ସବୁଠାରୁ ବଡ଼ କଥା ହେଲା ଏହାର ଟାର୍ଗେଟରେ ରହିଛନ୍ତି ଛାତ୍ର ଓ ଯୁବପୀଢି…

ପାଣି ଭିତରୁ ଭଗ୍ନ ମନ୍ଦିର ଉଦ୍ଧାର

ମାଲକାନାଗିରି : ପାଣି ଭିତରୁ ଉଦ୍ଧାର ହୋଇଛି ଭଗ୍ନ ମନ୍ଦିର । ମାଲକାନାଗିରି ବାଲିମେଳା ଜଳ ଭଣ୍ଡାରରୁ ମିଳିଛି ପୁରୁଣା ମନ୍ଦିରର ଭଗ୍ନ ଅଂଶ । ଜଳଭଣ୍ଡାରରୁ ପାଣି କମିଯିବାରୁ ଏହି ପ୍ରାଚୀନ ମନ୍ଦିର ଦୃଶ୍ୟ ମାନ ହୋଇଛି । ଖାଲି ସେତିକି ନୁହେଁ ଆଖପାଖରୁ ମଧ୍ୟ ବହୁ ଛୋଟ ବଡ ମୂର୍ତ୍ତି ଉଦ୍ଧାର…

ଚିକିତ୍ସା ପାଇଁ ସହାୟତା ଆଶାରେ ହରମୋହନ

ନୀଳମାଧବପୁର: ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ରୋଗଗ୍ରସ୍ତ ହୋଇ କିଛି ବର୍ଷ ହେଲା ଶଯ୍ୟାଶାୟୀ ହରମୋହନ ଦାସ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ବୋଝ ବି ତାଙ୍କ ଉପରେ । ଜମିବାଡି ସବୁ ବିକ୍ରି ସରିଥିବା ବେଳେ ଏବେ କିଛି ସହାୟତା ଆଶାରେ ବସିଛନ୍ତି ହରମୋହନଙ୍କ ପରିବାର ।…

ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ଏହି ଯୋଗ ଦିବସ ପାଳିବା ସହିତ ବିଭିନ୍ନ ସ୍ଥାନରେ କରାଯାଉଛି ଯୋଗାଭ୍ୟାସ । ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥତା ପାଇଁ ନିୟମିତ ଯୋଗ କରିବା ଜରୁରୀ ହୋଇଛି । ପୁରୀରେ ବାଲୁକା କଳା ମାଧ୍ୟମରେ ଯୋଗ ନେଇ ଲୋକଙ୍କୁ ସଚେତନତା ଦିଆଯାଇଥିବା…

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ…

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ କଣ ସବୁ ନୀତି ରହିବା ଓ ରଥଯାତ୍ରା ପାଇଁ କଣ ସବୁ ନୀତି ରହିବ ଏ ନେଇ ସମସ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ…

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ଅକ୍ଷୟଙ୍କ କୃତଜ୍ଞତା ପତ୍ର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ କୃତଜ୍ଞତା ପତ୍ର ଦେଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା…

ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ : ପୁରୀ ପୋଲିସକୁ ସଫଳତା । ମୋବାଇଲ ଲୁଟ କରୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଟାଉନଥାନା ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ଟିମ ୪ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ଦୋଳମଣ୍ଡପ ସାହିର ଆଶୀର୍ବାଦ ଦାଶ, ବଡୁମହାପାତ୍ର ଯାଗାର…