Latest Odisha News

BREAKING NEWS

Browsing Category

ସହର

City

କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲକୁ ୨୦ ହଜାର ଟଙ୍କା ଫାଇନ କଲା ବିଏମସି

ଭୁବନେଶ୍ବର: କୋଭିଡ ଗାଇଡ ଲାଇନ ଅବମାନନା ଅଭିଯୋଗରେ ରାଜଧାନୀର ହୋଟେଲ ପ୍ରିୟାକୁ ଜୋରିମାନା କରାଯାଇଛି । ବିଏମସି ପକ୍ଷରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣର ଭୟ ଥିଲେ ସୁଦ୍ଧା ହୋଟେଲରେ କୋଭିଡ ଆବଶ୍ୟକତାଠାରୁ ଅଧିକ ଗ୍ରାହକ ବସି ଖାଉଥିବା ବେଳେ ସାମାଜିକ…

ମାଷ୍ଟରକ୍ୟାଣ୍ଟିନରେ ଆତ୍ମାହୂତି ଉଦ୍ୟମ କଲେ ଦୁଇ ଜଣ ଏଏନଏମ୍

ଭୁବନେଶ୍ୱର: ରାଜଧାନୀରେ ଧାରଣା ଚଳାଇଥିବା ଏଏନଏମଙ୍କ ମଧ୍ୟରୁ ଆଜି ଦୁଇ ଜଣ ଆତ୍ମାହୂତି ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ନିକଟରେ ଦେହରେ କିରାସିନି ଢ଼ାଳି ସେମାନେ ଆତ୍ମାହୂତି ଉଦ୍ୟମ କରୁଥିଲେ । ଏତିକିବେଳେ ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ…

ଭୁବନେଶ୍ୱରରେ ୨୩୦ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୨୪ ଜଣ କରୋନା…

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ 'ଦେବ ଦୀପାବଳି' ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…

ଭୁବନେଶ୍ୱରରୁ ଆଜି ୪୧ ପଜିଟିଭ, ସେଥିରୁ ୩୪ ଲୋକାଲ୍ କେସ୍

ଭୁବନେଶ୍ୱର: ଦିନକରେ ଭୁବନେଶ୍ୱରରୁ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୧ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ କରୋନା ପଜିଟିଭ…

ନଅମାସ ପରେ ଖୋଲିବ ଶ୍ରୀମନ୍ଦିର, ଚକା ନୟନ ଦର୍ଶନ କରିବେ ଭକ୍ତ

ପୁରୀ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘ ୯ମାସ ଧରି ତିନି ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ଚାହିଁ ରହିଥିବା ଭକ୍ତଙ୍କ ମନଖୁସି ହେଲା ପରି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର…

୨୦୨୩ ହକି ବିଶ୍ୱ କପ୍: ରାଉରକେଲା ଷ୍ଟା଼ଡିୟମ ପରିଦର୍ଶନ କଲେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ

ରାଉରକେଲା : ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା  ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ…

ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିବା ଜଣାପଡିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟାର୍ଗେଟରେ ଥିବା ଯୁବକ । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ…