Latest Odisha News

BREAKING NEWS

Browsing Category

ସହର

City

କିଟ୍‍ କନଭେନସନରେ ୭୭ତମ ଆଇଆଇଏମ୍‍-ଏଟିଏମ୍‍ ମିଟ୍‍ ଉଦଘାଟିତ

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଟାଲ୍ସ ର ୭୭ତମ ବାର୍ଷିକ ବୈଷୟିକ ବୈଠକ ଏବଂ ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡସ୍ ଭୁବନେଶ୍ୱରସ୍ଥିତ କିଟ୍‍ କନଭେନସନ୍‍ ସେଣ୍ଟରଠାରେ ଆଜି ଉଦଘାଟିତ ହୋଇଛି । ଧାତବ ଶିଳ୍ପର ଏହି ଅଗ୍ରଣୀ କାର୍ଯ୍ୟକ୍ରମ ଚଳିତ ନଭେମ୍ବର ୨୨ ତାରିଖ ଆଜିର ଦିନରୁ ଆରମ୍ଭ…

ଚନ୍ଦ୍ରଶେଖରପୁର ସ୍ଥିତ ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଆଜି (ବୁଧବାର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆଜି ଅପରାହ୍ନରେ ଓମଫେଡ୍…

ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ

ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ । ଏହି ଘଟଣାର ଏକ ସିସି ଟିଭି ଫୁଟେଜ ଭାଇରାଲ ହେବାରେ…

ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା

ଭୁବନେଶ୍ଵର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା…

ବିଧାନସଭା ସାମ୍ନାରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି

ଭୁବନେଶ୍ଵର: ରାଜସ୍ଵ ଜମିପଟା ପ୍ରଦାନ ଦାବିରେ ତେଜିଲା ବିଦ୍ରୋହ । ବିଧାନସଭା ସମ୍ମୁଖରେ ପୋଲିସ-ସାଲିଆ ସାହି ବସ୍ତିବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ଵ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବସ୍ତିବାସିନ୍ଦା । ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ଏବଂ…

କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭବ ଭିଡ, ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ…

ପୁରୀ: ପବିତ୍ର କାର୍ତ୍ତିକ ମାସ ଯୋଗୁଁ ଶ୍ରୀକ୍ଷେତ୍ରରେ ଅସମ୍ଭବ ଭିଡ ପରିଲକ୍ଷିତ ହେଇଛି। ଆସନ୍ତାକାଲିଠୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।…

ଓଡ଼ିଶାରେ ହେଲା ଜିଓ ଏୟାରଫାଇବର୍ ସେବାର ଶୁଭାରମ୍ଭ, ଭୁବନେଶ୍ୱର ଓ କଟକରେ ହେଲା ଲାଇଭ୍

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ଆଜି ଓଡ଼ିଶାରେ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‍ ଏଣ୍ଟରଟେନ୍‌‍ମେଣ୍ଟ, ସ୍ମାର୍ଟ ହୋମ୍‌‍ ସେବା ଏବଂ ହାଇ-ସ୍ପିଡ ବ୍ରଡ୍‌‍ବ୍ୟାଣ୍ଡ୍‌‍ ସମନ୍ୱିତ ଏଣ୍ଡ୍‌‍-ଟୁ-ଏଣ୍ଡ୍‌‍ ସମାଧାନ ଜିଓଏୟାରଫାଇବ‍ର୍ ସେବା ଶୁଭାରମ୍ଭ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର, ୨ମୃତ, ୧୨ ଆହତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର । ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଉଛନ୍ତି ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର…

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ନିର୍ବାଚିତ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ବିଧାନସଭାର ଉପବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଚଳିତ ମାସ ୪ ତାରିଖରେ ସାଲୁଗାଙ୍କୁ…

ରାଜଧାନୀର ରାଜପଥ ହେବ ଲୋକାରଣ୍ୟ, ଡିସେମ୍ବର ଶେଷ ରବିବାର ସକାଳେ ଆରମ୍ଭ ହେବ ‘ରାହାଗିରି’

ଭୁବନେଶ୍ବର: ଶୀତୁଆ ସକାଳରେ ଏବେ ରାଜପଥରେ ଜମିବ ଭିଡ । ରାଜଧାନୀରେ ପୁଣି ଆରମ୍ଭ ହେବ ପଥଉତ୍ସବ 'ରାହାଗିରି' । ଡିସେମ୍ବର ୧୦ ତାରିଖ ଶେଷ ରବିବାର ଓ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି ଅନୁଷ୍ଠିତ ହେବ । ଏନେଇ…