Latest Odisha News

BREAKING NEWS

Browsing Category

ସହର

City

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୯ଜଣ କରୋନା ପଜିଟିଭ ଚିହ୍ନଟ…

ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ

ଭବାନୀପାଟଣା:ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ । ଦୀର୍ଘ ୨୫ବର୍ଷ ହେଲା ଦାବି ଶୁଣୁନଥିଲେ ସରକାର । ସବଡ଼ିଭିଜନ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଆନ୍ଦୋଳନ ଚାଲୁଥିଲା । ହେଲେ ସରକାର କର୍ଣ୍ଣପାତ କରୁନଥିଲେ । ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର, ନର୍ଲା…

ରାଜଧାନୀ ଛାତିରେ ଲୁଟେରାଙ୍କ ରାଜୁତି, କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼େଲଟା ଛକରେ ଥିବା ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ଲକ୍ଷ୍ମୀ ନାରାୟଣ ନାମକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କୋଟିଏରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି । ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ୧ କେଜି ସୁନା, ୧୦କେଜି ରୁପା ଓ…

ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ଜୱାଦ, ଆଜିଠୁ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଜୱାଦ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା । ଜୱାଦ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ।…

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର…

[ଭିଡ଼ିଓ] କଳିଙ୍ଗ ଷ୍ଟାଡିୟମରେ ପାଣି

ଭୁବନେଶ୍ବର: ଜୱାଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ୍ ରେ ମ୍ୟାଚ୍ ଚାଲଇଥିବା ବେଳେ ଏଠାରେ ମଧ୍ୟ ବର୍ଷା ପ୍ରଭାବ ଦେଖିବାକୁ ମିଳିଥିଲା । ହକି ଷ୍ଟାଡିୟମରେ ପାଣି ପଶିଯାଇଥିବା ବେଳେ ଖେଳ ବାଧା ପ୍ରାପ୍ତ ହୋଇଥିଲା । ଖେଳାଯିବାକୁ ଥିବା ପ୍ରଥମ…

[ ଭିଡ଼ିଓ] ପୁରୀ ପାଖ ଦେଇ ଚାଲିଯିବ ‘ଜୱାଦ’

ଭୁବନେଶ୍ବର: ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର…

[ଭିଡ଼ିଓ]ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି କମ୍ ରହିଛି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି ଭଲ ରହିଛି । ସନ୍ଦୀଗ୍ଧ ସକ୍ରମିତଙ୍କ…

ପ୍ରବଳ ବର୍ଷା ଯୋଗୁ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍ । ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ । ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପବନ ଓ ବର୍ଷା…

ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି । ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼ ହୋଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି,…