Latest Odisha News

BREAKING NEWS

Browsing Category

ସହର

City

୭ ଜିଲ୍ଲାରେ ବର୍ଷା ଓ ଘଡଘଡି ନେଇ ସତର୍କ ସୂଚନା

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଏହାର ପ୍ରଭାବରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ବର୍ଷା ଓ ଘଡଘଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।…

ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀର ମିଳୁନି ପତ୍ତା

କଟକ: ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ  ହାତୀକୁ ଉଦ୍ଧାର କରିବା ପାଇଁ ହାତୀଟିକୁ…

ପୋଲିସ ନାଁ ରେ ସଙ୍ଗୀନ ଅଭିଯୋଗ , ଦାବି ପୁରଣ ନହେଲେ ଆତ୍ମହତ୍ୟା ଧମକ ଦେଲେ ମୃତ ବ୍ୟକ୍ତିଙ୍କ ଭାଇ

ବରଗଡ଼ : ପୋଲିସ ଗାଁ ଲୋକ ମୁହାଁମୁହିଁ । ବରଗଡ଼ ଟାଉନ ଥାନା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ । ଘରୁ ଡାକି ପୋଲିସ ଜଣେ ଯୁବକଙ୍କୁ ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ସୂଚନା ଅନୁସାରେ ଟାଉନ ଥାନା ପୋଲିସ ତୋରା ଗାଁ ର ୨୫ ବର୍ଷୀୟା ଯୁବକ ଗୋବିନ୍ଦ କୁମାରଙ୍କୁ କୌଣସି କାରଣରୁ ରାତି ୨ ଟାରେ…

କେନ୍ଦୁଝରରେ ଘନ କୁହୁଡିକୁହୁଡ଼ିଆ ପାଗ

କେନ୍ଦୁଝର : କିଛି ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେନ୍ଦୁଝରରେ କୁହୁଡିଆ ପାଗ । ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ହୋଇଯାଇଥିଲା ପୁରା କେନ୍ଦୁଝର । କୁହୁଡି ଯୋଗୁ ଗାଡିମଟରରୁ ନେଇ ଯିବା ଆସିବାରେ ବହୁ ଅସୁବିଧା ଦେଖିବାକୁ ମିଳିଥିଲା । ତେବେ ବ୍ୟାପକ ଜଙ୍ଗଲ କ୍ଷୟ ଓ…

ଦନ୍ତା ହାତୀର ମୃତଦେହ ଠାବ

ଅନଗୁଳ:ଅନଗୁଳରେ ଦନ୍ତା ହାତୀର ମୃତଦେହ ଠାବ । ନୁଖୁରିପଦା ଗ୍ରାମର ନୂଆଁବନ୍ଧ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବା ବେଳେ  ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ । ଶୁକ୍ରବାର ବିଳମ୍ବିତ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ SRCଙ୍କ ସମୀକ୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ SRCଙ୍କ ସମୀକ୍ଷା । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏସଆରସି କଥା ହୋଇଛନ୍ତି । ଏସଆରସିଙ୍କ କାର୍ଯ୍ୟାଳୟରେ ଭର୍ଚ୍ଚୁଆଲରେ ସବୁ…

ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସଆରସି

ଭୁବନେଶ୍ୱର: ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ନୁହେଁ । ମୃତ୍ୟୁ ଖବର ନେଇ ଜଣାଇବାର ୧୦ ମିନିଟ୍‌ ପରେ ଏହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏସ୍‌ଆରସି । ଏସ୍‌ଆରସି ଦୁଃଖ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସୋନପୁରରେ ଶୋକସଭା

ସୋନପୁର : ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର ସହରର ପ୍ରଭାସ ଲଜ ସଭାଗୃହରେ ସୋନପୁର ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗଦେଇ…

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ୨୦୨୦ ପରୀକ୍ଷା ଫଳ, ଶୁଭମ କୁମାର ସର୍ବଭାରତୀୟ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ମେନ ପରୀକ୍ଷାଫଳ ପ୍ରକାଶ ପାଇଛି | ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର | ସେହିପରି ଦ୍ଵିତୀୟ ସ୍ଥାନରେ ଜାଗୃତି ଆସ୍ୱସ୍ଥି ଅଛନ୍ତି | ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବାବେଳେ…