Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ବ୍ରାଉନସୁଗାର ମାଫିଆ ସୋମନାଥକୁ ୫ ରାଉଣ୍ଡ ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳକୁ ଗୁଳିମାଡ଼। ରାତିରେ ପିକ୍ଅପ୍ ଭ୍ୟାନରେ ଆସି ୫ ରାଉଣ୍ଡ ଗୁଳି ଫୁଟାଇଲେ ଅଜଣା ଦୁର୍ବୃତ୍ତ। ଘଟଣାସ୍ଥଳରୁ ତିନିଟି ଖୋକା ଜବତ କରିଛି ପୋଲିସ। ତେବେ ସୋମନାଥକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା…

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ ।କୂଅରେ ପଡ଼ି ନାବାଳକର ମୃତ୍ୟୁ। ଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା । ସୂଚନା…

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ‘ସାଥୀ’ ଆୟୋଜିତ

ଭୁବନେଶ୍ୱର : ଜଣାଶୁଣା ସାମାଜିକ ସଙ୍ଗଠନ ବିଚାର ଭାରତୀ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ମହର୍ଷି ମହିଳା ମହାବିଦ୍ୟାଳୟରେ ‘ସାଥୀ' ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ବାଲ୍ୟ ବିବାହ,…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ସିମୋର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଲା ବାଙ୍କୀରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ,…

ଖମଙ୍ଗରେ ଜିଲ୍ଲା କାରିଗର ସମାବେଶ: ହସ୍ତଶିଳ୍ପ ବିକାଶ ପରିଷଦ ପୁଣି କାର୍ଯ୍ୟକ୍ଷମ ଦାବି

ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ଦାବି ଜଣାଇଲା ଓଡ଼ିଶା ଶିଳ୍ପୀ ମହାସଂଘ । ଖମଙ୍ଗ ଶାସନ ଠାରେ ଶିଳ୍ପୀ ମହାସଂଘ ଦ୍ୱାରା ଆୟୋଜିତ ଖୋର୍ଦ୍ଧା ଜିଲ୍ଲା କାରିଗର ସମାବେଶରେ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

[ଦେଖନ୍ତୁ ଭିଡିଓ] ଚିଲିକାରେ ଚାଲିଲା ହାଉସ ବୋଟ ‘ଗରୁଡ’: ପର୍ଯ୍ୟଟକଙ୍କ ପାଇଁ ବୋଟରେ ରହିଛି ସବୁ ସୁବିଧା

ଖୋର୍ଦ୍ଧା : ରାଜ୍ୟରେ ପ୍ରଥମ ଥର ପାଇଁ ଚିଲିକାରେ ଆଜିଠାରୁ ଚାଲିଲା ହାଉସ ବୋଟ । ଏହି ବିଳାସପୁର୍ଣ୍ଣ ହାଉସ ବୋଟ ଗରୁଡକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର…

ସକାଳୁ ସକାଳୁ ଅଘଟଣ: ନଦୀରେ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ

ଖୋର୍ଦ୍ଧା  : ସକାଳୁ ସକାଳୁ ଘଟିଛି ଅଘଟଣ। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଶ୍ରୀନିବାସପୁର ଗାଁରେ । ମୃତକ ଦୁଇଜଣ ହେଉଛନ୍ତି ଆଈ ନାତୁଣୀ। ରବିବାର ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀପଠାରେ ଅଚେତ ଅବସ୍ଥାରେ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ରଦ୍ଦ କଲେ ହାଇକୋର୍ଟ, ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ରଦ୍ଦ ହୋଇଛି । ଓଡିଶା ହାଇକୋର୍ଟ ଏହି ଜାମିନକୁ ରଦ୍ଦ କରିଛନ୍ତି । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ଶୁକ୍ରବାର ଏହାର ରାୟ ପ୍ରକାଶ କରିଛନ୍ତି । ଆସନ୍ତା ୨୩…