Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମ ଜିଲା କ୍ରିକେଟ ସଂଘର ସଭାପତି ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ

ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ,…

ଘରୋଇ ବିଦ୍ୟାଳୟରେ ଚାଲିଥିଲା ନକଲି ମଦ କାରଖାନା

ରାଉରକେଲା: ବିଦ୍ୟାଳୟ ଭିତରେ ଚାଲିଥିଲା ନିଶା କାରବାର । ଜହରରେ ହେଉଥିଲା ଅପମିଶ୍ରଣ । ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲଗାଇ ହେଉଥିଲା ବାହାରେ ବିକ୍ରି । ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଫୁଲଝର ଅଞ୍ଚଳର ଏକ ଘରୋଇ ସ୍କୁଲରେ ବେଧଡ଼କ ଭାବେ ନକଲି ମଦ କାରଖାନା ଚାଲିଥିଲା ।…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଟୋରେ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଲାଣ ମାମଲା ଥମିବାର ନାଁ ନେଉନି । କେତେବେଳେ କାର ତ ଆଉ କେବେ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଛି । ଆଜି ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଧରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ପାରଳାଖେମୁଣ୍ଡି ଅବକାରୀ ବିଭାଗର ସ୍କ୍ୱାଡ୍ ପାଟ୍ରୋଲିଂ ବେଳେ…

ପୁରୀରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ: ବାଟ ହୁଡ଼ୁଛନ୍ତି ଯୁବପିଢ଼ି । ବାଇୟା କରୁଛି ବ୍ରାଉନସୁଗାର । ପୁରୀରୁ ପୁଣି ଥରେ ଜବତ ହୋଇଛି ଧଳା ଜହର । ଆଜି ଅବକାରୀ ବିଭାଗର ସ୍କ୍ୱାଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨…

୨୦୨୪ ରେ ବିଜେଡ଼ି ଓ କଂଗ୍ରେସ ଡିଲ କାମ ଦେବନି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ଓ କଂଗ୍ରେସ ଏକାଠି ହେବାରୁ ବିଜେପି ନିର୍ବାଚନରେ ହାରିଗଲା। ଏବେ ଯେଉଁଭଳି ଡିଲ୍ ହୋଇଛି ତାହା ଆଗାମୀ ଦିନରେ ଅର୍ଥାତ୍ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କାମ ଦେବନି। ଏହା କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆଜି ପୁଣିଥରେ ସମାନ କଥା…

‘କଂଗ୍ରେସ ଭୋଟ୍ ବିକ୍ରି’: ଜୟନାରାୟଣଙ୍କ ଦାବିକୁ ସତ କହିଲେ ସୁର, ଖାରଜ କଲେ ପିସିସି ସଭାପତି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବିରୋଧୀ ବିଜେପି ଆଣିଛି ବିଜେଡି-କଂଗ୍ରେସର ଭିତିରି ଚୁକ୍ତି କଥା। ବିଭିନ୍ନ ସମୟରେ କଂଗ୍ରେସ ବିଜେଡି-ବିଜେପି ଗୋଟିିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଅଭିଯୋଗ ଆଣୁଥିବା ବେଳେ ଏବେ କିନ୍ତୁ ଖୋଦ୍ କଂଗ୍ରେସ ଏବଂ…

ଏବେ ସାମିଲ୍ ହେବ ନାହିଁ ନୂଆ ବିଷୟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ କୌଣସି ନୂଆ ବିଷୟ ସାମିଲ୍ କରାଯିବ ନାହିଁ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଚଳିତ ବର୍ଷର ପାଠପଢ଼ା ଆରମ୍ଭ ହୋଇ ଯାଇଥିବାରୁ ଆଉ କୌଣସି ନୂଆ ବିଷୟ ସାମିଲ୍ ହେବ ନାହିଁ । ତେବେ…

ଭୁଜାଲି ଦେଖାଇ ଲୁଟିନେଲେ ତିନିଲକ୍ଷ ଟଙ୍କା

ଅନୁଗୁଳ: ଭୁଜାଲି ଲଗାଇ ଲୁଟିନେଲେ ୩ ଲକ୍ଷ ଟଙ୍କା ।  ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୂରରେ ଲୁଟ୍ । ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି…

ଯୋବ୍ରା ବ୍ୟାରେଜରେ ସନ୍ତରଣ ଶିଖିବାବେଳେ ମହାନଦୀରେ ବୁଡ଼ି ମୃତ

କଟକ: ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୀର ବଜାରର ସୋହେଲ ଖାନ । ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେ ଅଘଟଣ ଘଟିଛି । ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ରୁ ଅଧିକ…

ପଥ ଉତ୍ସବରେ ନାଚିଲେ, ଗାଇଲେ ଓ ଖେଳିଲେ ଜୟପୁରବାସୀ

ଜୟପୁର: ଜୟପୁରରେ ଆରମ୍ଭ ହେଲା ପଥ ଉତ୍ସବ । ଜିଲା ପ୍ରଶାସନ ତରଫରୁ ଜୟପୁର ପୌର ପାଳିକା ଦ୍ୱାରା ଅନୁଷ୍ଠିତ ହୋଇଥି ପଥ ଉତ୍ସବ। ବିଧାୟକ ତାରା ପ୍ରସାଦ ବାହିନିପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଚ, ଗୀତରେ ଉଛୁଳି ଉଠିଥିଲା ପଥ । ବିଭିନ୍ନ ପ୍ରକାର ଖେଳ କସରତରେ ବି ସାମିଲ…