Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରିରେ ବିଏସଏଫ ବାହିନୀର ଜନକଲ୍ୟାଣ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ । ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନୀର ଯବାନମାନେ ପ୍ରତିମାସରେ ଗୋଟିଏ ଆଦିବାସୀ ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଘରୋଇ…

ରାଜ୍ୟର ୫ଟିି ଜିଲ୍ଲାରେ ଟିକାକରଣ ହାର କମ ରହିଛି : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ୫ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅନୁଗୁଳ ମୟୂଭଞ୍ଜ , ଜଗପତି, କଟକ ସୁନ୍ଦରଗଡରେ ଟିକାକରଣ ହାର କମ ରହିଛି । ଏହି ଅଞ୍ଚଳରେ ଅଧିକାଂଶ…

ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧି ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଜଣେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ…

ଓଡ଼ିଶାରେ ଆହୁରି ଦୁଇ ମାସ ଯାଏ ବଢ଼ିବ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ୯ ହଜାର ମୁହାଁ ହେଲାଣି ଦୈନିକ କରୋନା କେସ୍ । ଆହୁରି ଦୁଇ ମାସ ଯାଏ ରାଜ୍ୟରେ ବଢ଼ିବା ଅବସ୍ଥାରେ ରହିବ କରୋନା ଟ୍ରେଣ୍ଡ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୪ରୁ ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ଅଧିକ ରହିଛି…

କଟକରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

କଟକ: ଆପାର୍ଟମେଣ୍ଟରେ ଲାଗିଲା ନିଆଁ । କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ତୁରନ୍ତ ନିଆଁ ଲିଭା କାମ ଆରମ୍ଭ…

ବାଲୁକା ଚିତ୍ରକଳାରେ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଓଡ଼ିଆ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଏହି ଖବର ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ମିହିର ଦାସଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରକଳାରେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ପୁରୀରେ ଯୁବକଙ୍କୁ ମରାଣାତ୍ମକ ଆକ୍ରମଣ , ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ : ପୁରୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ପୁରୀ କଣ୍ଠପୁରର ଗଦାଧର ବରାଳଙ୍କ ପୁଅ ରାକେଶ ବରାଳଙ୍କୁ କୌଣସି କୌଣସି ଦୁବୃର୍ତ୍ତ ଘରୁ ଫୋନ କରି ଡାକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାକେଶ ଦୁବୃର୍ତ୍ତର ଫୋନ୍ କଲ ଶୁଣି ଘରୁ ବାହାରିଥିଲେ କିନ୍ତୁ କିଛି ସମୟ ପରେ ପୁରୀ ବ୍ରହ୍ମଗିରି…

ବଢ଼ୁଛି ହାତୀ ଉପଦ୍ରବ, ମହିଳାଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା

କାମାକ୍ଷାନଗର: ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଘରୁ ଘୋଷାଡ଼ି ନେଇ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା । ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୋହନପଶି ଗାଁରେ । ଘଟଣାସ୍ଥଳରେ ହିଁ ମହିଳାଙ୍କ…

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ, ମୁଖାଗ୍ନି ଦେଲେ ପୁଅ ଅମ୍ଳାନ

କଟକ: ଅଫେରା ରାଇଜରେ ମିହିର ଦାସ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି । ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ଓଡ଼ିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ମିହିର ଦାସ । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ପୁଅ…

ଆଜିଠାରୁ NEET PG କାଉନସେଲିଂ

ନୂଆଦିଲ୍ଲୀ: ମେଡିକାଲ୍ ପାଠ୍ୟକ୍ରମମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି NEET-PG କାଉନସେଲିଂ । ୪ ମାସ ବିଳମ୍ବରେ କାଉନସେଲିଂ ଆରମ୍ଭ ହେଉଛି । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂ ବିଳମ୍ବ ଯୋଗୁ ଆଡମିସନ୍ ହୋଇପାରିନଥିଲା । ଗତ ୭ ତାରିଖରେ NEET-PG…