Latest Odisha News

BREAKING NEWS

Browsing Category

ଓଡିଶା

Odisha

ଠିଆ ହୋଇଥିବା ଗାଡ଼ିକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଓ ଜଣେ ଗୁରୁତର

କଟକ: ଅଶୁଭ ମଙ୍ଗଳବାର । ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି…

ସରିଲା ଦେବଦମ୍ପତି ବିବାହ, ଆଜି ଯୁଗଳ ଦର୍ଶନ

ସମ୍ୱଲପୁର: ଶୀତଳଷଷ୍ଠୀରେ ହେଲା ଦେବଦମ୍ପତି ବିବାହ । ଦେବୀ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଧାର୍ଯ୍ୟ ଲଗ୍ନ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହର-ପାର୍ବତୀଙ୍କ ବିବାହ ସମ୍ପାଦିତ ହୋଇଥିଲା । କୋଭିଡ୍ କଟକଣା ଭିତରେ ନିରାଡମ୍ବର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା ବିବାହ…

କରୋନା ମାଡରେ ଘାଇଲା, ଆତ୍ମସର୍ପଣ କଲେ ୧୯ ମାଓବାଦୀ

ମାଲକାନଗିରି: ଧ୍ୱସ୍ତ ହେବାରେ ଲାଗିଛି ମାଓବାଦୀଙ୍କ ମିଛ ଦମ୍ଭ । ମାଓ ଶିବିରରୁ ଛତ୍ରଭଙ୍ଗ ଦେଲେଣି ମାଓବାଦୀ । କିଛି କରୋନା ସଂକ୍ରମଣକୁ ଡରି ତ ଆଉ କିଛି ସତ୍ୟତା ହୃଦୟଙ୍ଗମ କରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ମାଓବାଦୀ ଆଖ୍ୟାକୁ ଆଡେଇ ଆଜି ତେଲେଙ୍ଗାନା କୋତ୍ତାଗୁଡେମ୍ ଜିଲ୍ଲାରେ…

ଆଗେଇ ଚାଲିଛି ତିନି ରଥ କାମ

ପୁରୀ : ରଥ ନିର୍ମାଣ ବେଶ ଆଗୁଆ ଚାଲିଛି । ୯ ଦିନ ପୂର୍ବରୁ ଉଠିଛି ତିନି ରଥର ଚାରିନାହାକା ।  ଗତକାଲି ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା । ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ଆଜି ଭୋଇ ସେବକ ମହାରଣାଙ୍କ ନିର୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।…

ଐତିହ୍ୟ ଗ୍ରାମ ରଘୁରାଜପୁରରେ ପଟ୍ଟଚିତ୍ର ଶିଳ୍ପୀଙ୍କୁ ସରକାରୀ ସହାୟତା

ପୁରୀ : ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁରରେ ଦେଖିବାକୁ ମିଳିଛି ନିଆରା ଚିତ୍ର । ନିଜ ନିଜ ଘର ଦୁଆର କାନ୍ଥରେ ଶିଳ୍ପୀମାନେ ପାରମ୍ପରିକ ଚିତ୍ରକଳା ଆଙ୍କିବାରେ ବ୍ୟସ୍ତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର, ଶ୍ରୀକୃଷ୍ଣ ଲୀଳା, ଗିରି ଗୋବର୍ଦ୍ଧନ ପୂଜା, ରଥଯାତ୍ରା ସହ କୋଭିଡ…

ବଣ୍ଡାଘାଟିରେ ୭୦୦ ଜଣଙ୍କୁ ଦିଆ ଯାଇଛି କରୋନା ଟିକା

ମାଲକାନଗରି: ମାଲକାନଗିରି ବଣ୍ଡାଘାଟିରେ କୋଭିଡ ଟିକାକରଣ ହୋଇଛି। ବର୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଦିଆ ଯାଇଛି କରୋନା ଟିକା। କୋରୋନ ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ। ଆଦିମ…

ପୁଣି ଜବତ ହେଲା ଗଞ୍ଜେଇ

ମୁନିଗୁଡା : ମୁନିଗୁଡା ପୋଲିସକୁ ମିଳିଲା ସଫଳତା । ଚୋରା ଚାଲାଣ ବେଳେ ପୁଣି ଧରାପଡ଼ିଲା ଗଞ୍ଜେଇ । ବାଇକ ସହ ୨୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି । ଗାଡ଼ି ସହ…

ଭୁବନେଶ୍ବରରେ ଟିକା ନେଲେଣି ୧୦ ଲକ୍ଷରୁ ଅଧିକ ଲୋକ 

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ ଟିକାକରଣକୁ ସହଜ…

କିରୋସିନ ଢ଼ାଳି ଅଙ୍ଗନଓ୍ବାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗରରେ ଅଭାବନୀୟ ଘଟଣା । କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଙ୍ଗଓ୍ବାଡି କର୍ମୀ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଓ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ…

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି…