Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁପଚୁପ୍ ଖାଉ ଖାଉ ଚାଲିଗଲା ମହିଳାଙ୍କ ପ୍ରାଣ

ସୁନ୍ଦରଗଡ: ଏମିତିବି ଆସେ ମୃତ୍ୟୁ । ଗୁପଚୁପ ଖାଉ ଖାଉ ଚାଲିଗଲା ମହିଳାଙ୍କ ପ୍ରାଣ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଦା ଥାନା ଅଞ୍ଚଳରେ । ଗୁପଚୁପ ଖାଇବାର ଭାରି ମୂଲ୍ୟ ଦେବାକୁ ପଡିଛି ମହିଳାଙ୍କୁ । ମୃତ ମହିଳାଙ୍କ ନାମ ହେଉଛି ନାମ ଫୁଲମତି କିଷାନ (୩୦)। ଖବର…

ଦଳ ଛାଡିବାର ପ୍ରଶ୍ନ ଉଠୁନି: ରବିନ୍ଦ୍ର ଜେନା

ବାଲେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା । କହିଛନ୍ତି ନିଜ ପାଇଁ ଆଉ ମାଗିବେନି ଭୋଟ୍ । ଏପରିକି ଗତ ଜାନୁଆରୀ ମାସରୁ ସେ ଏନେଇ ଘୋଷଣା କରିସାରିଥିବା ସୂଚନା ଦେଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ସେ ପ୍ରବଳ…

୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଲା ସର୍ବାଧିକ ୧୫ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

୩୦ ଜିଲ୍ଲାରୁ ଆଜି ପୁଣି ୪୨୩୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ଚାଲିଛି କରୋନା ମହାମାରୀ । ଗତ ୨୪ ଘଂଟା ମଧ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ ନୂଆ ୪୨୩୭ଟି କରୋନା ମାମଲା ଚିହ୍ନଟ ହୋଇଛି । ଏଥିରେ ୧୭୫୨ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୮୫ଟି କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ମାମଲା ମଧ୍ୟରୁ…

୪ ଦିନ ହେଲା ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ

ରାଜନଗର: ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ । ଦୀର୍ଘ ୪ ଦିନ ହେବ ଉଭୟଙ୍କ ମୃତଦେହ ପଡିଛି ରହିଛି । ଗ୍ରାବବାସୀ ଶବସତ୍କାର କରୁନଥିବାରୁ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଲାଣି । ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି…

ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ । ମୃତକଙ୍କ କରୋନା ପରୀକ୍ଷା ନକରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ । ଏଥିସହ ଯେଉଁ ସରକାରୀ…

OJEE ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି ।…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର: ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ଗେଟ୍ ଖୋଲି ଦିଆଯାଇଛି । ୧ଲକ୍ଷ ୭୦ହଜାର ୨୧୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର…

ରାୟଗଡାରେ ଅନରକିଲିଂ ଅଭିଯୋଗ, ତିିନି ମାସ ପରେ ହେଲା ଘଟଣାର ପର୍ଦ୍ଦାଫାଶ

ରାୟଗଡା: ରାୟଗଡାରେ ତିନି ମାସ ତଳେ ହୋଇଥିବା ଏକ ଅନରକିଲିଂର ପର୍ଦ୍ଦାଫାଶ ହୋଇଛି । ଭଉଣୀର ପ୍ରେମିକକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ ସୁରାକ ଲୁଚାଇବାକୁ ଉଦ୍ୟମ କରିଥିଲା ହତ୍ୟାକାରୀ ଭାଇ । କିନ୍ତୁ ତିନି ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସୂଚନା…

ଗଂଜାମରେ ଆସନ୍ତା ୨୪ ତାରିଖରୁ ପାଳନ ହେବ କୋଭିଡ ସପ୍ତାହ

ଛତ୍ରପୁର: ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ ଗଂଜାମରେ ଜିଲ୍ଲାସ୍ତରୀୟ କୋଭିଡ ସପ୍ତାହ ପାଳନ ହେବ । ଏହି ସପ୍ତାହରେ ସଚେନତାକୁ ବ୍ୟାପକ କରାଯିବାର ଲକ୍ଷ୍ୟ ରହିଛି । ଏ ନେଇ ଆଜି ଜିଲ୍ଲାପାଳ ବିଜୟ ଅମନୃତ କୁଲାଙ୍ଗେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ…