Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ । ଏହିପରି ନୀତିକାନ୍ତି ଅନ୍ୟ କେଉଁ ଦେବାଦେବୀଙ୍କ ମନ୍ଦିରରେ ସାଧାରଣତଃ ଦୃଶ୍ୟମାନ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ନାବାଳକ ମୃତ

କୋରାପୁଟ: ଶୁକ୍ରବାର ସକାଳୁ କୋରାପୁଟ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଘଟଣା । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪ ନାବାଳକ । ମିଳିଥିବା ସୂଚନା ଅନୁସାରେ କୋରାପୁଟ ସ୍ଥିତ ପାଡୁଆ ଡାକବଙ୍ଗଳା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବାଇକରେ ୪ ଜଣ ନାବାଳକ ଯାତ୍ରା…

କରୋନା ପଜିଟିଭ ଚିହ୍ନଟ ହେଲେ ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ

ବ୍ରହ୍ମପୁର: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକି ମିଶ୍ର। ପୋଲିସକର୍ମୀ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ପୋଲିସ ଷ୍ଟେସନକୁ ୨ ରୁ ୩ ଦିନ ଯାଏଁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି। ଗଞ୍ଜାମରେ…

ରାଉରକେଲାରେ ପ୍ରଥମ ମୁଣ୍ଡ ନେଲା କରୋନା

ରାଉରକେଲା: ରାଉରକେଲା ସହରରେ ପ୍ରଥମ କରୋନା ରୋଗୀଙ୍କ ମୁତ୍ୟୁ। ମୃତ୍ୟୁଙ୍କ ବୟସ ୬୪ ବର୍ଷ। ନିକଟରେ ଝାଡ଼ଖଣ୍ଡରୁ ଫେରିଥିବା ଏହି ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ତାଙ୍କର ମୃତଦେହକୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ରଖାଯାଇଥିବା ସୂଚନା। ତାଙ୍କ…

ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ପରମ୍ପରା ଅନୁଯାୟୀ ଆଜି ତ୍ରୟୋଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧରପଣା ନୀତି । ରଥ ଉପରେ ତିନି ଠାକୁରଙ୍କ ଏହି ନୀତି ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଏହି…

କାଳିଆ ପରେ ‘ବଳରାମ’ ଯୋଜନା

ଭୁବନେଶ୍ୱର: ଚାଷୀଙ୍କ ପାଇଁ କାଳିଆ ପରେ ଆସିଲା ନୂଆ ଯୋଜନା 'ବଳରାମ' । ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଏଥିରେ ରାଜ୍ୟର ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ସରକାର ଯୋଗାଇ ଦେବେ କୃଷି ଋଣ । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ବେଆଇନ୍ ମଦ ବିକ୍ରି ବେଳେ ଚଢାଉ, ୨ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶ ମଦ ବିକ୍ରି ବେଳେ ସ୍ପେଶାଲ୍ ସ୍କ୍ୱାଡର ଚଢ଼ାଉ । ବାଲିଅନ୍ତା ଥାନା ଅନ୍ତର୍ଗତ ତଳଗଡ଼ରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଖାନନଗର ଅଞ୍ଚଳର ଅରୁଣ ପ୍ରଧାନ ଓ ତଳଗଡ଼ର ସଞ୍ଜୟ ଭୋଇ । ଚଢ଼ାଉ ବେଳେ ପୋଲିସ ବିଭିନ୍ନ ବ୍ରାଣ୍ଡର ୨୧୨ ବୋତଲ ବିଦେଶୀ ମଦ…

କଟକ କ୍ୟାନସର ହସ୍ପିଟାଲରେ ଆଉ ୫୫ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଆଉ ୫୫ କରୋନା ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ଏତେ ସଂଖ୍ୟକ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଜଣେ ନର୍ସ, ୧୮ ଜଣ ରୋଗୀ ଓ ରୋଗୀଙ୍କ ୩୬ ଜଣ ସମ୍ପର୍କୀୟ । ସମସ୍ତଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । କଟକ ଜିଲ୍ଲା…

ସାପ୍ତାହିକ ସଟଡ଼ାଉନରେ ସାମିଲ୍ ହେଲା ଆଉ ଏକ ଜିଲ୍ଲା

ରାୟଗଡ଼ା: ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଜୁଲାଇ ମାସରେ ସାପ୍ତାହିକ ସଟଡ଼ାଉନ କରିବା ନେଇ ଗୁରୁବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଓ ସଂଗରୋଧ ଜରୁରୀ ହୋଇପଡ଼ିଛି ଏବଂ ଏହି କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ସମ୍ ହସପିଟାଲରେ ହେବ କୋଭିଡ-୧୯ ଭ୍ୟାକସିନ୍‌ର ପରୀକ୍ଷଣ

ଭୁବନେଶ୍ୱର: ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ…