Latest Odisha News

BREAKING NEWS

Browsing Category

ପୁରୀ

Puri

ଓଜେଏସ ରେଜଲ୍ଟ: ବାପାଙ୍କ ସ୍ଵପ୍ନ ପୁରଣ କରିବା ଥିଲା ପ୍ରଥମ ଇଚ୍ଛା, ଦ୍ଵିତୀୟ ପ୍ରୟାସରେ ପାଇଲେ ସଫଳତା

ପୁରୀ: ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ । ପ୍ରଥମ ପ୍ରୟାସରେ ଭୁବନେଶ୍ଵର ଝିଅ ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଥିବା ବେଳେ ନିଲିଶା ପଟ୍ଟନାୟକ ଦ୍ଵିତୀୟରେ ଓ ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାରି ଭିତରେ ପୁରୀର ଝିଅ ଶୁଭଶ୍ରୀ ସୌମ୍ୟାକାନ୍ତି ପ୍ରଧାନ…

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥିଲେ । ପରିବାର ଲୋକ ନାବାଳକ…

ଶ୍ରୀକ୍ଷେତ୍ରରେ ଶୌଚାଳୟ ସମସ୍ୟା !

ପୁରୀ : ଶୌଚାଳୟ ପାଇଁ ହନ୍ତସନ୍ତ ପର୍ଯ୍ୟଟକ  । ସକାଳ ପାହିଲେ ଯେଉଁଠାକୁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ସେଠି ଶୌଚାଳୟର ଅବ୍ୟବସ୍ଥା ।  ଦିଗବାରେଣି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ମାତ୍ର ଗୋଟିଏ ସ୍ଥାନରେ ଶୌଚାଳୟ କୁ ଭରସିଛନ୍ତି ପର୍ଯ୍ୟଟକ । ଲାଇଟ୍ ହାଉସ ପାଖ…

ପୁଣି ଚମକିଲେ ଶ୍ରୀକ୍ଷେତ୍ର ବୋହୂ, ରୋପ୍ୟ ଜିତିଲେ ମିସ୍ ଇଣ୍ଡିଆ ଗ୍ଲାମର ମଧୁସ୍ମିତା

ପୁରୀ: ପୁଣି ଜାତୀୟ ସ୍ତରରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ । ଜିଲ୍ଲା ପାଇଁ ପଦକ ଜିତିଲେ ମିସ୍‌ ଇଣ୍ଡିଆ ଗ୍ଲାମର ମଧୁସ୍ମିତା । ୱାର୍ଲଡ ଫିଟନେସ୍ ଫେଡେରେଶନ ଓ କଳିଙ୍ଗ ବଡି ବିଲିଂ ଆଣ୍ଡ ଫିଟ୍‌ନେସ୍ ଆସୋସିଏଶନ ସହଭାଗିତାରେ ରାଜସ୍ଥାନରେ ମିଷ୍ଟର ଓ ମିସ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା…

ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପୁରୀ : ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  । ଏଥିଲାଗି ଆଜିଠାରୁ ଆରମ୍ଭ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ  । ଭାରତବର୍ଷର ବିଭିନ୍ନ ମନ୍ଦିର , ୪ ଧାମ ଏବଂ ୧୨ଟି ଜ୍ୟୋର୍ତିଲିଙ୍ଗ , ଦାରୁ ଆସିଥିବା ବିଭିନ୍ନ ସ୍ଥାନ କୁ ଯାତ୍ରା କରିବେ…

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା: କରାଗଲା ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା  । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ୧ ଘଣ୍ଟା ଲାଗି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କେହି ଜଣେ ଶ୍ରଦ୍ଧାଳୁ ଆହତ ହୋଇଥିବା ଅନୁମାନ କରାଯାଉଛି ।…

ସଂସଦୀୟ ଗଣତନ୍ତ୍ରକୁ ହତ୍ୟା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା ଇଣ୍ଡିଆ…

ପୁରୀ :  ସଂସଦର ୧୪୨ ଜଣ ସାଂସଦଙ୍କୁ ନିଲମ୍ବନ ଘଟଣା  । ଆଜି ପୁରୀ ରେ କଂଗ୍ରେସ, ଆପ ଏବଂ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।  ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ସରକାରର ଏଭଳି  ଆକ୍ରମଣ କୁ  ସମଗ୍ର ବିଶ୍ଵରେ ସବୁ ସ୍ତରରେ ନିନ୍ଦା କରାଯାଇଛି । ଗଣତାନ୍ତ୍ରିକ ନୀତିକୁ…

ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ

ପୁରୀ :  ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ  । ବାର୍ଷିକ ଦରମା ବୃଦ୍ଧି  କରାଯିବା ସହ  ଯଦି କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସାଧାରଣ ଲୋକଙ୍ଲୋକର ଆକ୍ରମଣର ଶିକାର ହେଉଛନ୍ତି ତେବେ  ଦଣ୍ଡବିଧାନ ସହ ଦୋଷୀମାନଙ୍କ ପ୍ରତି…

ଡିସେମ୍ବର ୨୫ରୁ ପୁରୀରେ ଅନୁଷ୍ଠିତ ହେବ ୨୮ତମ ପୁସ୍ତକ ମେଳା

ପୁରୀ: ପୁରୀ ଶରଧାବାଲି ଠାରେ ଆସନ୍ତା ଡ଼ିସେମ୍ବର ୨୫ ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପି ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ ହେବ । ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା, ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କରାଯିବ ନିମନ୍ତ୍ରଣ

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଗତକାଲି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରଯାଇଥିଲା। ଯଜ୍ଞ ପାଇଁ…