Latest Odisha News

BREAKING NEWS

ଧାମନଗରରେ ଟଙ୍କା ବାଣ୍ଟିବା ଚିତ୍ର, ଅଡୁଆରେ ଶାସକ ଦଳ

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେକେହି ହତବାକ ହୋଇଯିବ କିପରି ଭୋଟ୍ କିଣିବା ପାଇଁ ଟଙ୍କା ବଣ୍ଟା ଚାଲିଛି। ଆଉ ଏସଏଚଜି ମହିଳାଙ୍କୁ ବୈଠକ ପାଇଁ ଡାକି ଖାମ୍ ଭିତରେ ଟଙ୍କା…

ଏଫଆଇଏଚ ପ୍ରୋ ଲିଗ: ରୋମାଂଚକ ମୁକାବିଲାରେ ହାରିଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗର ରବିବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୨-୩ ଗୋଲରେ ସ୍ପେନ ନିକଟରୁ ହାରି ଯାଇଛି । ଏହି ମୁକାବିଲା ଶେଷ ମିନିଟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ୧୬ତମ ମିନିଟରେ ଇଡୁଆର୍ଡ ଡେ ଇଗ୍ନାସିଓ ସ୍ପେନ…

ମଦ, ହାଣ୍ଡିଆ ମିଳିଲାନି: ବନ୍ଦ ହୋଇଗଲା ବିବାହ ଭୋଜି, ପୁଲିସ ବି ନାକେଦମ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ବିବାହ ଭୋଜିରେ ମଦ, ହାଣ୍ଡିଆର ବ୍ୟବସ୍ଥା ହୋଇନଥିବାରୁ ରାଗିଗଲେ ଗାଁ ଲୋକେ। ଆଉ ଅଧା ରହିଗଲା ବିବାହ ଭୋଜି। ଶେଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଜିର ଆୟୋଜନ କରିଥିବା ଲୋକଟି ପୋଲିସର ଦ୍ୱାରାସ୍ତ ହୋଇଥିଲେ। ହେଲେ ପୋଲିସ ମଧ୍ୟ ବୁଝାସୁଝା…

କୋଟିପତି ଚା’ ବାଲାଙ୍କୁ ଟିକେଟ ଦେଲା ବିଜେପି

ଧର୍ମଶାଳା: ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ଆଶାୟୀ ଏବେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ହିମାଚଳପ୍ରଦେଶରେ ଜଣେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଯିଏକି ଜଣେ ବିଜେପିର ପ୍ରାର୍ଥୀ। ଏହି ପ୍ରାର୍ଥୀ ଜଣଙ୍କ ଚା' ବାଲା ହେଲେ ସେ…

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ନିବେଦନ କଲେ ମମତା

କୋଲକାତା: ଗଣତନ୍ତ୍ର ତଥା ଦେଶର ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ, ବିଧାୟକଙ୍କୁ ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଆଜି ବିଜେପି ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ବିଜେପି ୨୦ ରୁ୩୦ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ସରକାର ଭାଙ୍ଗିବା ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ଏଥିନେଇ କେସିଆର ପ୍ରଧାନମନ୍ତ୍ରୀ…

ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ : ସୂର୍ଯ୍ୟ ଚମକିଲେ, ମିଲର ସାଜିଲେ କିଲର

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ୧୩୩ ରନର ଆଭରେଜ ସ୍କୋର କରିଥିଲା । ସୂର୍ଯ୍ୟକୁମାର ଯାଦବ…

ଭାଙ୍ଗିଗଲା ଝୁଲା ପୋଲ, ନଦୀକୁ ଖସିପଡ଼ିଲେ ଶତାଧିକ; ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଅହମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋର୍ବିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଦୀ ଉପରେ ଯାଇଥିବା ଏକ ଝୁଲା ପୋଲ ଭୁଶୁଡି ପଡିବାରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଝୁଲା ପୋଲଟି ଭୁଶୁଡିବା ବେଳେ ପୋଲ ଉପରେ ଶତାଧିକ ଲୋକ ଥିଲେ ବୋଲି ସୂଚନା ରହିଛି। ବ୍ରିଜ ଭୁଶୁଡିବା ପରେ ଅନେକ…

ଦେଶ ଛାଡିବେ ସିଦ୍ଧୁ ମୁସେୱାଲାଙ୍କ ବାପା ?

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ୫ ମାସ ପୂରି ଯାଇଥିଲେ ମଧ୍ୟ ଏବେ ବି ହତ୍ୟାକାରୀଙ୍କୁ ଦଣ୍ଡ ମିଳିନି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ତାଙ୍କ ବାପା ବଲକୌର ସିଂ । ଭାରତର ନ୍ୟାୟ ବ୍ୟବସ୍ଥା ଉପରୁ ମୋର ବିଶ୍ୱାସ ତୁଟି ଗଲାଣି । ୨୫…

ଖରିଆରରୋଡ଼ ଥାନା ଘେରାଉ କଲେ ମୋଙ୍ଗରାପାଳିବାସୀ

ନୂଆପଡା : ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସ ଦେଖାଉଛି ଅନୁକମ୍ପା। ପ୍ରତିବାଦରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷାଙ୍କ ସହ ମୋଙ୍ଗରାପାଳିବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଖରିଆର ରୋଡ଼ରେ ଦିନକୁ ଦିନ ଜୁଆ, ସଟା, ଚୋରି ଡକାୟତ ସହ ମଦ ଗଞ୍ଜେଇର କାରବାର ବଢିବାରେ ଲାଗିଛି ।…