Latest Odisha News

BREAKING NEWS

ପୁଣି ଇଣ୍ଡିଗୋ ବିମାନରେ ଅଘଟଣ । ଶାରଜାହରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚୀରେ ଜରୁରୀ ଅବତରଣ

ଦିଲ୍ଲୀ : ବିମାନସେବାରେ ବାରମ୍ବାର ତୃଟି  । ଗତକାଲି ଇଣ୍ଡିଗୋ ବିମାନରେ ଏକ ଅଘଟଣ ଦେଖିବାକୁ ମିଳିଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ପୁଣି ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ହାଇଦ୍ରାବାଦରୁ ଶାରଜାହ ଯାଉଥିବା ଇଣ୍ଡିଗୋ ବିମାନରେ ତୃଟି ଦେଖାଦେବାରୁ ବିମାନଟିକୁ କରାଚୀରେ…

ବର୍ଷାପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା

ମାଲକାନଗିରି : ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା । ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ସହ ବିଚ୍ଛିନ୍ନ ହୋଇଯାଇଛି  । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଫୁଲିଥିବାରୁ ଏହି ନଦୀର ପଛୁଆ ପାଣି ମାଡ଼ଇାସି ଭୟଙ୍କର ରୂପଧାରଣ କରିଛି ମାଲକାନଗିରିର ସିଲେରୁ…

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା । ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଆସନ୍ତାକାଲି ମଧ୍ୟ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ପରେ, ଏହାର ପରିମାଣ ଧିରେ ଧିରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଦ୍ରୈାପଦୀ ମୁର୍ମୁଙ୍କୁ ମୂର୍ତ୍ତି ସହ ତୁଳନା କଲେ ତେଜସ୍ବୀ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆମକୁ ମୂର୍ତ୍ତିର ଆବଶ୍ୟକତା ନାହିଁ । ଏଭଳି ବିବାଦୀୟ  ବକ୍ତବ୍ୟ ଦେଇଛନ୍ତି ତେଜସ୍ବୀ ଯାଦବ । ସେ କହିଛନ୍ତି ଯଶୋବନ୍ତଙ୍କ କଥା ଆପଣମାନେ ଶୁଣୁଛନ୍ତି । ତାଙ୍କ ପ୍ରେସ ରିଲିଜ ଆପଣମାନେ ପଢ଼ୁଛନ୍ତି । କିନ୍ତୁ ସରକାରୀ ଦଳର ପ୍ରାର୍ଥୀଙ୍କ କିଛି କଥା…

୨୪ ଘଣ୍ଟା ମଧ୍ୟରେ ବାହାରିଲେ ୮୭୨ ଜଣ କୋଭିଡ୍ ପଜିଟିଭ

ତିନି ପରେ ପୁଣି କରୋନା ସଂକ୍ରମଣରେ ଟିକେ ବ୍ରେକ ଲାଗିଛି  । ଗତକାଲି 1000 ଉପରେ ସଂକ୍ରମଣ ହୋଇଥିବା ବେଳେ ଆଜି ଆସିଥିବା ରିପୋର୍ଟରେ କମିଛି ସଂକ୍ରମଣ ।  ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଆଜି ନିଟ୍‌ ୟୁଜି ପରୀକ୍ଷା

ଓଡ଼ିଶା ସମ୍ବାଦ: ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ତୁଳନାରେ…

ଆସାମରେ ବଢ଼ୁଛି ଜାପାନିଜ ଏନସେଫାଲାଇଟିସ ଆତଙ୍କ, ଗୋଟିଏ ମାସରେ ନେଲାଣି ୨୭ ଜୀବନ

ଗୌହାଟି: ଶନିବାର ଆସାମରେ ଜାପାନିଜ ଏନସେଫାଲାଇଟିସରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ, ଏହି ରୋଗ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଚଳିତ ମାସରେ ୨୭କୁ ବୃଦ୍ଧି ପାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର ଏହି ସୂଚନା ଦେଇଛନ୍ତି। ଶନିବାର ରାଜ୍ୟରେ ନଅଟି ନୂଆ ମାମଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୬ ଜୟ ଜଗନ୍ନାଥ, ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ରତ୍ନ ସିଂହାସନ ଓ ଗରୁଡ଼ସ୍ତମ୍ଭ ବିଷୟରେ ଜାଣିବା ପରେ ସ୍ୱତଃ ମନକୁ ଆସନ୍ତି ଶ୍ରୀମନ୍ଦିର ବେଢା ରେ ଦୁଇଟି ସର୍ବ ପ୍ରାଚୀନତମ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବୀର ହନୁମାନ ସେତେବେଳେ ମେଘନାଦ ସହ ପଶ୍ଚିମ ଦ୍ୱାରରେ ଯୁଦ୍ଧ କରୁଥାଆନ୍ତି। ପ୍ରାଚୀର ଦରଜା ଏତେ ମଜବୁତ ଥିଲା ଯେ ତାକୁ ଭାଙ୍ଗିବା କଷ୍ଟକର ହୋଇ ପଡୁଥିଲା। ଏପଟେ ବାନରସେନାଙ୍କର ଭୟାର୍ତ୍ତ ଚିତ୍କାର ଶୁଣି କ୍ରୋଧିତ ହନୁମାନ ହସ୍ତରେ ଏକ…

କ’ଣ ଏହି ‘ରାବିଡି ଯୋଜନା’, ଯାହାକୁ ନେଇ ମୋଦୀଙ୍କୁ ଜବାବ ଦେଲେ କେଜ୍ରିଓ୍ୱାଲ

ଲକ୍ଷ୍ନୌ: ଦେଶର ଭବିଷ୍ୟତ ନଷ୍ଟ କରୁଛି 'ରାବିଡି' ଯୋଜନା । ନିର୍ବାଚନ ବେଳେ ରାଜନୈତିକ ଦଳଙ୍କର ମାଗଣା ଯୋଜନାକୁ 'ରାବିଡି ଯୋଜନା' ସହ ତୁଳନା କରି ୟୁପିର ବୁନ୍ଦେଲଖଣ୍ଡର ଏକ୍ସପ୍ରେସ ଓ୍ୱେ ଉଦଘାଟନ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ରାଜନୈତିକ ଦଳ ମାଗଣା ଯୋଜନା ଜରିଆରେ ଭୋଟ୍…