Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଗଛରେ ଇନ୍ଦ୍ରଧନୁର ସାତ ରଙ୍ଗ

ଭୁବନେଶ୍ୱର : ପ୍ରକୃତିର ବିଚିତ୍ର ନିୟମ। ଆଖି ସାମନାରେ ଦେଖିଲେ ବି ତାର ଅସ୍ତିତ୍ୱ ସମ୍ପର୍କରେ ବୁଝି ହୁଏନି । ଏମିତି ଏକ ବିଚିତ୍ର ଗଛ। ଯେଉଁଥିରୁ ବକ୍କଳ ବାହାରିଲା ପରେ ଗଛରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟିି ହୋଇଥାଏ । ଏହା ବି ଏକ ସାଧାରଣ ଗଛ ହେଲେ ଏଥିରେ ଇନ୍ଦ୍ରଧନୁର ସାତ ରଙ୍ଗର ସମାହାର।…

ଫିନଲାଣ୍ଡକୁ ଧମକ ଦେଲା ରୁଷ, ସୀମାରେ ନିୟୋଜିତ କଲା ସେନା

ମସ୍କୋ: ନିଜ ପଡୋଶୀ ଦେଶକୁ ନାଟୋରେ ସାମିଲ କରାଇ ନ ଦେବା ରୁଷ ଜିଦ ଧରିଛି । ୟୁକ୍ରେନ ପରେ ଫିନଲାଣ୍ଡ ନାଟୋ ପ୍ରତି ଆଗ୍ରହ ପ୍ରକାଶ କରିଛି । ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ ଏହା ସ୍ପଷ୍ଟ ଭାବେ ସୂଚନା ଦେଇ ସାରିଛନ୍ତି । ଏହା ପରେ ରୁଷିଆ ପକ୍ଷରୁ ଫିନଲାଣ୍ଡକୁ ଧମକ ଦିଆ ଯାଇଥିଲା ।…

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ…

ନୂଆ ବର୍ଷ ଆଗରୁ ଶ୍ରୀଲଙ୍କାକୁ ଭାରତ ଦେଲା ୧୧ ହଜାର ମେଟ୍ରିକ ଟନ୍ ଚାଉଳ

ଭୁବନେଶ୍ୱର: ଶ୍ରୀଲଙ୍କାର ଜଟିଳ ସ୍ଥିତିରେ ଦୃଢ଼ ଏବଂ ଅଟଳ ସାହାଯ୍ୟକାରୀ ପଡ଼ୋଶୀ ଭାବେ ଛିଡ଼ା ହୋଇଛି ଭାରତ । ଦୁଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଇ ଗତି କରୁଛି ଏହି ଦ୍ୱୀପ ଦେଶ । ମଙ୍ଗଳବାର ଭାରତ ୧୧ ହଜାର ମେଟ୍ରିକ ଟନ୍ ଚାଉଳ ରପ୍ତାନୀ କରିଛି । ଦ୍ୱୀପ ଦେଶ ନୂଆ ବର୍ଷ ପାଳିବା…

ଲଟେରୀ ଟିକେଟ କିଣିବା ବେଳେ ଧକ୍କା ଯୋଗୁ ଜଣେ ମହିଳାଙ୍କ ବଦଳି ଗଲା ଭାଗ୍ୟ

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରେ ଜଣେ ମହିଳା ରାତାରାତି କୋଟିପତି ହୋଇ ଯାଇଛନ୍ତି । ଲାକୱାର୍ଡା ଏଡୱାଡ୍‌ର୍ସ ନାମକ ମହିଳା ଏକ ସୁପର ମାର୍କେଟରେ ଲଟେରୀ ଟିକେଟ କିଣିବାକୁ ଯାଇଥିଲେ । ସେ ତାଙ୍କ ମନପସନ୍ଦର ନମ୍ବରର ଟିକେଟ ଆଣିବାକୁ ଗଲା ବେଳେ ପଛ ପଟୁ ତାଙ୍କୁ କିଏ ଜଣେ ଧକ୍କା ଦେଇଥିଲା । ତାଙ୍କ…

୪୦ ମିଲିଅନ ଭାରତୀୟ ଟୀକା ୟୁରୋପ ଓ ଅଷ୍ଟ୍ରେଲିଆକୁ ରପ୍ତାନୀ ହୋଇଛି

ଭୁୁବନେଶ୍ୱର: ଭାରତରେ ପ୍ରଥମ ଥର ପ୍ରସ୍ତୁତ ଟୀକା, ଯାହା ୟୁରୋପୀୟ ଦେଶ ଗୁଡ଼ିକୁ ବିକ୍ରି କରାଯାଇଛି । କେବଳ ୟୁରୋପ ନୁହେଁ । ଦ୍ୱୀପ ମହାଦେଶ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତୀୟ ଟୀକା ରପ୍ତାନୀ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବୁଷ୍ଟର ଡୋଜ ପାଇଁ ୨୦୦ ମିଲିଅନ କୋଭିସିଲ୍ଡ ଟୀକା ଷ୍ଟକ୍…

ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଚଢାଉ

ପୁରୀ : ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ଚଢାଉ । ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ପୁରୀ ପୌର ପାଳିକା ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ ଟିମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ହୋଟଲରେ ଥିବା ଖାଦ୍ୟ ଗୁଡିକୁ…

୪୦ ବର୍ଷ ପରେ ୟୁପି ବିଧାନ ପରିଷଦ ନିର୍ବାଚନରେ ରେକର୍ଡ କଲା ବିଜେପି

ଲକ୍ଷ୍ନୌ: ଉତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ବିଜେପି ଇତିହାସ ରଚିଛି । ୪୦ ବର୍ଷ ପରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ପୂର୍ବରୁ ୧୯୮୨ରେ କଂଗ୍ରେସ ଏହି ସଫଳତା ହାସଲ କରିଥିଲା । ଏବେ ହୋଇଥିବା ୩୬ ସିଟ ପାଇଁ ନିର୍ବାଚନରେ ବିଜେପି ୩୩ରେ ବିଜୟୀ ହୋଇଛି । ଓଭରାଲ ଦଳ ୬୭ ଏମଏଲସି…

କରୋନାର ନୂଆ ଭାରିଆଣ୍ଟ XE କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ

ଦିଲ୍ଲୀ : କୋଭିଡର ନୂତନ ପ୍ରଜାତି ଏକ୍ସ ଇ କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର…

ନୀତିଶଙ୍କ ସଭାସ୍ଥଳୀରୁ ୧୫ ଫୁଟ ଦୂରରେ ବଡ ଧରଣର ବିସ୍ଫୋରଣ

ନାଳନ୍ଦା:ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଅଳ୍ପକେ ଏକ ବଡ ବିସ୍ଫୋଣରରୁ ବର୍ତି ଯାଇଛନ୍ତି । ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଯାଇଥିଲେ । ସେଠାରେ ସେ ସଭାସ୍ଥଳୀରେ ବସିଥିବା ବେଳେ ଏହାଠାରୁ ୧୫ ଫୁଟ ଦୂରତାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା ।…