Latest Odisha News

BREAKING NEWS

ରୁଷ ପାଖରୁ ତେଲ କିଣି ଭାରତ ଅନ୍ତର୍ଜାତୀୟ ଚୁକ୍ତି ଉଲ୍ଲଂଘନ କରୁଛି କି ? ଜବାବ ରଖିଲା ଆମେରିକା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୈଠକ କରିଛନ୍ତି । ଭର୍ଚୁଆଲ ମୋଡରେ କରିଥିବା ଏହି ବୈଠକ ଉପରେ ସାରା ବିଶ୍ୱର ନଜର ଥିଲା । ମୁଖ୍ୟତଃ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ହେବା ତା ଉପରେ ଦୁନିଆର ନଜର ଥିଲା । ଏହି…

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତି: ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

 ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ…

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)। ଗତ ରବିବାର…

କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ: ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିଗାଦମ ମଣ୍ଡଳର ବଟୁଆ ଫାଟକ ନିକଟରେ କୋଲକାତା ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ମାଡ଼ିଯିବାରୁ ପାଞ୍ଚ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ,…

ମୋଦୀ-ବାଇଡେନ ବୈଠକ, ୟୁକ୍ରେନ ବୁଚାରେ ଗଣହତ୍ୟାକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ସୋମବାର ଏକ ଭର୍ଚୁଆଲ ବୈଠକ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ୱାଶିଂଟନ ଡିସିରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ…

କୋଭିଡ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଦାବି ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୬ ଆରାଧ୍ୟା ଧିରେଧିରେ ଅବସାଦରୁ ବାହାରି ଆସୁଛି । ସେଥିପାଇଁ ତା’କୁ ଆଉ ମେଡ଼ିସିନ ଦର୍କାର ନାହିଁ । ଦୃଢ଼ ଆତ୍ମବିଶ୍ୱାସ ହିଁ ଯଥେଷ୍ଟ । ତା’କୁ ନିଃସଙ୍ଘ ଲାଗୁନାହିଁ । ତା' ପାଖରେ କିଏ ଥିଲେ ବା, ନ’ଥିଲେ…

ଭାଷା ଭାଗବତ : ସାହିତ୍ୟ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ଉଚିତ ଭାବରୁ ଔଚିତ୍ୟ ସହିତ ଭାବରୁ ସାହିତ୍ୟ ଏପରି ହୋଇଛି ବିଧାନ ନୁହେ ମତ କି ଅନୁମାନ ଉଦ୍ଧତ ଭାବରୁ ଔଦ୍ଧତ୍ୟ ତହିଁରେ ନାହିଁ ତିଳେ ସତ୍ୟ ତେଣୁ ତହିଁର ପ୍ରଦର୍ଶନ ନ ହୋଇପାରେ ସମୀଚୀନ ଲେଖକ ହେଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀ ପାର୍ଶ୍ଵରେ ପହଞ୍ଚି ସାରିଲେ ଶରୀରର ଆନନ୍ଦମୟ କୋଷ ଜାଗ୍ରତ ହୋଇ ଦେହlତୀତ ଭାବ ସହ ସୁକ୍ଷ୍ମ ଶରୀରର ଅନୁଭୂତି ଆସେ। ସାଧକ ଓ ଯୋଗୀ ଋଷି…

ପୋଷା ବିଲେଇ ଖାଇଦେଲା ୫୦ ହେୟାରବ୍ୟାଣ୍ଡ, ଆସନ୍ତୁ ଜାଣିବା ତା ପରେ କଣ ହେଲା

ଲଣ୍ଡନ: ୪୪ ବର୍ଷୀୟା ପଲ ସ୍ପ୍ରାଗେଟ ତାଙ୍କ ପୋଷା ବିଲେଇ ବେରୀକୁ ବହୁତ ଭଲ ପାଆନ୍ତି । ହଠାତ ଦିନେ ବେରୀ ତଳେ ପଡି ଛଟପଟ ହେଲା । ଏହା ଦେଖି ସ୍ପାଗେଟ ତାଙ୍କୁ ତୁରନ୍ତ ପଶୁ ଡାକ୍ତରଖାନା ନେଇଗଲେ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତର କିଛି ଜାଣି ନ ପାରିବାରୁ ସ୍କାନ ପାଇଁ କହିଥିଲେ । ସ୍କାନ…