Latest Odisha News

BREAKING NEWS

Yearly Archives

2022

ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଆଜି ଭୋଟିଂ ଡେ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନରେ ଭୋଟ୍ ନିଆଯାଉଛି । ସେହିପରି ୧୬୬୯ଟି ଗ୍ରାମ ପଞ୍ଚାୟତ ପାଇଁ ମତଦାନ ଚାଲିଛି । ଏଥିପାଇଁ କରାଯାଇଛି ୨୨ହଜାର ୩୭୯ଟି…

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମୁମ୍ବାଇ ଜୁହୁ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି…

କବିତା : କ୍ୟାଲେଣ୍ଡର ଆଉ ତୁମେ

ଅର୍ପିତା ମଲ୍ମିକ  କ୍ୟାଲେଣ୍ଡରର ପୃଷ୍ଠା ଓଲଟେଇବାଟା କେଉଁ ଏକ ବଡ କଥା ଯେ , ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ଦିନ ପରେ ଆଉ ଗୋଟେ ଦିନ ସବୁଦିନ ବଦଳେଇ ଦିନେ ତୁମେ ବି ବଦଳି ଗଲ କ୍ୟାଲେଣ୍ଡର ପରି ଫଗୁଣରୁ ଶ୍ରାବଣକୁ ଓଲଟେଇ ହେଲ ଶୀତର ପ୍ରକୋପରେ ବି ତୁମେ , ଗ୍ରୀଷ୍ମର…

ବ୍ୟଙ୍ଗ : ଭାଲେଣ୍ଟାଇନସ୍ ଆପ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ଦିନଟି ସେମିତି-ବଡ଼ ରୋମାଣ୍ଟିକ୍ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ ।" ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୮ ଗୌଣଟି ବଡ଼, ମୁଖ୍ୟ ସାନ ଉପର ତଳ ଯୋଡ଼ାବର୍ଣ ଏକାଠି କଲେ ସଂଯୋଜନ କିପରି ହୁଏ ଦେଖ, ଜାଣ ନକ୍‌ସା ବକ୍‌ସି କି ନକ୍ସା ବକ୍ସି କେଉଁ ରୂପଟି ସଫା ବେଶି କରିବା ଯଦି ସୁନିଶ୍ଚିତ ସେପରି ହୋଇବ ଲିଖିତ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୧ କେମିତି ଭୁଲିବ! ମହକଟା ତୀବ୍ରଭାବେ ସନ୍ଧ୍ୟା ବେଳରୁ ଅକ୍ତିଆର କରି ରଖିଛି । ଅନ୍ୟମନସ୍କ ହେଇଯିବା ସ୍ୱାଭାବିକ । ସେ ଝିଅଟି କଥା ମନକୁ ଆସିଲାରୁ ତା’କୁ ସନ୍ଦେହ ହେଲା । ଏଇ ନିହାତି ସେଇ ଝିଅର ଫରଫ୍ୟୁମ୍ ନୁହେଁ…

ସାମାଜିକ ଓ ସାଂସ୍କୃତିକ ପ୍ରବର୍ତ୍ତିକମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ୟୁନିସେଫର ଆର୍ଥିକ ସହାୟତାରେ ସଂସ୍କୃତିର ପ୍ରଚାର ପ୍ରସାର ଓ କଳାକାରମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାର ନିର୍ବାଚିତ ପ୍ରବର୍ତ୍ତକମାନଙ୍କ ପାଇଁ ଏକ ୪ ଦିନିଆ ତାଲିମ ଶିବିର ସ୍ଥାନୀୟ ସଂସ୍କୃତି…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ 'ପ୍ରଥମ ଭାଗ' ଆଧୁନିକତାର ପରମ୍ପରା କ'ଣ ?  ଆଧୁନିକତାଠାରୁ ପରମ୍ପରା କିଭଳି ସ୍ଥିତିରେ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଆମ ଦୃଷ୍ଟିକୁ ଆସନ୍ତି ଏପରି ଶବ୍ଦ ଆଧୁନିକ , ଆଧୁନିକତା ଓ ଆଧୁନିକବାଦ । ଆଧୁନିକବାଦର ପ୍ରତିଷ୍ଠା ହେଲା…

ଲାସା ଜ୍ୱର ମହାମାରୀର ରୂପ ନେବ: ସ୍ୱାସ୍ଥ୍ୟ ଅଧିକାରୀ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଚିନ୍ତା ସରିନଥିବା ଏବେ ପୁଣି ଲାସା ଜ୍ୱରକୁ ନେଇ ଚିନ୍ତା ବଢିଲାଣି । ଏହା କୌଣସି ସାଧାରଣ ଜ୍ୱର ନୁହେଁ । ଜଣେ ବ୍ୟକ୍ତିର ଜୀବନ ନେବାର କ୍ଷମତା ରଖେ ଏହି ଜ୍ୱର । ବ୍ରିଟେନରେ ଏହି ଜ୍ୱର ୩ ଜଣଙ୍କ ଜୀବନ ନେଲାଣି । ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ମହାମାରୀର…