Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବା ଲୋଭରେ କୂଅରେ ଖସିପଡ଼ିଲା ଭାଲୁ । ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା ଭାଲୁ । ଭାଲୁଟିର ଚିତ୍କାର ଶୁଣି ସ୍ଥାନୀୟ…

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବାରୁ କରୋନାର ଭୟାବହତା ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାଜପୁର ଜିଲ୍ଲାର ୯ଜଣ ଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ ବାହାରିବା ପରେ ଏବେ…

ଅନୁଗୁଳରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ : ଗାଁରେ ମାତିଛନ୍ତି ହାତୀ । ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ଏକ ଗାଇ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଦିନକୁ ଦିନ ଗାଁରେ ହାତୀ ଆତଙ୍କ ବଢ଼ିବାରେ ଲାଗିଛି । ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଉଛନ୍ତି ହାତୀ। ନଳଚନ୍ଦ୍ରପୁର ଗାଁର ବୃଦ୍ଧ ଧନେଶ୍ୱର ଭୁକ୍ତା…

ଉନ୍ନତ ସ୍ୱାସ୍ଥ୍ୟସେବାରେ ଅନୁଗୁଳ, ୧୧୭୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଅନୁଗୁଳ: ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି…

ସାର୍ଟିଫିକେଟ ବଦଳରେ ନୋ କ୍ଲିଅରାନ୍ସ ଟ୍ୟାଗକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧ

ଅନୁଗୁଳ: ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ନୋ କ୍ଲିଅରାନ୍ସ ହଟାଇବା ଦାବିରେ ଆଜି ଏକାଠି ହୋଇଛନ୍ତି ଶହଶହ ଶିକ୍ଷକ ଶିକ୍ଷୟିତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରରେ ଥିବା ପୈତୃକ ଘର ଆଗରେ ବିକ୍ଷୋଭ କରିଛନ୍ତି । ୧ଲକ୍ଷ ୮୦ହଜାର ଶିକ୍ଷକ ୨୦୧୭ରେ ୨ ବର୍ଷୀୟା…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୋଳ : ବିଜେଡିକୁ ବଡ ଝଟକା । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। ଅନୁଗୁଳ ଜିଲ୍ଲା ଆଠ ମଲ୍ଲୀକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଞ୍ଜୀବ ସାହୁ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସଞ୍ଜୀବ କୁମାର ସାହୁ ବ୍ୟକ୍ତିଗତ ସମସ୍ୟା ଦେଖାଇ…

STF ହାତରେ ଧରାପଡ଼ିଲା ଅଭିଯୁକ୍ତ , ହାତୀ ଦାନ୍ତ ଜବତ

ଅନୁଗୁଳ :  ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପିଡିଲା ଜଣେ ଅଭିଯୁକ୍ତ। ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିବା ସମୟରେ ଏସଟିଏଫ୍ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।।ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି ଟିମ୍।ଅଭିଯୁକ୍ତ ଜଣକ…

ଦନ୍ତା ହାତୀର ମୃତଦେହ ଉଦ୍ଧାର : ଦେଢ଼ମାସରେ ଗଲାଣି ୩ ହାତୀର ଜୀବନ

ପାଲଲହଡ଼ା: ପୁଣି ଦନ୍ତା ହାତୀର ମୃତ୍ୟୁ। ଦେଢ଼ମାସରେ ଗଲାଣି ୩ହାତୀର ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ଦୁଇ ହାତୀ ମୃତ୍ୟୁ ହୋଇଗଲାଣି। ଗତକାଲି ବିଳମ୍ବିତ ରାତିରେ କଣିହାଁ ବନାଞ୍ଚଳ ଡ଼ିହତଇଲା ନିକଟରୁ ହାତୀର ମୃତହେଦ ଉଦ୍ଧାର ହୋଇଛି। ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର…

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଦିନକୁ ଦିନ ବଢ଼ିଚାଲିଛି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ। ଏହିପରି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଗାଁରେ। ମୃତକ ଜଣକ ହେଲେ ଯୋଗେଶ୍ୱର ଦେବତା। ସୂଚନା ଅନୁସାରେ, ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ହେଲେ…

[ଭିଡ଼ିଓ ] ମୃତ ପୁଅକୁ ବଞ୍ଚାଇବାର ଜିଦ୍ ,ନାକେଦମ୍ ପୁଲିସ୍‌

ଅନୁଗୁଳ: ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା । ପୁଲିସକୁ ହେବାକୁ ପଡିଲା ନାକେଦମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ ସମ୍ପର୍କୀୟ ମାନେ ତେଲ ଘଷି ଚିକିତ୍ସା କରିବା ସହ ମୃତଦେହକୁ…