Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ରେଳଧାରଣା ହେଉଥିଲେ ପାରି, ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ରେଳଧାରଣା ପାରହେଉଥିବା ସମୟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଠମଲ୍ଲିକ-ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏହିଭଳି ଅଭାବନୀୟ ଘଟଣା। ମୃତକ ଦୁଇଜଣ ସମ୍ପର୍କରେ ଖୁଡ଼ି ପୁତୁରା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଇକସାହି ଅଞ୍ଚଳର ୩୫ବର୍ଷୀୟା…

ମଞ୍ଚାରୁ ଟାଣି ମାରିଲା ହାତୀ

ଅନୁଗୋଳ: ମଞ୍ଚାରୁ ଟାଣି କଚାଡି ମାରିଲା ହାତୀ । ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ପ୍ରକାଶ ସାହୁ । ଧାନ ଜଗିବାକୁ ସେ ଯାଇଥିଲେ । ଶୋଇଥିବା ବେଳେ ରାତିରେ ୩ଟି ହାତୀ…

ଡୁବୁରିରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ଭୁବନେଶ୍ବର : ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା । ଏହାସହ ପାରାଦୀପରେ ୩୦ଶଯ୍ୟା ବିଷ୍ଟ ଡାକ୍ତରଖାନାକୁ ଅନୁମୋଦନ ମିଳିଥିବା ବେଳେ ଝାରସୁଗୁଡ଼ା ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା , ସମ୍ବଲପୁର ରେଙ୍ଗାଲୀ ଓ ବରଗଡ଼ ଅଞ୍ଚଳରେ  ଇଏସ୍‌ଆଇ ଡାକ୍ତରଖାନା…

ରାସ୍ତା ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ

ଅନୁଗୁଳ: ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ । ନୂଆପଡ଼ା ଗାଁର ସାହିତ୍ୟିକ ତ୍ରିଲୋଚନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ସାଇକେଲରେ ଯାଉଥିବା ବେଳେ ପାଲଲହଡା ଖମାର କଲେଜ ନକିଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯୋଇଥିବା ବେଳେ…

ଅନୁଗୁଳରୁ ୧୨ ଫୁଟର ଅହିରାଜ ସାପ ଉଦ୍ଧାର

ଅନୁଗୁଳ: ବିରାଟକାୟ ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ଗଡତରାସ ଗାରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ଼ ସାପକୁ ଗାଁର କିଛି ଲୋକ ଦେଖି ଭୟଭୀୟ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏସମ୍ପର୍କରେ ଅନୁଗୁଳର…

ଅସ୍ତବ୍ୟସ୍ତ ଜନ ଜୀବନ

ଭୁବନେଶ୍ୱର : କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏବେ ବି ବହୁ ଲୋକ ପାଣି ଘେରରେ ଥିବା ବେଳେ ଗଛ ସବୁ ଉପୁଡି ପଡିଛି । ଆଉ କିଛି ସ୍ଥାନରେ ମାଟି ଧସି ରାସ୍ତା ଉପରେ ପଡ଼ିଛି । ସେହିଭଳି ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ

ଅନୁଗୁଳ: ଟଙ୍କା ନଫେରାଇବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ହଣାକଟା । ସ୍ୱାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ କରିଥିବା ଅଭିଯୋଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଏହି ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ…

ଦନ୍ତା ହାତୀର ମୃତଦେହ ଠାବ

ଅନଗୁଳ:ଅନଗୁଳରେ ଦନ୍ତା ହାତୀର ମୃତଦେହ ଠାବ । ନୁଖୁରିପଦା ଗ୍ରାମର ନୂଆଁବନ୍ଧ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବା ବେଳେ  ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ । ଶୁକ୍ରବାର ବିଳମ୍ବିତ…

[ଭିଡିଓ] ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ଔଷଧ

ଅନୁଗୁଳ: ରୋଗୀଙ୍କୁ ମିଳୁନି ହେଲେ ଫିଙ୍ଗା ହେଉଛି ଏକ୍ସପାରୀ ଡେଟ୍ ଥିବା ଔଷଧ । ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ମେଡିସିନ୍ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଥିବା ପୁରୁଣା ସରକାରୀ କ୍ୱାର୍ଟର ଭଙ୍ଗା ହେବା ବେଳେ ଲକ୍ଷାଧିକ ଟଙ୍କାର…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…